ମନୋରଞ୍ଜନ

ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ…

6 years ago

ବିରାଟ-ଅନୁଷ୍କା ବ୍ୟସ୍ତ ରହିବା ପରେ ମଧ୍ୟ ପରସ୍ପର ପାଇଁ ଏପରି ସମୟ ବାହାର କରନ୍ତି..

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରୁ ପାର୍ଟନରଙ୍କ ପାଇଁ ସମୟ ବାହାର କରିବା  କଷ୍ଟକର ହୋଇପଡିଲାଣି । କାରଣ ଏବେ ଅଧିକାଂଶ ଘରେ ମହିଳାମାନେ ଅଫିସକୁ ଯାଉଛନ୍ତି। ଏହା  ଭଲ…

6 years ago

ମାତ୍ର ୪ ବର୍ଷ ଫିଲ୍ମ କ୍ୟାରିୟରରେ ସୁପରଷ୍ଟାର ହୋଇଛନ୍ତି ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ସିନେମାରେ ଅନେକ ହିଟ୍‌ ଅଭିନେତ୍ରୀ ଅଛନ୍ତି। ଯେଉଁଥିରେ ଅନୁଷ୍କା ସେଟ୍ଟୀଠାରୁ ସାମନ୍ତା ଆକ୍କିନେନି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ମାତ୍ର ଜଣେ ଏପରି ଅଭିନେତ୍ରୀ ଅଛନ୍ତି ଯିଏ…

6 years ago

ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ ରାଜକୁମାରଙ୍କ ଅଭିନୀତ ଏହି ଫିଲ୍ମ: ଜାଣନ୍ତୁ କେବେ ଆସିବ ପ୍ରିମିୟର

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଓମେର୍ଟାକୁ ଥିଏଟର ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୨୫ରେ ଜି୫ରେ…

6 years ago

କରୋନା ଯୋଗୁ ଏହି ଶିକ୍ଷା ପାଇଲେ ଅନୁଷ୍କା

କରୋନା ମହାମାରୀ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ଏକ ଶିକ୍ଷା ଲାଭ କରିଛନ୍ତି। ତାହା ହେଉଛି ଆମେ ସମସ୍ତେ ପରସ୍ପର ଉପରେ…

6 years ago

୧୨୪ ବର୍ଷ ପୂର୍ବେ ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଚୁମ୍ବନ ସିନ୍‌

ଆଜିକାଲି ଫିଲ୍ମରେ ଚୁମ୍ବନ ସିନ୍‌ ସାଧାରଣ କଥା ହୋଇଗଲାଣି। କିନ୍ତୁ ବହୁ ବର୍ଷ ପୂର୍ବେ ଚୁମ୍ବନ ସିନ୍‌ କରିବାକୁ ଅଭିନେତ୍ରୀ ମାନେ ଅସହଜ ମନେ କରୁଥିଲେ। ଆମେରିକାରେ…

6 years ago

୯ କୋଟି ମୂଲ୍ୟର ଘର କିଣିଲେ ଅଭିନେତା ଆୟୁଷ୍ମାନ ଖୁରାନା

ଚଣ୍ଡିଗଡ଼, ୭।୭- ଲକ୍‌ ଡାଉନ ଉଠିବା ପରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଗତ ସପ୍ତାହରେ ମୁମ୍ବାଇରୁ ଆସି ନିଜ ଘରୋଇ ସହର ଚଣ୍ଡିଗଡ଼ରେ ପରିବାର ସହ…

6 years ago

‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ ନେଇ…

6 years ago

ଲକ୍‌ଡାଉନ୍‌ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏବେ…

6 years ago

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି।…

6 years ago