ନିର୍ବାଚନ

ଛେଣ୍ଡିପଦାରେ ସୁଶାନ୍ତ ୬୬୮୧ ଭୋଟରେ ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସୁଶାନ୍ତ କୁମାର ବେହେରା ୨୫ ରାଉଣ୍ଡ ଶେଷ ସୁଦ୍ଧା ୬୬୮୧ ଭୋଟରେ ଭାଜପା ପ୍ରର୍ଥୀ ଅଗସ୍ତି ବେହେରାଙ୍କଠାରୁ ଆଗରେ ରହିଛନ୍ତି। ସୁଶାନ୍ତ ମୋଟ୍‌ ୬୪୧୦୫ ଖଣ୍ଡ ଭୋଟ ପାଇଥିବା ବେଳେ ଅଗସ୍ତି...

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫ ଭୋଟରେ ଜିତିଥିବା ଜଣାପଡ଼ିଛି।

ଆଠମଲ୍ଲିକରେ ବିଜେଡିର ବାଜିମାତ: ୪୭,୧୩୫ ଖଣ୍ଡ ଭୋଟରେ ରମେଶ ସାଏ ବିଜୟୀ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳିରେ ବାଜିମାରିଛି ବିଜେଡି। ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଭାଗୀରଥି ପ୍ରଧାନଙ୍କଠାରୁ ୪୭ ହଜାର ୧୩୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସାଏ...

୧୯ ରାଉଣ୍ଡ ଶେଷ, ଆଗରେ ବିଜେଡି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୯ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏବେ ସୁଦ୍ଧା ଏହି ଅସନରେ ବିଜେଡ଼ି ୧୨,୬୨୭ ଭୋଟରେ ଆଗରେ ରହିଛି।

୨୩ ତମ ରାଉଣ୍ଡରେ ବ୍ରଜକିଶୋର ୧୮୮୦୦ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୮୮୦୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବ୍ରଜକିଶୋରଙ୍କୁ ୧୧୯୦ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାର କାଳନ୍ଦୀ ସାମଲଙ୍କୁ ୧୩୨୯...

ଆଠମଲ୍ଲିକରେ ରମେଶ ସାଏ ୪୬୮୭୬ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୩୫ ରାଉଣ୍ଡ ଶେଷସୁଦ୍ଧା ୪୬୮୭୬ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍‌ ୮୪୮୯୮ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ...

୩୫ ରାଉଣ୍ଡ ଶେଷ, ଅନୁଭବ ୮୦ ହଜାର ଆଗରେ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ୩୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୮୦,୯୮୪ ଭୋଟରେ ଆଗରେ ଅଛନ୍ତି।

ଅନୁଗୋଳରେ ରଜନୀକାନ୍ତ ୩୯୦୮ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୩୯୦୮ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ଆଗରେ ରହିଛନ୍ତି। ରଜନୀକାନ୍ତ ୪୦୮୧୩ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୩୬୯୦୫...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୧ ଲକ୍ଷ ୯୬ ହଜାର ୭୫୦ ଭୋଟ...

୭,୨୯୮ ଭୋଟରେ ଅତନୁ ଆଗରେ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ୩୫, ୯୩୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ବିଜୟ ପ୍ରଧାନଙ୍କଠାରୁ ୭,୨୯୮ ଭୋଟରେ ଆଗୁଆ ଅଛନ୍ତି। ବିଜୟ ପ୍ରଧାନ...

କେନ୍ଦ୍ରାପଡ଼ା ଲୋକ ସଭା ଆସନ: ଅନୁଭବ ୭୮ହଜାର ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)-କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରର୍ଥୀ ଅନୁଭବ ମହାନ୍ତି ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ବର୍ତ୍ତମାନ ସୁଦ୍ଧା ୭୮,୫୭୬ ଭୋଟରେ ଆଗରେ ଅଛନ୍ତି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri