ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର
ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପୋଲିଂ ଅଧିକାରୀ ମହମବତୀ ଜଳାଇ ମତଦାନ ପ୍ରକ୍ରିୟା ଜାରି...
ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍ରେ କର୍ନାଲ ଗଲେ ମନୋହର ଲାଲ୍ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ
ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସ୍ରେ ବସି ଯାତ୍ରା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ,...
ନାଗପୁରରେ ନୀତୀନ ଗଡ଼କରୀ ମତଦାନ ଅଧିକାର ସାବ୍ୟସ୍ତ କଲେ
ନାଗପୁର,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ନାଗପୁରରେ ସପରିବାର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ କେନ୍ଦ୍ରରୁ ବାହାରି ସେ ସମସ୍ତଙ୍କୁ ଭୋଟ ଦେବା ପାଇଁ ଆହ୍ବାନ...
୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି
ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇଥିଲେ। ଆଉ ତାଙ୍କର ଟାର୍ଗେଟରେ ଥିଲା ବିରୋଧୀ କଂଗ୍ରେସ। ସେ...
ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ
ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ଷ୍ଟାର ପ୍ରଚାରକଙ୍କୁ। ବଲିଉଡ୍ ଡ୍ରିମ ଗର୍ଲ ତଥା ଭାଜପା ନେତ୍ରୀ ହେମାମାଳିନୀ ହରିୟାଣାର...
୫ ବର୍ଷରେ ହରିୟାଣା କ୍ୟାବିନେଟ୍ ମନ୍ତ୍ରୀଙ୍କ ସମ୍ପତ୍ତି ହୋଇଛି ୨ ଗୁଣା: ମହାରାଷ୍ଟ୍ରରେ ବଢ଼ିଛି ୬୨ ପ୍ରତିଶତ
ନୂଆଦିଲ୍ଲୀ,୧୯।୧୦: ହରିୟାଣାରେ ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମ୍ପତ୍ତି ୬୨ ପ୍ରତିଶତ ବୃଦ୍ଧି ପାଇଛି। ଏହା ମହାରାଷ୍ଟ୍ରର...
ଶିବସେନାରେ ଯୋଗଦେଲେ ସଲମାନଙ୍କ ବଡିଗାର୍ଡ ଶେରା
ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକିଥିବା ବେଳେ ଶୁକ୍ରବାର ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ବଡିଗାର୍ଡ ଗୁରମିତ ସିଂ(ଶେରା) ରାଜନୀତିରେ ପାଦ ଦେଇଛନ୍ତି। ସେ ଶିବସେନାରେ ଯୋଗ ଦେଇଥିବା ଦଳ ଟୁଇଟ୍ କରି ଜଣାଇଛି।...
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି
ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢୁଥିବା ସବୁଠାରୁ ଗରିବ ପ୍ରାର୍ଥୀଙ୍କ ନାମ ହେଉଛି ଭେଙ୍କଟେଶ୍ୱର ମହାସ୍ବାମୀ। ତାଙ୍କ ପାଖରେ...
ମୋଦିଙ୍କର ଅର୍ଥନୀତିରେ ଜ୍ଞାନ ନାହିଁ: ରାହୁଲ
ହରିୟାଣା,୧୮।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ସୋନିପଥରେ ବିରୋଧୀ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ। ସେଠାରେ ସେ ଏକ ରାଲିରେ ସମ୍ବୋଧନ ଦେବା ଅବସରରେ କଂଗ୍ରେସ...
ମହାରାଷ୍ଟ୍ରରେ ଗର୍ଜିଲେ ଶାହ
ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ରାଜୁରରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ...
ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି
ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ହରିୟାଣାବାସୀ କଂଗ୍ରେସର ଅହଂକାରକୁ...
ଅର୍ଥ ବ୍ୟବସ୍ଥାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ମନମୋହନ
ମୁମ୍ବାଇ,୧୭।୧୦: ଦେଶର ଆର୍ଥିିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମହାରାଷ୍ଟ୍ରରେ ସେ ଯୋଗ ଦେଇଥିବା ଏକ ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି ଯେଉଁ ପ୍ରତିଶ୍ରୁତି ଦେଇ ମୋଦି, ସରକାର ଗଠନ...
Archives


