ଶିକ୍ଷା ଓ ନିଯୁକ୍ତି

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ୱର, ୧।୯: ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ…

IOCLରେ ନିଯୁକ୍ତିର ବଡ଼ ସୁଯୋଗ: ITI, ଡିପ୍ଲୋମା, ଗ୍ରାଜୁଏଟ୍‌ମାନେ କରିପାରିବେ ଆବେଦନ; ୫୩୭ ପଦ ପାଇଁ ବାହାରିଲା…

ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ତା’ର ପାଇପଲାଇନ ଡିଭିଜନରେ ବିଭିନ୍ନ ରାଜ୍ୟରେ ୫୩୭ଟି ଆପ୍ରେଣ୍ଟିସ ପଦବି ପାଇଁ ଆବେଦନ ଆହ୍ବାନ କରୁଛି। ଏହି ନିଯୁକ୍ତି ଅଭିଯାନରେ ଟେକ୍ନିକାଲ ଓ ନନ-ଟେକ୍ନିକାଲ ଟ୍ରେଡରେ ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ…

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ଖାଲି ପଡ଼ିଛି ଏହି ଦୁଇ ବଡ଼ ପଦବୀ, ବିନା ଲିଖିତ ପରୀକ୍ଷାରେ ହେବ ଚୟନ

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଜାତୀୟ ସମବାୟ ବିକାଶ ନିଗମ (NCDC) ନୂତନ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏଥର ନିଗମ ମୁଖ୍ୟ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି।…

ସ୍ପେଶାଲ OTET ପୁଣି ସ୍ଥଗିତ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ…

ଭୁବନେଶ୍ୱର,୨୧।୮: ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର OTET…

କାହିଁକି ବାରମ୍ବାର କ୍ୟାନ୍‌ସେଲ୍‌ ହୋଇଥାଏ ଷ୍ଟଡି ଲୋନ୍‌, ଆପଣ କରୁନାହାନ୍ତି ତ ଏହି ଭୁଲ୍‌, ନିଶ୍ଚିତ ଜାଣି ରଖନ୍ତୁ…

ଯଦି ଆପଣ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏବଂ ଆପଣ ଷ୍ଟଡି ଲୋନ୍‌ ସାହାଯ୍ୟରେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ନିଶ୍ଚିତ ଜାଣିରଖନ୍ତୁ। ପ୍ରାୟତଃ ଦେଖାଯାଏ, ଷ୍ଟଡି ଲୋନ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ…

ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ

ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍‌ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ ପ୍ରାର୍ଥୀଙ୍କୁ…

ଯୁକ୍ତ-୨ ଖାଲି ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ତାରିଖ ଘୋଷଣା

ଭୁବନେଶ୍ୱର,୧୯।୮: ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚଏସଇ) ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀର ଖାଲି ଆସନ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ଼ମିଶନର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ଆଡ଼ମିଶନ ପ୍ରକ୍ରିୟା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଅଗଷ୍ଟ ୨୫,…

କେମ୍ବ୍ରିଜ୍‌ ଡିକ୍ସିନାରିରେ ଯୋଡ଼ିହେଲା ୬ ହଜାର ନୂଆ ଶବ୍ଦ

ଲଣ୍ଡନ,୧୯ା୮:କେମ୍ବ୍ରିଜ୍‌ ଡିକ୍ସିନାରି ନିଜର ଅନ୍‌ଲାଇନ ସଂସ୍କରଣରେ ୬ ହଜାର ନୂତନ ଶବ୍ଦକୁ ସ୍ଥାନିତ କରିଛି। ଏଥିମଧ୍ୟରୁ ଅନେକ ହେଉଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟବହୃତ ହେଉଥିବା ଶବ୍ଦ। ସାଧାରଣତଃ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫା ଦ୍ୱାରା ଲୋକପ୍ରିୟ ହୋଇଥିବା…

SBI ଆଣିଛି ନିଯୁକ୍ତି ସୁଯୋଗ: ୫୦୦୦ରୁ ଅଧିକ ପଦବୀ ହେବ ପୂରଣ, ଏହି ତାରିଖ ସୁଦ୍ଧା ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୧୮ା୮: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ଯୁବକ ଯୁବତୀମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ୍‌ (ଗ୍ରାହକ ସେବା ଏବଂ ସହାୟତା) ପାଇଁ ୫୫୮୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି।…

SBIର ବଡ଼ ଘୋଷଣା: ୫ହଜାରରୁ ଅଧିକ ପଦବୀରେ ନିଯୁକ୍ତି, ମିଳିବ ଏତେ ଦରମା

ନୂଆଦିଲ୍ଲୀ,୧୭।୮:ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଯୁବପିଢିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ (ଗ୍ରାହକ ସେବା ଏବଂ ସହାୟତା) ପାଇଁ 5,583 ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦବୀ…

LICରେ ନିଯୁକ୍ତି ସୁଯୋଗ: AAO-AE ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏଟ୍‌ମାନେ ଏଭଳି…

ନୂଆଦିଲ୍ଲୀ,୧୬।୮: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସହକାରୀ ପ୍ରଶାସନିକ ଅଧିକାରୀ (ଏଏଓ) ଏବଂ ସହକାରୀ ଇଞ୍ଜିନିୟର (ଏଇ) ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜି, ୧୬ ଅଗଷ୍ଟ ୨୦୨୫ରୁ ଆରମ୍ଭ…

Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍‌ ଯୁବକ…

ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା ୧୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri