କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୫୦୨୩ MBBS, ୫000 PG ସିଟ୍ ବଢ଼ିଲା
ନୂଆଦିଲ୍ଲୀ,୨୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡ଼ିକର ଉନ୍ନତି ଓ ସମ୍ପ୍ରସାରଣ ପାଇଁ ସେଣ୍ଟ୍ରାଲି ସ୍ପନ୍ସର୍ଡ ସ୍କିମ୍ (CSS) ଫେଜ୍-IIIକୁ ଅନୁମୋଦନ ଦେଇଛି। ଏହା ଅଧୀନରେ ୫୦୨୩ MBBS ଓ ୫୦୦୦…
+୨ କରିଥିଲେ ସୁବର୍ଣ୍ଣ ସୁଯୋଗ: ବିନା ପରୀକ୍ଷାରେ ସିଧାସଳଖ ଭର୍ତ୍ତି, ମାସିକ ଦରମା ୩୦ ହଜାର
ନୂଆଦିଲ୍ଲୀ,୨୨।୯: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ର ସଲିଡ ଷ୍ଟେଟ ଫିଜିକ୍ସ ଲାବୋରେଟୋରୀ (SSPL) ନିଯୁକ୍ତି ଘୋଷଣା କରିଛି, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ଲମ୍ବା…
ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମ ପରୀକ୍ଷା-୨୦୨୪ର ତାରିଖ ଘୋଷଣା
କଟକ,୧୮।୯: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁର ଏହି ଛଅଟି ଜୋନରେ ଅନୁଷ୍ଠିତ ହେବ। ଆୟୋଗର…
ରେଳବାଇରେ ବାହାରିଲା ବମ୍ପର ନିଯୁକ୍ତି: ଏମିତି କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…
ନୂଆଦିଲ୍ଲୀ,୧୫।୯: ରେଳବାଇରେ ଚାକିରି ପାଇବାର ସ୍ବପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ରେଳବାଇ ନିଯୁକ୍ତି ବୋର୍ଡ (RRB) ସେକ୍ସନ କଣ୍ଟ୍ରୋଲର ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…
ପରୀକ୍ଷା ନିୟମ କଡ଼ାକଡ଼ି କଲା CBSE: ଏତିକି ପ୍ରତିଶତ ଉପସ୍ଥାପନ, ୨ ବର୍ଷ ଅଧ୍ୟୟନ ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୫।୯: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିର୍ଦ୍ଦେଶିକା ଜାରି କରିଛି। ନୂଆ ନିୟମ ଅନୁସାରେ, ପରୀକ୍ଷାରେ ବସିବା ପାଇଁ…
SBI ରେ ବଡ଼ ନିଯୁକ୍ତି, ଆବେଦନର ଶେଷ ତାରିଖ…
ନୂଆଦିଲ୍ଲୀ,୧୩।୯: ସରକାରୀ ଚାକିରି ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ବଡ଼ ଖବର। ବଡ଼ ନିଯୁକ୍ତି ସୁଯୋଗ ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) । SBI ଜୁନିୟର ଆସୋସିଏଟ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା…
ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି, ଆଶାୟୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର,୧୦ା୯: ରାଜ୍ୟ ସରକାର ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍ ପ୍ରଦାନ ବନ୍ଦ ନିୟମାବଳୀ, ୨୦୨୨କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ବର୍ଗ…
RBIରେ ଚାକିରି ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ
RBIରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଗ୍ରେଡ୍ ‘B’ ଅଫିସରଙ୍କ ୧୨୦ଟି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଗ୍ରେଡ B ଜେନେରାଲ ବର୍ଗରେ ୮୩ଟି ପଦବୀ, ଅଫିସର ଗ୍ରେଡ୍ B DEPRରେ ୧୭ଟି ପଦବୀ ଏବଂ ଅଫିସର…
B.Ed. ଅପେକ୍ଷା ଛାତ୍ରୀଛାତ୍ରଙ୍କ ମଧ୍ୟରେ D.El.Ed ବଢୁଛି ଡିମାଣ୍ଡ୍: ଜାଣନ୍ତୁ B.Ed ନା D.El.Ed ମଧ୍ୟରେ କୋଉଟା ଭଲ
ଦ୍ୱାଦଶ ପରେ ଶିକ୍ଷକ ହେବାର ସ୍ବପ୍ନ ଦେଖୁଥିବା ଯୁବପିଢ଼ିଙ୍କ ଆଗରେ ପ୍ରଶ୍ନ ହେଉଛି ଯେ ସେମାନେ B.Ed. କରିବେ କି D.El.Ed କରିବେ। ନଉଭୟ ପାଠ୍ୟକ୍ରମରୁ ଶିକ୍ଷକ ହୋଇପାରିବେ। ତେବେ ଯୁବପିଢ଼ି B.Ed. ବଦଳରେ D.El.Ed ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା…
ରେଳବାଇରେ ବମ୍ପର ନିଯୁକ୍ତି, ପାଖେଇ ଆସିଲା ଶେଷ ତାରିଖ, ଏମିତି କରନ୍ତୁ ଆବେଦନ…
ନୂଆଦିଲ୍ଲୀ, ୬।୯: ଯଦି ଆପଣ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏବଂ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ପାରାମେଡିକାଲ ବର୍ଗରେ ଏକ ବଡ଼ ନିଯୁକ୍ତି କରିଛି।…
NIRF Ranking 2025: ପ୍ରଥମ ସ୍ଥାନ ହାସଲ କଲା ଏହି ପ୍ରତିଷ୍ଠାନ
ନୂଆଦିଲ୍ଲୀ,୪।୯: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା…
ଗ୍ରାଜୁଏଶନ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ, LICରେ ଆସିଲା ବମ୍ପର ନିଯୁକ୍ତି, ଏମିତି କରନ୍ତୁ ଆବେଦନ…
ନୂଆଦିଲ୍ଲୀ,୩।୯: ଦେଶର ସର୍ବବୃହତ ସରକାରୀ ବୀମା କମ୍ପାନୀ, ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ହାଉସିଂ ଫାଇନାନ୍ସ ଲିମିଟେଡରେ ୧୯୨ଟି ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ୨ ସେପ୍ଟେମ୍ବର ୨୦୨୫ ରୁ ଆରମ୍ଭ…
Archives


