ଜନଜାତି ଗୌରବ ଦିବସ: ଶହୀଦ ବିର୍ସାମୁଣ୍ଡାଙ୍କୁ ମନେ ପକାଇଲା…
ରାଉରକେଲା,୧୫ା୧୧(ବିପ୍ଲବ ରଞ୍ଜନ ଦାଶ): ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଉରକେଲା ଗସ୍ତକରି ଜନଜାତି ଗୈାରବ ଦିବସ-୨୦୨୫ ପାଳନ ସମାରୋହରେ ସାମିଲ ହୋଇଥିଲେ। ଏହି ସମୟରେ ସଭାସ୍ଥଳ ଲୋକାରଣ୍ୟ ହୋଇଥିଲା। ରାଉରକେଲା ସମେତ ବିଶ୍ରା, ଲାଠିକଟା, ନୂଆଗାଁ ଓ ବିଶ୍ରା ପ୍ରମୁଖ ୪ଟି ବ୍ଲକର…
ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ବିଭିନ୍ନ ଜନଜାତି ମିଶି…
ରାଉରକେଲା,୧୫ା୧୧(ବିପ୍ଳବ ରଞ୍ଜନ ଦାଶ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରାଉରକେଲାକୁ ଦ୍ୱିତୀୟ ଥର ଗସ୍ତ କରିଛନ୍ତି। ଅପରାହ୍ନ ୧ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପରେ ସ୍ଥାନୀୟ ଭାଜପା ନେତା ଓ କର୍ମୀମାନେ…
ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍: ଲକ୍ଷାଧିକ ଟଙ୍କା…
ବଣାଇଁ, ୧୩.୧୧(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅଧିନ ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଷ୍ଟେଶନ ସାଇଡିଂ ନିକଟ ର ଥିବା ଏକ ଟ୍ରାନ୍ସପୋର୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ଗାଡିରେ ଆସି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ…
ଫୁଲ ତୋଳିବାକୁ ଉଠିଥିଲେ ମହିଳା: ପଡିଗଲେ ହାତୀ ସମ୍ମୁଖରେ, ଆଉ ତା’ପରେ…
ରାଉରକେଲା,୧୧।୧୧(ସଂଗୀତା ଜେନା) ମଙ୍ଗଳବାର ଭୋର ସମୟରେ ରାଉରକେଲା କୋଏଲ ନଗର ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଜଣେ ମହିଳାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ମୃତକ ହେଉଛନ୍ତି କୋଏଲ ନଗର…
କାଠ ଫାଳିଆ ମାଡ଼ରେ ମା’, ବାପାଙ୍କୁ ମୃତ୍ୟୁ: ଧରାପଡ଼ିଲେ ଅଭିଯୁକ୍ତ ଝିଅ
କୁତ୍ରା,୬ା୧୧(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଭୋଗରା ଗ୍ରାମରେ ଗତ ୩ ତାରିଖ ରାତିରେ ଝିଅର କାଠ ଫାଳିଆ ମାଡ଼ରେ ମା’, ବାପାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କୁତ୍ରା ପୋଲିସ ଅଭିଯୁକ୍ତ ଝିଅଙ୍କୁ ଗୁରୁବାର…
ନଦୀରେ ଓଲଟିଲା ଡଙ୍ଗା: ୨ ଦିନ ହେଲା ମିଳୁନି ନାବାଳକଙ୍କ ପତ୍ତା
ରାଉରକେଲା,୬।୧୧(ସଙ୍ଗୀତା ଜେନା): କୋଏଲ ନଦୀର ହମିରପୁର ପସରା ଘାଟରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ…
ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…
ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ…
ଟ୍ରାକ୍ରୁ ଖସିଲା ଟ୍ରେନ୍, ୧୦ ବଗି ଲାଇନଚ୍ୟୁତ
ରାଉରକେଲା,୨୯ା୧୦: ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ…
ଲୁହାଖଣିରେ ଚଢ଼ାଉ, ଖଣି ବିଭାଗର ୪ ଜଣିଆ ଟିମ୍…
ସୁନ୍ଦରଗଡ଼,୨୯ା୧୦: ଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖଣି ବିଭାଗର ୪ଜଣିଆ ଟିମ୍ ଏହି ଚଢ଼ାଉ କରିଛନ୍ତି। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ୩ ସପ୍ତାହ ପୂର୍ବରୁ ଜିଭି…
ରନ୍ଧା ମଟନ ଆଉ ମିଠା ଖାଇ ସବୁ ଲୁଟିନେଲେ ଦୁର୍ବୃତ୍ତ, କୋର୍ଟ କର୍ମଚାରୀ ଘରେ ନଥିବାର ସୁଯୋଗ ନେଇ…
ବଣାଇ,୨୯।୧୦(ପ୍ରଦୀପ ତ୍ରିପାଠୀ): ବଣାଇ ସହରରେ ବନ୍ଧୁକ ମୁନରେ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା, ସୁନା ଗହଣା ଲୁଟ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ପୁଣି ଦୁର୍ବୃତ୍ତମାନେ ଛତିଆଢିପାଠାରେ ଥିବା କୋର୍ଟ କର୍ମଚାରୀ ନିକୁଞ୍ଜ ବେହେରାଙ୍କ ଘରେ…
ମା-ଝିଅଙ୍କୁ ବାନ୍ଧିଦେଲେ, ବଳାତ୍କାର ଧମକ ଦେଇ ଦୁର୍ବୃତ୍ତ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା
ବଣାଇଁ,୨୭ା୧୦: ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର…
ଛଟ୍ ଘାଟରେ ବୁଡି ନାବାଳକ ନିଖୋଜ
ରାଉରକେଲା,୨୬।୧୦(ସଙ୍ଗୀତା ଜେନା): ରାଉରକେଲା ସେକ୍ଟର ୧୯ଥାନା ଅନର୍ଗତ ହମିରପୁର ଛଟ୍ ଘାଟରେ ରବିବାର ସକାଳେ ଜଣେ ନାବାଳକ ବୁଡି ନିଖୋଜ ହୋଇଛନ୍ତି। ନାବାଳକ କୋଏଲ ନଦୀରେ ବୁଡି ନିଖୋଯ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କାର୍ଯ୍ୟ…
Archives


