ଆରଏସ୍ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ
ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ସେକ୍ଟର-୧୫ ଥାନା ପୋଲିସ କ୍ୱାଟର୍ସରେ ପହଞ୍ଚି ଚଢ଼ାଉ…
ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ:୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହ ଜଳିଗଲା ନଗଦ ୨ ଲକ୍ଷ
ଟେନ୍ସା,୧।୯ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ା ଛକରେ ଶନିବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଦୋକାନର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହିତ ନଗଦ ୨ ଲକ୍ଷ ଟଙ୍କା…
ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ
ବଡ଼ଗାଁ,୩୦।୮(ଡି.ଏନ୍.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମର ୪ ଜଣ ଯୁବକ ଗତ ରବିବାର ଏକମା ଗାଁରୁ ପାମରାକୁ ଚାଲିକି ଆସୁଥିବାବେଳେ ଅପରାହ୍ନରେ ଜୁନାପଡ଼ା ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବିନୋଦ ପୋଢ଼(୩୨) ନାମକ ଜଣେ ଯୁବକଙ୍କ…
୨ ସ୍କୁଲ, ଘର ଭାଙ୍ଗିଲା ଦନ୍ତା
ବଡ଼ଗାଁ,୨୯।୮(ଡି.ଏନ୍.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନ ଜଙ୍ଗଲରେ ଥିବା ୧୬ଟି ହାତୀ ମଧ୍ୟରୁ ଗୋଠଛଡ଼ା ହୋଇଥିବା ଗୋଟିଏ ଦନ୍ତା ବିଭିନ୍ନ ସମୟରେ ଉପଦ୍ରବ କରୁଛି। ପଞ୍ଚରା ଫରେଷ୍ଟ ବିଟ୍ ଅଧୀନ କଟଙ୍ଗଝରିଆ ଅଞ୍ଚଳକୁ ଆସି ଆଜି ଘର ଭାଙ୍ଗି…
ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ
ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁକ୍ତିକାନ୍ତ ଏବେ…
ହାଇୱା – ଟ୍ରକ ମୁହାଁମୁହିଁ ଧକ୍କା: ୩ ଗୁରୁତର
କୁତ୍ରା, ୨୨।୮ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ଦେଇ ଯାଇଥିବା ୧୦ନଂ. ରାଜ୍ୟ ରାଜପଥର କୁତ୍ରା ଥାନା ପାଖରେ ଗୁରୁବାର ଦୁର୍ଘଟଣା ଘଟିଛି। ଭୁଲ ପାର୍ଶ୍ୱରେ ଆସୁଥିବା ଏକ ହାଇୱା ନଂ. ଓଡି ୧୪ ସି- ୬୯୯୧ ସହ ଏକ ଟ୍ରକ…
ସଲଙ୍ଗାବାହାଲ ବଜାର ରାସ୍ତା ମରାମତି: ବିଭାଗ କଲାନି, ପୋଲିସ କର୍ମଚାରୀ କରାଇଲେ
କୁଆଁରମୁଣ୍ଡା,୨୨।୮(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର-ସଲଙ୍ଗାବାହାଲ ପୂର୍ତ୍ତ ବିଭାଗ ରାସ୍ତାର ସଲଙ୍ଗାବାହାଲ ବଜାର ନିକଟରେ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଗତ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ହେଲା ରାସ୍ତା ମରଣଯନ୍ତା ପାଲଟି ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯାଉ…
ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍ପିଙ୍କ ନାଁରେ ମାମଲା
ସୁନ୍ଦରଗଡ଼, ୧୮।୮ (ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ପୋଲିସ ସେତେବେଳେ ଫାଣ୍ଡି ଭଙ୍ଗାରୁଜା ଘଟଣାରେ…
ରାଉରକେଲା ଏନ୍ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର
ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍ଆଇଟିର ସହକାରୀ ପ୍ରଫେସର ଆର୍. ଜୟବାଲାନ(୪୫) ଓ ସ୍ତ୍ରୀ ମାଳିନୀ। ଜୟ ବାଲାନ ଲାଇଫ ସାଇନ୍ସରେ ବୈଜ୍ଞାନିକ ଭାବେ…
ସାପ କାମୁଡ଼ାରେ ଭଉଣୀଭାଇଙ୍କ ମୃତ୍ୟୁ
ସୁନ୍ଦରଗଡ଼, ୧୨।୮ (ଡି.ଏନ.ଏ.) -ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସବ୍ଡେଗା ବ୍ଲକ ସୁବଲିୟା ନବରଙ୍ଗପୁର ବସ୍ତିରେ ସାପ କାମୁଡାରେ ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବର୍ଷା ଦଣ୍ଡସେନା (୧୩) ଓ ଅବିନାଶ ଦଣ୍ଡସେନା (୮)। ରବିବାର ରାତିରେ ଉଭୟ ଗୋଟିଏ…
ଜିଲା ଚିଠି ସୁନ୍ଦରଗଡ଼..ଅଧିକାର ପାଇଁ ଲଢ଼େଇ
ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ଏବେ ଜିଲାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଗ୍ରାମସଭା ଜରିଆରେ ମନୋନୀତ ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା…
କନଷ୍ଟେବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ
ବଡ଼ଗାଁ,୯।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁରେଇବଗା ଗ୍ରାମରେ ଶୁକ୍ରବାର ଜଣେ କନେଷ୍ଟବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ ହୋଇଛି। ସୂଚନାଯୋଗ୍ୟ, ଲାଠିକଟା ଅଞ୍ଚଳର ଏକ ଥାନାରେ କାର୍ଯ୍ୟରତ କନଷ୍ଟେବଳ ଦିଗାମ୍ବର କାଲେ ଘରେ ନ ଥିବା ବେଳେ ତାଙ୍କ…
Archives


