ସୁନ୍ଦରଗଡ଼

ଶୌଚ ହେବାକୁ ଯାଇ ଦଳିଦେଲା ହାତୀ, ଚାଲିଗଲା ଜଣଙ୍କ ଜୀବନ

ବଣାଇ,୨୫ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡା ରେଞ୍ଜ ଅଧୀନସ୍ଥ ଜାମୁଦର ଗ୍ରାମରେ ଘଟିଛି ଏକ ଅଘଟଣ। ଶୌଚ ହେବାକୁ ଯାଇଥିବା ବ୍ୟକ୍ତି ହାତୀ ଆକ୍ରମଣର…

2 months ago

୩ ଜଣଙ୍କୁ ଚାପିଦେଲା ଟ୍ରକ

ଟେନସା,୨୧।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜ୍‌ରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

2 months ago

ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା…

2 months ago

ସାଇକେଲରେ ଘରକୁ ଫେରୁଥିଲେ, ଦଳିଦେଲା ବଣୁଆ ହାତୀ

କୁଆଁରମୁଣ୍ଡା,୨୧।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଚାରୁ ବନାଞ୍ଚଳର ରାମପୁର ନିକଟରେ ଏକ…

2 months ago

ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା

ରାଉରକେଲା, ୨୧ା୭(ଦିନେଶ ମିଶ୍ର): ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ। କିନ୍ତୁ ଏବେ ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି। ସୁନ୍ଦରଗଡ଼ରେ…

2 months ago

କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା

ବଣାଇଁ,୧୮।୭:(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ୍‌ ନିକଟରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି।…

2 months ago

ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼,୧୬।୭: ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ବିରଙ୍ଗାଟୋଲି ଜନସେବା କେନ୍ଦ୍ରରୁ ମଙ୍ଗଳବାର ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ…

2 months ago

ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର

ସୁନ୍ଦରଗଡ଼,୧୫ା୭: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୁତ୍ରା ଥାନା ଗମାଡିହିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପ୍ରେମସମ୍ପର୍କକୁ ନେଇ ଡବଲ ମର୍ଡର ହୋଇଛି। ଗମାଡିହିର ଜଣେ ଯୁବତୀ ଏବଂ…

2 months ago

୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍‌

ଟେନ୍‌ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର ସୁନା…

2 months ago

ଗୋଠଛଡ଼ା ଦନ୍ତାର ଉତ୍ପାତ: ସାହିରେ ପଶି ଭାଙ୍ଗିଲେ ଘର

ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି…

2 months ago