ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ
ସୋନପୁର,୧୪।୯(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଗାଡି ନ ଅଟକିଲେ ଟେକା ପଥର ମାଡ କରାଯାଉଛି। ଏଥିଯୋଗୁଁ…
ଶୈବ, ଶାକ୍ତ ପୂଜାର ଚିନ୍ହାଁ: ନାଗ୍ବାଚା
ବିନିକା,୧୩।୯(ଡି.ଏନ୍.ଏ.): ଆମର ପୁରାଣ, ଶାସ୍ତ୍ରମାନକେ ଅନେକ ପୂଜାପାଠ୍, ତନ୍ତ୍ରମନ୍ତ୍ର ବାବ୍ଦେ ବରନନ୍ ରହିଛେ। ସେନ୍ତା ଆୟୁର୍ବେଦରେ ଅନେକ ରୋଗ୍ର ନିଦାନ୍ ସଂଗେ ସଁାପ୍, କଁଟିଆ, ବିଷାନ୍ ପୋକ୍ ଚାବ୍ଲେ ତାର ପରତିକାର ଲାଗି ଚେରମୂଲିର ବାବ୍ଦେ ବରନନ୍ ରହିଛେ। ଆଘୋ କାଲେ…
ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍ ଧକ୍କାରେ ୨ ମୃତ
ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍ ଏକ ବାଇକ୍କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍ଟି ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଆସୁଥିବା ବେଳେ…
ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
ଅମରପାଲି, ୧୧।୯(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାନସ ଦାସ(୨୮)। ପ୍ରକାଶ ଯେ, ମାନସ ମଙ୍ଗଳବାର ତାମିଲନାଡ଼ୁ କାମ କରିବାକୁ ଯିବାକୁ କହି ଘରୁ ୨…
ଖୁଦୁରୁକୁଣୀ ଓଷା ଉଦ୍ଯାପିତ
ବିନିକା,୧୦।୯(ଡି.ଏନ୍.ଏ.): ଆମର ରାଏଜେ ବାରବାସେ ୧୩ ପରବ୍ ପାଲନ୍ ହେଉଛେ। ସେ ଭିତ୍ରୁ ଖୁଦୁରୁକୁଣୀ ଓଷା ଅଲଗ୍ ଆଏ। ଇ ଓଷା ଫିବଛର ଭୁଦୋମାସର ୪ ପାଲି ରଏବାର ପାଲନ୍ କରାଯାଏସି। ମା’ବହେନ୍ମାନେ ଇ ଉଷାକେ ନିଷ୍ଠାର ସହିତ ପାଲନ୍…
ସୁବର୍ଣ୍ଣପୁରରେ ବନ୍ୟା ସ୍ଥିତି : ବଉରି ଯୋର ଉପରେ ୫ ଫୁଟର ପାଣି, ଯୋଗାଯୋଗ ବିଚ୍ଛିନ୍ନ
ସୋନପୁର,୭।୯(ନି.ପ୍ର.): ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସୁବର୍ଣ୍ଣପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ହୀରାକୁଦ ଡ୍ୟାମ୍ର ୧୨ଟି ଗେଟ୍ ଖୋଲାଯାଇଥିଲା ବେଳେ ଶନିବାର ୬ଟି ବନ୍ଦ କରାଯାଇଛି। ତେବେ ମହାନଦୀ ଫୁଲି ଉଠିଥିବାରୁ…
ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ
ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା କରିବ। ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ।…
ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ
ଅମରପାଲି,୪।୯(ଡି.ଏନ୍.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା ସହ କେତେକ ମାଟିଘର ମଧ୍ୟ ଭାଙ୍ଗିପଡ଼ିଛି। ଜିଲାର ହରିହର ଯୋର ଜଳସେଚନ ପ୍ରକଳ୍ପରେ ଆବଶ୍ୟକତାଠାରୁ…
କୁଡାପଡ଼ା-ଖଲିଆପାଲି ରାସ୍ତା ସମସିଆ: ପଲ୍ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା
ବିନିକା,୩୧।୮(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍ ୩ କି.ମି. ରାସ୍ତା ବହୁତ୍ ବଛର ହେଲା ଅବହେଲିତ ଅବସ୍ତାରେ ପଡ଼ି ରହିଛେ। ବଛ୍ରେ କି ଦୁଇ ବଛର ନୁହେ ଦେଶ ସୁଆଧିନ ହେବାର…
କଥା ଦେଇ ପାସରିଦେଲେ ବିଦ୍ୟୁତ୍ ବିଭାଗ ଏସ୍ଡିଓ: ଭଏଭୀତ ଅବସ୍ତାରେ ଗାଁବାସୀ
ବିନିକା,୩୦।୮(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ୫୦ରୁ ଅଧ୍କା ଚାଷୀ ଉଠା ଜଲସେଚନ ଭରସାରେ ଫିବଛର ୭୦ ହେକ୍ଟର ଜମିରେ ଧାନଚାଷ୍ କରୁଛନ୍। ଜିରାନଦୀରୁ ଲିଫ୍ଟ ଜରିଆରେ ଚାଷୀ ଜମିକେ ପାଏନ୍ ମଡ଼ଉଛନ୍। ଇଥିରଲାଗି ଜିରାନଦୀ ଖଁଡ଼ିରେ ୨ଟା…
ଏଟିଏମ୍ ଭାଙ୍ଗିଦେଲେ ଦୁର୍ବୃତ୍ତ
ଅମରପାଲି,୨୯।୮(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଏଟିଏମ୍କୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ଷ୍ଟେଟ୍ବ୍ୟାଙ୍କ କ୍ୟାମ୍ପସରେ ଥିବା ଏଟିଏମ୍କୁ ଭାଙ୍ଗିଛନ୍ତି। ମାତ୍ର ସେମାନେ ଟଙ୍କା ଚୋରି କରି…
ଡକାୟତି ଉଦ୍ୟମ ପଣ୍ଡ, ୩ ଅଣଓଡିଆ ଯୁବକ ଗିରଫ
ସୋନପୁର,୨୭।୮(ନି.ପ୍ର.): ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ସୋନପୁର ଟାଉନ ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ୩ ଜଣ ଧରା ପଡିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ଗିରଫ ୩…
Archives


