ପୁରୀ ଯାଉଥିବାବେଳେ ଅଘଟଣ: ଟାଟା ୱିଙ୍ଗରକୁ ଧକ୍କା ଦେଲା ହାଇୱା, ୨୦ ତୀର୍ଥଯାତ୍ରୀ ଆହତ
ସୋନପୁର,୪l୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ନିକଟସ୍ଥ ଝିଙ୍କିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ରାସ୍ତା ପାଶର୍ବରେ ଛିଡ଼ା ହୋଇଥିବା ଟାଟା ୱିଙ୍ଗର ଭ୍ୟାନ(ନଂ ଓଡ଼ି୩୧କେ – ୮୯୧୪)କୁ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଅଜଣା ହାଇୱା...
ଜାତୀୟ ସ୍ତରୀୟ ବକ୍ସିଂ ଖେଳିବେ ସୋନପୁରର ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା
ଅମରପାଲି,୨୯/୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଦୁଇ ଜଣ ଛାତ୍ରୀ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି। ଚଳିତ ଜୁଲାଇ ୨୬ ଓ ୨୭ ତାରିଖରେ ଦୁଇ ଦିନ ଧରି ରାଉରକେଲା...
ବିନିକାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ
ବିନିକା,୧୧।୭: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସରପଞ୍ଚଙ୍କ ସ୍ବାମୀ ଘରକୁ...
ଗାଧୋଇବା ବେଳେ ଭାସିଗଲେ ୨ ଭାଇ: ମିଳିଲା ବଡ଼ ଭାଇର ମୃତଦେହ, ସାନ ଏବେ ବି…
ଡୁଙ୍ଗୁରିପାଲି ୧୦।୭ (ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧୀନ ଧର୍ମଦାଣ୍ଡି ନାଳରେ ଏକ ଅଘଟଣ ଘଟିଛି। ମାଝୀମୁଣ୍ଡା ଗାଁର ୨ ଭାଇ ଧର୍ମଦାଣ୍ଡି ନାଳରେ ବୁଧବାର ଗାଧୋଇବାକୁ ଯାଇ ଭାସିଯାଇ ଥିଲେ। ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ...
ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ
ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ...
ବିନିକାରେ ବାହୁଡ଼ାଯାତ୍ରାରେ ଅଘଟଣ: ରଥରେ ଚାପି ହୋଇ ୬ ଆହତ, ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ
ବିନିକା,୬ା୭: ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,...
ଶିଶୁପୁତ୍ର ଜନ୍ମ ଦେଲେ ଆଦିବାସୀ ନାବାଳିକା: ଅଚିନ୍ତାରେ ବୁଲୁଛନ୍ତି ଅଭିଯୁକ୍ତ
ଅମରପାଲି,୩୦/୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଞ୍ଚଳରେ ଜଣେ ଆଦିବାସୀ ମା’-ବାପା ଛେଉଣ୍ଡ ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ କରିଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ଯୁବକ ଜଣକ ବେଫିକର ବୁଲୁଥିବା ଦେଖିବାକୁ ମିଳିଛି। ଅଭିଯୋଗ...
ଜାତୀୟ ରାଜପଥ ଟ୍ରାକ୍ଟର-ଟ୍ରକ ମୁହାଁମୁହିଁ ଧକ୍କା: ଭାଙ୍ଗିଗଲା ଏଟିଏମ୍
ଡୁଙ୍ଗୁରିପାଲି ୨୬।୬(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର ଭାଙ୍ଗି ଚୁର୍ମାର୍ ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମିଳିଥିବା...
ମଣ୍ଡିରେ ନାଁକୁ ସିସି କ୍ୟାମେରା
ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍ ଋତୁଠାରୁ ମଣ୍ଡିଗୁଡିକରେ ସିସି...
ତେଜିଲା ଆନ୍ଦୋଳନ: କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ
ବିନିକା,୬।୬: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଶୁକ୍ରବାର ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଚାଷୀମାନେ ବୀମା ଓ କ୍ଷତିପୂରଣ ପ୍ରଦାନ ଦାବିରେ ଗର୍ଜିବା ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ଫଳରେ ରାମପୁର ସହରରେ ଦୋକାନ ବଜାର...
ସରକାର ବଦଳିଲା, ଅଗ୍ରଗତି ହେଲାନି
ସୋନପୁର,୬।୬(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ନୂଆ ଭାଜପା ସରକାର ଆସିବା ପରେ ସୁବର୍ଣ୍ଣପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲାବାସୀ ଆଶା କରିଥିଲେ। ଏହି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ବଡ ପ୍ରତିଷ୍ଠାନ ନାହିଁ। ତେଣୁ ରାଜ୍ୟର ସବୁ...
ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ବଳାତ୍କାର ପରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ
ସୋନପୁର,୨୯।୫: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳରୁ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାନାକୁ ଆସିଛି। ବାଘରତଇଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ବଳାତ୍କାର ପରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ...
Archives


