ସମ୍ବଲପୁର

ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ ଗତ…

7 years ago

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ରୋଗ୍‌ରେ ଯୁଝୁଛନ୍‌ କୁଟୁମବସିଆ

ବିନିକା,୧୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଓ୍ବାର୍ଡ ନଂ.୧ର ବାସିନ୍‌ଦା ବେଣୁଧର ଜାଲ(୮୦)। ପରିବାର କହେଲେ ଛାର୍‌ରି ଝି’ ରାହି(୪୮) ଆର ମାନସିକ୍‌ ରୋଗ୍‌ରେ ପୀଡ଼ିତ ପୁଓ…

7 years ago

ସରକାରୀ ଯୋଜନାରୁ ବଁଚିତ୍‌ ଭିନ୍ନକ୍ଷମ ଦମ୍ପତି:ଗରିବୀରେ ସଁଥ୍‌ଲି ହେଉଛେ ନିଷ୍‌ପାପ ଛୁଆ

ଭବାନୀପାଟଣା, ୧୫ା୬(ଡି.ଏନ୍‌.ଏ) : ଦିନ୍‌ଥିଲା କଳହାଣ୍ଡି ଜିଲା ଭୁଖମରି ଆର ପିଲାବିକ୍‌ରି ଲାଗି ବଦ୍‌ନାମ ଥିଲା। ଏହେଦେ ସାରା ରାଏଜେ ଭାତହଁ।ଡ଼ି ହିସାବେ ନଁ। କମେଇଛେ। ହେଲେ…

7 years ago

ଅଭାବ ଅନାଟନ ସବୁଦିନିଅଁ। ସଖା:ନିଶା ଟ୍ରାଫିକ ସଚେତନତା

ଅତାବିରା, ୧୫।୬ (ଡି.ଏନ.ଏ): ଟ୍ରାଫିକ ନିୟନ୍ତ୍ରଣ ଆର ସଚେତନତାର ଲାଗି ରାଏଜ୍‌ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ସମସିଆର ସମାଧାନ ହେବାର ଜାଗାରେ…

7 years ago

ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର:ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ଛାତ୍ରୀଛାତ୍ର

ଦେଓଗାଁ,୧୫।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗଁ। ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଏହେଦେ ଦୁହୁଲିପଡ଼ିଛେ। ସିଡିପିଓ ପ୍ରତିମାରାଣୀ ଚୋପଦାର ମାସକେତେ ହେଲା ଦେଓଗଁ। ଆର ସଇଁତଲା ଉଭଏ…

7 years ago

ମନ୍‌ବଲ ଆଗ୍‌କେ ବଢ଼ବାର ବାଟ କଢ଼ାସି

ଲାଠୋର, ୧୫ା୪ (ଡି.ଏନ୍‌.ଏ): ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍‌। କିଏ ବୁଧି ବିବେକ ଖଟେ ତ ଆର କିଏ ବାହାଜାଂଗଲ…

7 years ago

ହରିଶଙ୍କରରେ ମାଓବାଦୀଙ୍କ ବ୍ୟାନର

ଖପ୍ରାଖୋଲ ୧୪।୬ (ଡି.ଏନ.ଏ.) : କିଛିଦିନର ନିରବତା ପରେ ପୁଣି ମାଓବାଦୀମାନେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରିଛନ୍ତି। ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ…

7 years ago

ଅବୈଧ ଟିକଟ କାରବାର କରୁଥିବା ନକଲି ରେଳ ଅଧିକାରୀ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ରେଳ ସୁରକ୍ଷା ବଳ ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଜଣେ ନକଲି ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା…

7 years ago

ଖାଉଟି ଅଦାଲତ ଅବମାନନା ମାମଲାରେ ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ଟାଉନଥାନା ପୋଲିସ ପକ୍ଷରୁ ଶୁକ୍ରବାର ବଲାଙ୍ଗୀର ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରାଯାଇଛି। ଏକ ଖାଉଟି ଅଦାଲତ ଅବମାନନା ମାମଲାକୁ ନେଇ ତାଙ୍କ ନାଁରେ…

7 years ago

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)।…

7 years ago