ଅବୈଧ ଟିକଟ କାରବାର କରୁଥିବା ନକଲି ରେଳ ଅଧିକାରୀ ଗିରଫ

ବଲାଙ୍ଗୀର ଅଫିସ,୧୪।୬: ବଲାଙ୍ଗୀର ରେଳ ସୁରକ୍ଷା ବଳ ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଜଣେ ନକଲି ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ଗ୍ରାମର ହୃଷୀକେଶ ଦାଶ । ହୃଷୀକେଶ ନିଜକୁ ରେଳ ଅଧିକାରୀ ଭାବେ ପରିଚୟ ଦେଇ ଅବୈଧ ଟିକଟ କାରବାର କରୁଥିଲେ।