ସମ୍ବଲପୁର

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ…

4 years ago

ଟ୍ରାକ୍ଟରରେ ବୁହାହେଲେ ରୋଗୀ

ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ…

4 years ago

ବନ୍ୟାପାଣିରେ ଭାସି ଯାଇଥିଲା କାର: ମିଳିଲା ଶଳା, ଭିଣୋଇଙ୍କ ମୃତଦେହ

ସମ୍ବଲପୁର/କୁଚିଣ୍ଡା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଫାସିମାଲ- ଲଇଡ଼ା ରାସ୍ତାର ନକଟିପାଲି ଗାଁ ନିକଟସ୍ଥ ବାରଟେଙ୍ଗରା ନାଳ ବନ୍ୟାପାଣିରେ ଭାସି ଯାଇଥିବା କାର ଭିତରୁ ରବିବାର ଶଳା, ଭିଣୋଇଙ୍କ…

4 years ago

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି…

4 years ago

ହୀରାକୁଦରେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୦ା୮(ବ୍ୟୁରୋ): ହୀରାକୁଦରେ ବନ୍ଦ ହେଲା ଆଉ ୬ ଗେଟ୍‌। ବର୍ତ୍ତମାନ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନସୁଦ୍ଧା ଖୋଲାଥିବା ୧୦ ଗେଟ୍‌ ମଧ୍ୟରୁ…

4 years ago

ହୀରାକୁଦ ଡ୍ୟାମ୍‌ର ୧୬ ଗେଟ୍‌ରୁ ବନ୍ଦ ହେଲା ଆଉ ୬ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ରୁ ଆଉ ୬ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି।…

4 years ago

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌କୁ ଶନିବାର ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ଅନ୍ୟପଟେ, ସକାଳ ୯ଟା ସୁଦ୍ଧା…

4 years ago

ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ…

4 years ago

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ସମ୍ବଲପୁର,୧୯।୮(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ ଟା ୫୬ ମିନିଟ୍‌ରୁ…

4 years ago

ପୁଣି ଯାନବାହନ ଯାଞ୍ଚ: ୪୧ଜଣ ଗଣିଲେ ୧ଲକ୍ଷ ୨୭ ହଜାର ଜରିମାନା

କୋଲାବିରା,୧୯ା୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ…

4 years ago