ରାୟଗଡା

ବାଘଛାଲ,୨ ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ

ମୁନିଗୁଡ଼ା, ୩।୧୦(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫରେଷ୍ଟ ବିଟ୍‌ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧମାଳ ସୀମାରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରୁ ପୋଲିସ ଗୋଟିଏ କଲରାପତରିଆ ବାଘଛାଲ, ୨ଦେଶୀ ବନ୍ଧୁକ ଓ କିଛି ବାରୁଦ…

‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ…

ଡଙ୍ଗରିଆ ସମ୍ପ୍ରଦାୟର ଭୋଟ ବର୍ଜନ ନିଷ୍ପତ୍ତି

ରାୟଗଡ଼ା,୨।୧୦ (ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲାର ନିୟମଗିରି, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ଘରୋଇ କମ୍ପାନୀକୁ ଲିଜ୍‌ରେ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ମୂଳନିବାସୀ ବିରୋଧ କଲେ ସେମାନଙ୍କ ଉପରେ ପୋଲିସ ଜୁଲମ କରାଯାଉଛି।…

ତୋଟାରୁ ମିଳିଲା ନରକଙ୍କାଳ

ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…

ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

ରାୟଗଡ଼ା,୨୯ା୯(ଆଶିଷ ରଞ୍ଜନ ପଣ୍ଡା): ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) କାର୍ଯ୍ୟାଳୟ ଏଷ୍ଟିମେଟର ଯନ୍ତ୍ରୀ ରମାକାନ୍ତ ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୟପୁର…

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର କ୍ୟାମ୍ପେନ୍‌

ରାୟଗଡ଼ା,୨୮ା୯(ଭାଗ୍ୟଶ୍ରୀ ମିଶ୍ର): ସାଇବର ନିରାପତ୍ତା କ୍ୟାମ୍ପେନ ଆଗାମୀ ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ରେ ସରିବ। ଏନେଇ ଗୁରୁବାର ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ…

ଘରୋଇ ଫାଇନାନ୍ସ କମ୍ପାନୀର ମୋଟରସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ

ଟିକିରି,୨୮ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ଟି ମୋଟରସାଇକଲକୁ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ରାତିରେ କର୍ମଚାରୀମାନେ ଶୋଇଥିବା ବେଳେ ଗେଟ୍‌ ବାହାର…

ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ

ଟିକିରି,୨୮ା୯(ପ୍ରଫୁଲ କୁମାର ବେହେରା ): ରାୟଗଡା ଜିଲା କାଶୀପୁର ବ୍ଲକର ଆଦିବାସୀଙ୍କ ନିଆରା ପର୍ବ ଜନା ସାରଣୀ ପାଳିତ ହୋଇଯାଇଛି। ବିଶେଷକରି ମକା ଚାଷ ଭଲ ଅମଳ ପାଇଁ ଆଦିବାସୀମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଜନା ସାରଣୀ ପୂଜାରେ…

ଭରା ନଦୀରୁ ୧୦ ଜଣଙ୍କୁ ବଞ୍ଚାଇଲେ ୨ ଆଦିବାସୀ ଯୁବକ

ଟିକିରି,୨୮।୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କ ଏକ କାର୍ଯ୍ୟକ୍ରମକୁ ଆସି ଗ୍ରାମକୁ ଫେରୁଥିବାବେଳେ ନଦୀରେ ପ୍ରବଳ ପାଣି ଆସିବାରୁ ଏକ ଛୋଟ ଛୁଆ ସହିତ ୧୦ଜଣ ଭାସିଯାଉଥିଲେ। ଏହି…

ପୌରପରିଷଦ କାର୍ଯ୍ୟାଳୟ ଘେରାଉ

ରାୟଗଡା,୨୭।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ପୌରପରିଷଦର ୨୪ଟି ୱାର୍ଡର ସମସ୍ୟା ନେଇ ଭାଜପା ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ଘେରାଉ ହୋଇଛି। ୬ଟି ଦାବି ନେଇ ଏହି ଘେରାଉ ହୋଇଛି। ଡ୍ରେନ ସଫା, ସେଥିରୁ ନିର୍ଗତ ପାଣିକୁ ନଦୀକୁ ନ ଛାଡ଼ି ଡାଇଭରଶନ କରିବା,…

୩ ମାସ ପରେ ଖୋଲିଲା ମଝି ଘରିଆଣୀ ମନ୍ଦିର ହୁଣ୍ଡି

ରାୟଗଡ଼ା,୨୭ା୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ୩ ମାସ ପରେ ବୁଧବାର ଖୋଲିଛି। ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜରଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ବାକ୍ସ ଖୋଲିଛି। ଏଥିରେ ୫୮…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ମାମଲା: ମୁଖ୍ୟ ଡାକ୍ତରାଖାନାରେ ପୀଡିତା, ପରିବାର ସଦସ୍ୟଙ୍କୁ ଭେଟିଲେ କୋରାପୁଟ ଏମପି

ରାୟଗଡା,୨୬।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡା ଜିଲା କାଶୀପୁର ବ୍ଲକର ଡ଼ଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଏକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପିଅନ ବଳାତ୍କାର କରିଥିଲେ। ଯାହା ସାରା ଜିଲାରେ ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଛି l ଏଭଳି ଜଘନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri