ଦୁଇ ବାଇକ୍କୁ ପଛପଟୁ ପିଟିଲା ଟ୍ୟାଙ୍କର: ୨ ମୃତ, ଜଣେ ଗୁରୁତର
ରାୟଗଡ଼ା/ବିଷମକଟକ,୧୨ା୬(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା): ଦୁଇଟି ବାଇକ୍କୁ ପଛପଟୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର…
ଚା’ ଖଟିରେ ଚାଲିଛି ଭାଜପା ମନ୍ତ୍ରୀମଣ୍ଡଳ ଆଲୋଚନା: କାହାକୁ ମିଳିବ ମନ୍ତ୍ରୀ ପଦ
ରାୟଗଡ଼ା,୧୨।୬(ଆଶିଷ ରଞ୍ଜନ ପଣ୍ଡା)- ଚା’ ଖଟିରେ ଚାଲିଛି ରାଜନୈତିକ ଚର୍ଚ୍ଚା। ଭାଜପା ସଂଖ୍ୟା ଗରିଷ୍ଠତା ହାସଲ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। କିଛି ଲୋକ ଏମ୍ପି ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଧାୟକ ସୁରେଶ ପୂଜାରୀ,…
ବିବାହ କରିବାକୁ ମନା କରିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ
ବିଷମକଟକ, ୧୧।୬(ପ୍ରସନ୍ନ କୁମାର ପଣ୍ଡା): ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁଡାକି ନେଇ ହତ୍ୟା। ହତ୍ୟାକରି ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ। କାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫନ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟାକରି ବିଷମକଟକ…
ଝାଡ଼ାବାନ୍ତିରେ ଜଣେ ମୃତ,୩ ଡାକ୍ତରଖାନାରେ ଭର୍ତ୍ତି
ବିଷମକଟକ,୧୦ା୬(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ଗୋପାଳ କାଣ୍ଡାମାକା(୨୮)। ୪ ଜଣଙ୍କ ମଧ୍ୟରୁ…
୨୦୧୯ରେ ସ୍ବାଧୀନ, ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ
ରାୟଗଡ଼ା,୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ସାଧାରଣ ନିର୍ବାଚନରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ତେବେ କୋରାପୁଟ ଲୋକ ସଭା ଆସନରେ କିନ୍ତୁ ଭାଜପା ବିଫଳ ହୋଇଛି। ଏଠାରେ ୬ଟି ବିଧାନସଭା…
ପ୍ରାର୍ଥୀ ଚୟନରେ ବଦଳିଗଲା ବିଜେଡି ଅଙ୍କ
ରାୟଗଡ଼ା, ୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାବାସୀ ଭାଜପାକୁ ସମର୍ଥନ କରିଛନ୍ତି। ହେଲେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୬ଟି…
ମାମୁ ଘରକୁ ଆସି ଜଳ ପ୍ରପାତରେ ବୁଡି ଯୁବକ ମୃତ: ୬ ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର
ବିଷମ କଟକ ୬।୭(ପ୍ରସନ୍ନ କୁମାର ପଣ୍ଡା): ଜଳ ପ୍ରପାତରେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରିର ଉପର ଗଦଗଦା ଜଳ ପ୍ରାପାତରେ।…
ଓଡ଼ିଶାରୁ ପୁଣି ଏକମାତ୍ର ଭରସା ସପ୍ତଗିରି
ରାୟଗଡ଼ା,୬।୬(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଆସନରେ ଭାଜପା ବିଜୟୀ ହୋଇଛି। ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କୋରାପୁଟ ଲୋକ ସଭା ଆସନକୁ ବଜାୟ ରଖି ଦ୍ୱିତୀୟ ଥର ଏମ୍ପି ହୋଇଛନ୍ତି କଂଗ୍ରେସର…
୭ ଡକାୟତି ମାମଲାର ପର୍ଦ୍ଦାଫାଶ: ଧରାପଡ଼ିଲେ ୩ ଅଭିଯୁକ୍ତ
ରାୟଗଡ଼ା,୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପଲସର୍…
ବିଷମକଟକରେ ବିଜେଡି ଆଗୁଆ
ବିଷମକଟକ,୪।୬: ରାୟଗଡାର ବିଷମକଟକ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ଜଗନ୍ନାଥ ନୁଣ୍ଡୁରୁକା ୧୪୩୬୯, ବିଜେଡ଼ିର ଜଗନ୍ନାଥ ସାରାକା ୨୫୭୦୫, କଂଗ୍ରେସର ନୀଳମାଧ ହିକକାଙ୍କୁ ୨୪୧୧୬ ଖଣ୍ଡ ଭୋଟ ମିଳିଛି। ଏପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ…
ବସ୍ଷ୍ଟାଣ୍ଡରେ ଜଳିଗଲା ୪ ବସ୍
ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍ ରହିଥିଲା। ସେଥିରୁ ୪ଟି ବସ୍ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ…
ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ
ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗାଁର ଡମ୍ବରୁଧର ମାଝିଙ୍କ ସ୍ତ୍ରୀ ହୋଇକା (୩୫)। ମିଳିଥିବା…
Archives


