ସରିଲା ମତଦାନ, ଗଣତି ସ୍ଥଗିତ
ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା…
ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…
ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ୧୯ଜଣ କାଉନସିଲରଙ୍କୁ ହ୍ବିପ୍ ଜାରି କରିଛନ୍ତି। ଉକ୍ତ ହ୍ବିପ୍…
ପାହାଡ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ଗୁଣପୁର,୮l୧୦(ପ୍ରଦୀପ କୁମାର ପାଢୀ): ରାୟଗଡା ଜିଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର ସିକଲା ଗ୍ରାମ ନିକଟସ୍ଥ ଓଣ୍ଡରୁବାଙ୍ଗ ପାହାଡ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ତେବେ ଗୁଳି କିଏ ମାରିଛି…
ହୁତୁ ହୁତୁ ହୋଇ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଚାଳକ…
ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି। ଅଳ୍କକେ ବର୍ତ୍ତିଗଲେ ଚାଳକ। ଏଭଳି ଏକ ଘଟଣା ରାୟଗଡ଼ା ସଦର ବ୍ଲକ ଚାନ୍ଦିଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଜେକେ ସାଇକଲ ଦୋକାନ ମାଲିକ ଏମ୍…
ସୁନା ଦୋକାନରେ ଭୀଷଣ ନିଆଁ: ସବୁ ଜଳିପୋଡ଼ି ଛାରଖାର୍
ମୁନିଗୁଡା,୭।୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲା ମୁନିଗୁଡାର ପାଇକସାହି ଛକ ବଜାରସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ସୁନା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୋକାନରେ ନିଆଁ ଲାଗିଥିବା ନେଇ…
ମଝିଘରିଆଣୀ ମନ୍ଦିର ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ରାୟଗଡ଼ା,୬/୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ମଝିଘରିଆଣି ମନ୍ଦିର ନିକଟସ୍ଥ ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ଥିବା ପୋଲର ବୁଲାଣିଠାରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଟ୍ରକଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବ୍ରେକ ଫେଲ ହୋଇ ସେଠାରେ ଥିବା…
ଗୁଣପୁରରେ ଲଗାଣ ବର୍ଷା: ବଂଶଧାରାରେ ବନ୍ୟା, ଧାନ ଫସଲ ନଷ୍ଟ, ୧୦ ଗାଁ ବିଚ୍ଛିନ୍ନ
ଗୁଣପୁର,୨।୧(ପ୍ରଦୀପ କୁମାର ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷାରୁ ରାୟଗଡ଼ା ଜିଲାର ଗୁଣପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି। ସକାଳୁ ୧୬୦ ମି.ମି. ବର୍ଷା ରେକର୍ଡ୍ ହୋଇଛି। ବଂଶଧାରା ନଦୀର ବିପଦ ସଙ୍କେତ ୮୪ ମିଟରରେ ରହିଥିବାବେଳେ ରାତି ୯ଟାରେ ୮୩.୮୫ ମିଟରରେ…
ଟ୍ରକ୍ ଚେସିସ୍ରେ ୬ଫୁଟ ଲମ୍ବା ଅଜଗର ସାପ
ରାୟଗଡ଼ା,୨୯।୯(ଆଶିଷ ରଞ୍ଜନ ପଣ୍ଡା): ଏକ ୬ ଫୁଟ ଲମ୍ବ ଅଜଗର ସାପ ଟ୍ରକ ଭିତରୁ ଉଦ୍ଧାର ହୋଇଛି। ସାପଟିର ଓଜନ ପ୍ରାୟ ୩୦ କେଜି ପାଖାପାଖି ରହିଥିବା ନେଇ କୁହାଯାଉଛି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ…
ଓଡ଼ିଶାରେ ଟେକ୍ସଟାଇଲ ମିଲ ଖୋଲିଲେ ଦାଦନ ଦୁଃଖ ଦୂର ହେବ-ରାୟଗଡ଼ା ବିଧାୟକ
ରାୟଗଡ଼ା,୨୭/୯(ଆଶିଷ ରଞ୍ଜନ ପଣ୍ଡା)- ବ୍ରହ୍ମପୁର-ଉଧନା ଅମୃତ ଭାରତ ଟ୍ରେନ ସ୍ୱାଗତ ସମାରୋହରେ ରାୟଗଡ଼ା ରେଳ ଷ୍ଟେସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଥିଲେ ବିଧାୟକ ଆପଲସ୍ୱାମୀ କାଡ୍ରାକା । ଏହି ଅବସରରେ ଉଦବୋଧନ ଦେଇ ଉକ୍ତ…
ଦଶହରା ଛୁଟିରେ ହଷ୍ଟେଲରୁ ଘରକୁ ଯାଉଥିଲା ପୁଅ:ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ…
ରାୟଗଡ଼ା,୨୭।୯(ଆଶିଷ ରଞ୍ଜନ ପଣ୍ଡା): ହୋଇଗଲା ଦଶହରା ଛୁଟି। ମାଉସୀ ପୁଅ ସହିତ ସ୍କୁଲ ହଷ୍ଟେଲରୁ ବାଇକ୍ରେ ଘରକୁ ଯାଉଥିଲା ପୁଅ ହେଲେ ବାଟରେ ସତେ ଯେମିତି ଚାହିଁ ବସିଥିଲା ମୃତ୍ୟୁ। ରାସ୍ତାରେ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଆସୁଥିବା ଟ୍ରକ୍…
OAS ପରୀକ୍ଷାରେ ଚମକିଲେ ରାୟଗଡ଼ା ଝିଅ ତନିସା
ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ଶୁକ୍ରବାର ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ରାୟଗଡାର ଝିଅ ତନିସା ବେହୁରା ସଫଳତା ଅର୍ଜନ କରିଛନ୍ତି। ପ୍ରକାଶିତ ଓଏଏସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହାସଲ କରିଛନ୍ତି। ସେ ରାୟଗଡ଼ାର ଦିଲିପ କୁମାର ବେହୁରା ଓ ନିବେଦିତା…
ଜିଲା କଂଗ୍ରେସ ସଭାପତି ହେଲେ ରାୟଗଡ଼ା ବିଧାୟକ, କର୍ମୀ ମହଲରେ ଉତ୍ସାହ…
ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କଂଗ୍ରେସ ସଭାପତି ହେଲେ ବିଧାୟକ ଆପଲସ୍ବାମୀ କାଡ୍ରାକା । ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ଭେଣୁଗୋପାଳ ବିଧିବଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ ରାୟଗଡ଼ା ଜିଲା ସଭାପତି ପାଇଁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି…
Archives


