ତାମିଲ୍ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ
ଟିକିରି,୨୯ା୩: ଲକ୍ଡାଉନ୍ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କାମ ପାଇଁ ଗାଁର କେତେକ ଶ୍ରମିକ ତାମିଲ୍ନାଡ଼ୁ ରାଜ୍ୟ ଇରୋଡ୍ ଜିଲାର ପୁଡୁପାଲ୍ୟମ୍…
ଉତ୍କଳ ଆଲୁମିନା ପକ୍ଷରୁ ରାସ୍ତା, ଡ୍ରେନ୍ରେ ହାଇଡ୍ରୋ କ୍ଲୋରାଇଡ୍ ସିଞ୍ଚନ
ଟିକିରି,୨୭ା୩: କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍ ଟିକିରି ମୁଖ୍ୟରାସ୍ତାରେ ଶୁକ୍ରବାର ହାଇଡ୍ରୋ କ୍ଲୋରାଇଡ୍ ଦ୍ରବଣ ସିଞ୍ଚନ କରାଯାଇଛି। କମ୍ପାନୀର ୟୁନିଟ୍ ମୁଖ୍ୟ ତଥା ସଭାପତି…
ରାୟଗଡ଼ାରେ ଫସିଛନ୍ତି ୧୮ ତୀର୍ଥଯାତ୍ରୀ
ରାୟଗଡ଼ା ଅଫିସ,୨୬।୩: ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ ଗତ ୧୨ ତାରିଖରେ ଛତିଶଗଡ଼ର ମାହାସାମୁଦ୍ର ଜିଲାର ନାନ୍ଦଗାଓଁରୁ ତୀର୍ଥ ଯାତ୍ରା ଆରମ୍ଭ କରିଥିଲେ। ୨୨ ତାରିଖରେ ସେମାନଙ୍କ ଫେରିବା ପାଇଁ ଟିକେଟ ମଧ୍ୟ ହୋଇଥିଲା। ହେଲେ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଥିବା ମହାମାରୀ…
ଲକ୍ଡାଉନ୍ର ପ୍ରଭାବ: ହଷ୍ଟେଲ୍ରୁ ଚାଲି ଚାଲି ଘରକୁ ବାହାରିଲେ ଛାତ୍ରୀଛାତ୍ର
ରାୟଗଡ଼ା ଅଫିସ,୨୫ା୩ : ମହାମାରୀ କରୋନା ସଂକ୍ରମଣକୁ ଦୃଢ଼ ହସ୍ତରେ ଦମନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍ଡାଉନ୍ ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଓଡ଼ିଶାକୁ ଲକ୍ଡାଉନ୍…
ଗୁଣପୁରରେ ବାଇକ୍ ଚଳାଚଳ ଉପରେ ପ୍ରଶାସନର କଡ଼ା ନଜର
ଗୁଣପୁର, ୨୫।୩(ଡି.ଏନ୍.ଏ.): କରୋନା(କୋଭିଡ୍-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ଗୁଣପୁରରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ବାଇକ୍ ଚଳାଚଳ ଉପରେ…
ଏଟିଏମ୍ରୁ ଲୁଟ୍ ଉଦ୍ୟମ ଅଭିଯୋଗରେ ୩ ଗିରଫ
ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଚାନ୍ଦିଲି ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ସୁଧୀର ଗରଡ଼ିଆ (୧୯),…
କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ
ରାୟଗଡ଼ା ଅଫିସ,୨୨ା୩: କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଶିକ୍ଷକ ଗିରଫ ହେବା ଘଟଣା ରାୟଗଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ କରୋନାକୁ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ଟାଉନ ପୋଲିସ ସଂପୃକ୍ତ…
ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ
ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା ସରକାରୀ…
କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା
ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ ଶୁକ୍ରବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…
କେହି ଶୁଣୁ ନାହାନ୍ତି ଦୁଃଖ: ପାଣି ପାଇଁ ଲୋକେ ଡହଳବିକଳ
ଟିକିରି, ୧୯ା୩ (ଡି.ଏନ୍.ଏ.) ରାୟଗଡ଼ା ଜିଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତରେ ରହିଛି ଆଦିବାସୀ ସାହି। ଏହି ସାହିରେ ଥିବା ପାନୀୟ ଜଳ ପ୍ରକଳ୍ପ ୬ ମାସ ହେଲା ଅଚଳ ହୋଇ ପଡ଼ି ରହିଛି। ଫଳରେ ଲୋକେ ପାଣି ପାଇଁ ଡ଼ହଳ ବିକଳ…
ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ପ୍ରସୂତି
ରାୟଗଡା ଅଫିସ, ୧୮।୩: ଖଟରେ ବୁହା ହେଲେ ପ୍ରସୂତି। ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଖଟରେ ବୁହା ହୋଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଡୁମୁକୁ ଗ୍ରାମରରେ। ସେ ହେଲେ ସାବିତ୍ରୀ ତାଡିଙ୍ଗୀ।…
ଘରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା, ପୋଲିସ କରୁଛି ଛାନଭିନ୍
ମୁନିଗୁଡ଼ା,୧୮।୩(ଡି.ଏନ୍.ଏ.): ରାୟଗଡ଼ା ଜିଲା ଅମ୍ବାଦଳା ଥାନା କାଞ୍ଚନଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସୁନ୍ଦରଫୁଲ ଗୌଡ଼(୪୬) ତାଙ୍କ ଘରେ ଶୋଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି। ସୁନ୍ଦରଫୁଲଙ୍କ ପାଟି ଶୁଣି ପରିବାର ଲୋକେ ଆସି…
Archives


