ରାୟଗଡା

୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ ଡିଏଲ୍‌ଓଙ୍କ ଦାୟିତ୍ୱରେ ଥିବା ବେଳେ ନୂତନ ଡିଏଲ୍‌ଓ ନିଯୁକ୍ତି, ଶ୍ରମିକଙ୍କ ନୂତନ ପଞ୍ଜୀକରଣ,...

୨ ସୁନା ଚେନ ଲୁଟେରା, ୨ ଗ୍ରାହକ ଗିରଫ

ରାୟଗଡ଼ା ଅଫିସ,୧୭।୧୨: ଗତ କିଛିଦିନ ହେଲା ରାୟଗଡ଼ାରେ ସୁନା ଚେନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୧୭ରେ ରାୟଗଡ଼ା ବ୍ୟାଙ୍କ କଲୋନୀ ୨ୟ ଲାଇନରେ ରହୁଥିବା ମାଙ୍ଗାୟାମା (୭୦) ନିଜ ଘର ବାହାରେ ପ୍ରାତଃ ଭ୍ରମଣ କରୁଥିବାବେଳେ...

ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା ଅଫିସ,୧୭।୧୨: ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲା ଦୌରାଜଜ୍‌ ସୋମଶେଖର ଜେନା ସୋମବାର ମାମଲାର ବିଚାର କରି ଏହି ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ...

ଅବ୍ୟବସ୍ଥାରେ ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ: ୧୨ ଶିକ୍ଷକ ବଦଳରେ ଅଛନ୍ତି ୬

ଚନ୍ଦ୍ରପୁର, ୧୭।୧୨ (ଡି.ଏନ୍‌.ଏ.) – ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ସରକାରୀ ଯୋଜନା ରହିଛି। ସେଗୁଡିକର ଫାଇଦା କିନ୍ତୁ ସବୁଠି ମିଳୁନି। କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ତ କେଉଁଠି ଜରାଜୀର୍ଣ୍ଣ ଶ୍ରେଣୀଗୃହରେ ବିପଦସଙ୍କୁଳଭାବେ ପାଠପଢା ହେଉଛି। ଏଥିସହ...

ଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୫।୧୨: ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ଆଦିବାସୀ ମହାସଂଘ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗୀରଥି ହତ୍ୟାକାଣ୍ଡକୁ ୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ...

ଅଟୋ ଓଲଟି ବୃଦ୍ଧାଙ୍କ ଜୀବନ ଗଲା

ରାୟଗଡ଼ା ଅଫିସ,୧୪।୧୨: ରାୟଗଡ଼ା ଜିଲା ସେସକାଲ ଥାନା ଅଧିନସ୍ଥ ଗ୍ରାମର ବାଇସିଂ ଘାଟିରେ ଏକ ଓଟୋ ଓଲଟି ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, କାଶୀପୁର ବ୍ଲକର ଉପରକମ୍ପର ଗ୍ରାମର ମଙ୍ଗଳା ଖୋସଲା (୬୦) ଏବଂ ତାଙ୍କ ସମ୍ପର୍କୀୟମାନେ ଶୁକ୍ରବାର...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସେଥିରେ କିଛି ସୁଧାର ଆସୁନାହିଁ। ରାୟଗଡ଼ା...

ସିଆରପିଏଫ୍‌ ଆଇଜିଙ୍କ ମୁନିଗୁଡ଼ା ଗସ୍ତ: ମାଓବାଦୀ ଅପରେଶନର କଲେ ସମୀକ୍ଷା

ମୁନିଗୁଡ଼ା,୧୨।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝିଲିଗୁଡ଼ାଠାରେ ଥିବା ୮ମ ବାଟାଲିୟନ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ପରିଦର୍ଶନରେ ଆସି ମାଓବାଦୀ ଅପରେଶନର ସମୀକ୍ଷା କରିଛନ୍ତି ଆଇଜି ଏସ୍‌ କେ ମହାନ୍ତି । ପ୍ରଥମ ଥର ପାଇଁ ନୂତନ ଭାବେ ଓଡ଼ିଶା ସେକ୍ଟର...

ଭାଲୁ ସହ ବୃଦ୍ଧଙ୍କ ଲଢେଇ

ମୈଇଦଲପୁର,୧୧ା୧୨(ଡି.ଏନ.ଏ.)-ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢେଇ କରି ଗୁରୁତର ହୋଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡାର ଗାଁର ସଗ ପୂଜାରୀ (୬୦)। ଗୁରୁତର ଅବସ୍ଥାରେ...

ପର୍ଯ୍ୟଟନସ୍ଥଳୀର ମାନ୍ୟତା ଅପେକ୍ଷାରେ ମୀନାଝୋଲା

ଚନ୍ଦ୍ରପୁର, ୯ା୧୨ (ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତରେ ରହିଛି ମୀନାଝୋଲା ଶୈବପୀଠ। ପ୍ରତିବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ା ଏମିତି କି ଶିବରାତ୍ରିରେ ଜିଲା ତଥା ଜିଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।...

ସୁନା ଚେନ୍‌ ଲୁଟେରା ସକ୍ରିୟ: ଗୋଟିଏ ଦିନରେ ଝାମ୍ପିନେଲେ ୨ ସୁନା ଚେନ୍‌

ରାୟଗଡ଼ା ଅଫିସ,୬।୧୨: ରାୟଗଡ଼ା ସହରରେ ସୁନା ଚେନ୍‌ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗୋଟିଏ ଦିନରେ ୨ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ଇନ୍ଦ୍ରାନଗର ୫ମ ଗଳିରେ ବୁଲୁବାଳା ବେହେରା (୫୮) ଘର ସାମ୍ନାରେ ଫୁଲ ତୋଳୁଥିବା...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଜେକେପୁର, ୬।୧୨ :ରାୟଗଡ଼ା ଷ୍ଟେସନରୁ ୧୦କି.ମି. ଦୂର ସିଙ୍ଗାପୁର ରେଳ ଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ଉକ୍ତ ଟ୍ରେନ୍‌ଟି ବିଶାଖାପାଟଣାରୁ ଟିଟିଲାଗଡ଼ ଯାଉଥିଲା। ସୂଚନାନୁଯାୟୀ, ଟ୍ରେନଟି ସିଙ୍ଗାପୁର ଷ୍ଟେସନରୁ ଛାଡିବାବେଳେ ଏକ ବଗିରୁ ଧୂଆଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri