ଗୁଣପୁର,୯ା୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅଧୀନ କଚାଗୁଡ଼ା ଅଞ୍ଚଳରେ ୨୦୦୮ରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀ ନେତା ସବ୍ୟସାଚୀ…
ଗୁଣପୁର,୬ା୨(ଡି.ଏନ୍.ଏ.) ଗୁଲୁମୁଣ୍ଡା ଯୁବ କ୍ରିକେଟର ସୁରେଶ ନାଗ ଥାଇଲାଣ୍ଡ ପ୍ରିମିୟର ଲିଗ୍ରେ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୦ ତାରିଖରେ ସେ ଥାଇଲାଣ୍ଡ ଗସ୍ତ କରିବେ। ଏହା ପୂର୍ବରୁ ଜିଆଇଇଟି…
ଗୁଣପୁର,୩ା୨(ଡି.ଏନ୍.ଏ.) ବହୁ ଦାବି ପରେ ୨୦୧୭-୧୮ ସାଧାରଣ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବାରୁୁ ଗୁଣପୁର…
ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା ଜିଲା…
ଗୁଣପୁର,୩ା୨(ଡି.ଏନ୍.ଏ.) ରାୟଗଡ଼ା ଜିଲା ଗୁଣପୁର ‘ଖ’ ଜୋନ୍ ଜିଲା ପରିଷଦ ପାଇଁ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ…
ମୁନିଗୁଡ଼ା,୩୧।୧(ଡି.ଏନ୍.ଏ.) ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଛି। ଅଞ୍ଚଳର ଚାଷୀ ଧାନ, କପା ଓ ପରିବା ଚାଷ କରିଥିଲେ। କିନ୍ତୁ ଅଦିନିଆ…
ରାୟଗଡ଼ା ଅଫିସ,୩୦ା୧- ରାୟଗଡ଼ା ସହରରେ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଆମ୍ବଗୁଡାଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ…
ବିଷମକଟକ,୩୦ା୧(ଡି.ଏନ୍.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ…
ଗୁଣପୁର,୩୦ା୧(ଡି.ଏନ୍.ଏ.) ରାୟଗଡ଼ା ଜିଲାର ଗୁଣପୁରଠରେ ପ୍ରଥମ ଥର ପାଇଁ ଓଏସ୍ଏସ୍ଏସ୍ସି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ରବିବାର ଏଠାରେ ୩୬୩୬ ପରିକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିଲାଗି ରାୟଗଡ଼ା…
ରାୟଗଡ଼ା ଅଫିସ,୨୯ା୧: ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ…