ବିଷମକଟକ,୨୮।୧୨(ଡି.ଏନ୍.ଏ.): ବିଷମକଟକରେ ଓପନ ଜିମ୍ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀ ମଙ୍ଗଳବାର ଫେରିଯାଇଛି। ବିନା ଟେଣ୍ଡରରେ ଜଣେ ଠିକାଦାରଙ୍କୁ କ୍ରୀଡ଼ା ବିଭାଗ କାର୍ଯ୍ୟାଦେଶ ଦେଇଥିବା ନେଇ ଅଭିଯୋଗ…
ରାୟଗଡ଼ା,୨୭।୧୨(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ଏକ ହୋଟେଲ୍ରୁ ୨ ଜଣ ରୁଷ୍ ପର୍ଯ୍ୟଟକଙ୍କ ସନ୍ଦେହଜନକ ଭାବେ ମୃତଦେହ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ…
ରାୟଗଡ଼ା,୨୭ା୧୨(ସ୍ବ.ପ୍ର.):ରାୟଗଡ଼ା ସ୍ଥିତ ଝୁଲାପୋଲ ନାଗାବଳୀ ନଦୀ ଅପରପାର୍ଶ୍ୱରେ ରହିଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁକୁ ସଂଯୋଗର ମାଧ୍ୟମ ହୋଇଥିଲା। ହେଲେ ଓଡ଼ିଶାର ଏହି ଦ୍ୱିତୀୟ ଝୁଲାପୋଲ ଏବେ…
ଦଶମନ୍ତପୁର, ୨୭ା୧୨ ( ଡି.ଏନ.ଏ.):ଦୀର୍ଘ ୫ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡିରହିଛି ଅଙ୍ଗନଓ୍ବାଡ଼ି ଗୃହ। ନିଜସ୍ବ ଗୃହ ନ ଥିବାରୁ ଗ୍ରାମର ଭିଭିନ୍ନ ଲୋକଙ୍କ ଘର…
ନବରଙ୍ଗପୁର,୨୬ା୧୨(ବି.ପ୍ର.):ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ଶିକ୍ଷକ ଲମ୍ବା ଛୁଟିରେ ଥିବାବେଳେ ଆଉ କେଉଁଠାରେ ନକଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ଯାଞ୍ଚ ପରେ ଧରା ପଡ଼ିଲେ ପରବର୍ତ୍ତି…
ରାୟଗଡ଼ା,୨୪ା୧୨(ସ୍ବ.ପ୍ର.) ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ଶନିବାର ହୋଟେଲ ପାର୍ଶ୍ୱ ନୂତନ କୋଠା ନିକଟରୁ ତାଙ୍କର ଅନ୍ୟ ଜଣେ…
ବିଷମକଟକ,୨୪ା୧୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ବିଷମକଟକ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୨୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା, ସଭ୍ୟ ଯୋଗ ଦେଇଥିଲେ।…
ରାୟଗଡ଼ା,୨୩।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ବୁଲିବାକୁ ଆସିଥିବା ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହେଲେ ରୁଷିଆର ଭ୍ଲାଡ଼ିମିର ବିଦାନୋଭ(୬୨)। ଗତ ୨୧ ତାରିଖରେ ବିଦାନୋଭ ୪…
ରାୟଗଡ଼ା,୨୩ା୧୨(ସ୍ବ.ପ୍ର.): ଶୀତଳ ଭଣ୍ଡାରରେ ରାୟଗଡ଼ା ରେଳ ଡିଭିଜନ। ୨୦୧୯ ରେ ରେଳ ଡିଭିଜନ ଘୋଷଣା ହୋଇଥିଲା। ଏହାମଧ୍ୟରେ ୩ ବର୍ଷ ବିତିଗଲାଣି। ଅନୁଦାନ ଗୃହୀତ ହୋଇଥିଲେ ମଧ୍ୟ…
ରାୟଗଡ଼ା,୨୨।୧୨(ସ୍ବ.ପ୍ର.): ରାୟଗଡା ସହର ରୟତ କଲୋନୀର ଏକ ଘରେ ଗୁରୁବାର ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ…