କରୋନାକୁ ନେଇ ବିଭ୍ରାନ୍ତିକର ତଥ୍ୟ, ୫ ଜଣଙ୍କ ନାଁରେ ମାମଲା
ପୁରୀ ଅଫିସ,୫।୪: କରୋନାକୁ ନେଇ କୌଣସି ପ୍ରକାର ଗୁଜବ କିମ୍ବା ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ କୁହାଯାଇଛି। ହେଲେ ଅନେକ ଏହାକୁ ନ ମାନୁ ନାହାନ୍ତି। କରୋନାକୁ ନେଇ ନାନା ପ୍ରକାର ଗୁଜବ କରିବା ସହ...
ସାହି ଗଳିରେ ବାଡ଼ ପଡ଼ିଲା
ପୁରୀ ଅଫିସ,୪।୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ଏହି ପ୍ରାଣଘାତି ଭୂତାଣୁକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ତେବେ ପୁରୀ ସହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ...
କରୋନା ସନ୍ଦିଗ୍ଧଙ୍କୁ କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି
ସାକ୍ଷୀଗୋପାଳ, ୪/୪(ଡି.ଏନ.ଏ)-ପୁରୀ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କୁ ଶନିବାର ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କ୍ୱାରାଣ୍ଟାଇନ୍...
ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ : ଦାନଗହିର ୧୧ ଦିନ ସଟ୍ ଡାଉନ
ପୁରୀ ଅଫିସ,୪-୪_ପୁରୀ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକ ଦାନଗହିର ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ୧୨ ଦିନ ସଟ୍ ଡାଉନ ଘୋଷଣା କରାଯାଇଛି। ୪ ତାରିଖ ସକାଳ ୭ଟାରୁ...
ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ ନିଜାମୁଦ୍ଦିନରୁ ଫେରିଥିଲେ
ପୁରୀ ଅଫିସ, ୪।୪: ପୁରୀ ଜିଲାରେ ଶୁକ୍ରବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି. ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ...
ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ
କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି ବିଭିନ୍ନ ବାହାନା କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାସହ କଣାସ ବ୍ଲକରେ...
କଣାସ ବ୍ଲକରେ ୩ ମାସର ରାଶନ ଚାଉଳ ବଣ୍ଟନ
କଣାସ,୩।୨୦(ସ୍ବ.ପ୍ର.)- ମହାମାରୀ କରୋନା ସଂକ୍ରମଣ ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା ପରେ ଅଧିକାଂଶ ଗରିବ ଲୋକେ ରୋଜଗାର ବାଟ ବନ୍ଦ ସହ ଖାଦ୍ୟ ଯୋଗାଡ଼ କରିବାରେ ଅସହାୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଓ...
ଟେଲର ମହାସଂଘ ପକ୍ଷରୁ ମାସ୍କ ବଣ୍ଟନ
ଗୋପ,୩।୪(ଡି.ଏନ.ଏ.): କରୋନାକୁ ନେଇ ଏବେ ସାରା ବିଶ୍ବ ଚିନ୍ତା କରୁଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ଲକଡାଉନକୁ ସମର୍ଥନ ଜଣାଇ ବାହାରକୁ ବାହାରୁ ନାହାନ୍ତି। ପ୍ରଶାସନ ଓ ପୋଲିସ ପକ୍ଷରୁ ଗଁା ଗଁା ବୁଲି ଲୋକଙ୍କୁ ଘରେ ରହିବାକୁ ସଚେତନ...
ନିଜାମୁଦ୍ଦିନ ଧର୍ମସଭା ଖୋଳତାଡ଼: ପୁରୀ ଜିଲାର ଯୋଗଦେଇଥିଲେ ୩
ପୁରୀ ଅଫିସ,୨ା୪: କରୋନାକୁ ନେଇ ବିଶ୍ୱ ଥରହର। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ନୂଆ ନୂଆ ଦେଶକୁ ମାଡ଼ୁଛି ଏହି ପ୍ରାଣଘାତୀ ଭୂତାଣୁ । କରୋନା କବଳରୁ ରକ୍ଷା ପାଇବା ବିଶ୍ୱବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଭାରତରେ...
ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ
କାକଟପୁର,୨ା୪(ଡି.ଏନ୍.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଦାନା ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି। ଏଭଳି ସମୟରେ...
ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ, ଡାଲି, ତେଲ, ପନିପରିବା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ଗଡ଼ପଦନପୁର, ସିଲଙ୍ଗ,...
ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ
ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି କଟକ ଗସ୍ତ...
Archives


