ବଡ଼ ଖବର: ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ
ପୁରୀ,୧୮ା୫: ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ…
ମହାପ୍ରସାଦକୁ ଅସମ୍ମାନ: ଚପଲ ପିନ୍ଧି ଡାଇନିଂରେ ବସି ଖାଇଲେ ଏକାଠି, ପଚାରିବାରୁ କହିଲେ…
ପୁରୀ,୧୭ା୫(ଅଜିତ କୁମାର ମହାନ୍ତି): ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାପ୍ରସାଦକୁ ଏପରି ଅପମାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିକିଛି। ଭିଡିଓରେ ଦେଖିବାକୁ ମିଳୁଛି…
ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା
ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୟାହାଟ ଫାଣ୍ଡି ଅଧୀନ ସୋରଭା ପଞ୍ଚାୟତର ମୂରୁଡ଼ା ଗ୍ରାମର…
ସ୍ପଷ୍ଟ ଦିବାଲୋକରେ ଅଟୋ ସଂଘ ସଭାପତିଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପୁରୀ,୧୬ା୫(ଅଜିତ କୁମାର ମହାନ୍ତି): ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆଗକୁ ରଥଯାତ୍ରା ଥିବା ବେଳେ ସହରରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। ସହରରେ ଦୁଇ ଦୁଇଟି ଆପରାଧିକ…
ପୁରୀରେ ଚାଞ୍ଚଲ୍ୟ: ପଇଡ଼ ତୋଳାକୁ ନେଇ ଘରେ ପଶି ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ପୁରୀ, ୧୬।୫( ଅଜିତ୍ କୁମାର ମହାନ୍ତି): ପୁରୀ ସହରରେ ଗୁରୁବାର ବିଳମ୍ବିତ ହତ୍ୟାକାଣ୍ଡ ଘଟିଛି। କାହାକୁ ନେଇ ପୁରୀରେ ଏକ ଆଲୋଡ଼ିନ ସୃଷ୍ଟି କରିଛି । ଆଉ କିଛି ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୀରେ…
ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବା ଦାବି ପୁଣି ତେଜିଲା
ଭୁବନେଶ୍ୱର,୧୨।୫: ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ସୋମବାର ପୁଣି ଦାବି ହୋଇଛି। ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ପୋଷ୍ଟ କରି ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ…
ଶ୍ରୀମନ୍ଦିର ଜଗିବ ଆର୍ମଡ୍ ଭେହିକିଲ୍
ପୁରୀ,୧୨।୫: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ମୋମବାର ଆର୍ମଡ୍ ଭେହିକିଲ୍ ମୁତୟନ କରାଯାଇଛି। ଏପରକି ସୋମବାର ପୁରୀ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ଶ୍ରୀମନ୍ଦିରର…
ଓଡ଼ିଶାରେ ହାଇ ଆଲର୍ଟ: ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା
ପୁରୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର ବିଫଳ ଡ୍ରୋନ ଓ ମିସାଇଲ ଆକ୍ରମଣ ପ୍ରୟାସ ପରେ ରାଜ୍ୟ ସରକାର ଏବଂ ପୁଲିସ ଉଚ୍ଚ ସତର୍କତା…
ପୁରୀରେ ପୋଲିସ ଛାଉଣି
ପୁରୀ,୯।୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରହର ହୋଇପଡିଛି ପାକିସ୍ତାନ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। S-400…
ପୁରୀକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର: ସୋସିଆଲ ମିଡିଆରେ ‘ବେଙ୍ଗଲୀ ବୟକଟ୍ ପୁରୀ ଟୁରିଜମ୍’ ଭାଇରାଲ
ପୁରୀ,୬ା୫(ଅଜିତ୍ କୁମାର ମହାନ୍ତି):ପଶ୍ଚିମବଙ୍ଗ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହାରି ଭିତରେ ପୁରୀକୁ ବଦନାମ୍ କରାଯିବାକୁ ସୋସିଆଲ ମିଡିଆରେ ଷଡ଼ଯନ୍ତ୍ର ଚାଲିଥିବା ଆଲୋଚନା ହେଉଛି। ଏ ନେଇ ବିଭିନ୍ନ…
ପୁରୀ ବିମାନ ବନ୍ଦରକୁ ମିଳିଲା କେନ୍ଦ୍ରର ମଞ୍ଜୁରୀ
ଭୁବନେଶ୍ୱର,୬।୫: ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏକ ବଡ଼ ପ୍ରୋତ୍ସାହନ ସ୍ବରୂପ, କେନ୍ଦ୍ର ସୋମବାର ପ୍ରସ୍ତାବିତ ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ…
ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ : ଗଜପତି
ପୁରୀ,୫।୧୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି ସୋମବାର…
Archives


