ପୁରୀ

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗଜପତି ମହାରାଜା କୋଭିଡ୍‌ ପଜିଟିଭ୍‌

ପୁରୀ ଅଫିସ, ୧୮।୨ ପୁରୀ ଗଜପତି କରୋନା ପଜିଟିଭ ହୋଇଛନ୍ତି। ଶନିବାର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଶୁକ୍ରବାର ପୁରୀ ଗଜପତି କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଠାକୁର ଦର୍ଶନ ଆଗମନରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା…

ଆଜି ୨,୨୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପୁରୀ ଅଫିସ,୧୮।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ୨ୟ ପର୍ଯ୍ୟାୟ ମତଦାନ ହେବ। ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ଟି ୱାର୍ଡ, ୪ଟି ଜିଲା ପରିଷଦ ଜୋନ ଓ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତର…

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି

ପୁରୀ ଅଫିସ, ୧୮।୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି କରାଯାଇଛି। ଜାରି ହୋଇଥିବା ନୂଆ ଏସ୍‌ଓପି ଚଳିତ ମାସ ୨୧ତାରିଖ ଅର୍ଥାତ ସୋମବାରଠାରୁ ଲାଗୁ ହେବ। କୋଭିଡ୍‌ର ତୃତୀୟ ଲହରି ପ୍ରଭାବ…

ଖବରଦାତାଙ୍କୁ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ବେଳେ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସତ୍ୟପ୍ରିୟ ମହାରଣା, ବିଜୟ ସ୍ବାଇଁ, ସୁବାସ ମାଝି, ନିକୁଞ୍ଜ ସ୍ବାଇଁ,…

ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ ଅଫିସ, ୧୭ା୨:ପବିତ୍ର ମାଘପୂର୍ଣ୍ଣିମାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସମ୍ପନ୍ନ ହୋଇଛି। ଦ୍ୱିପ୍ରହର ଧୂପ ପରେ ପତନି ଲାଗି କରାଯାଇଥିଲା। ଏହାପରେ ଘଟୁଆରୀଙ୍କ ଦ୍ୱାରା ଘୋରା ହୋଇଥିବା ଚନ୍ଦନକୁ ରୁପାପିଙ୍ଗଣରେ ପାଳିଆ ପୁଷ୍ପାଳକ ଆଣିଥିଲେ। ତିନିବାଡ଼ରେ ସର୍ବାଙ୍ଗ…

ସରିଥିଲା ୫୦ % ମତଦାନ: ବୁଥ୍‌ ଭିତରେ ପଶି ବାଲାଟ୍‌ ବକ୍ସ ଟେକି ନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି,୧୬।୨( ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପୁଣି ଆଉ ଏକ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟ ବେଳେ ଦୁର୍ବୃତ୍ତ ବାଲାଟ୍‌ ବକ୍ସ ଟେକି ନେଇ ଥିବା ଜଣାପଡ଼ିଛି। ଉକ୍ତ ବ୍ଲକ ଅନ୍ତର୍ଗତ ଚାପମାଣିକ ପଞ୍ଚାୟତର କାଶିଝରିଆ ୯ ନଂ…

ନିର୍ବାଚନୀ ହିଂସା: ୫ ଗୁରୁତର

ବ୍ରହ୍ମଗିରି,୧୬।୨(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏକ ଗୋଷ୍ଠୀର ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ରାହାଡମଲ୍ଲ ଗ୍ରାମ…

ମାମୁ ଉପରେ ଗରମ ତେଲ ପକାଇ ଭଣଜା ଗିରଫ

ପୁରୀ ଅଫିସ,୧୬।୨: ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପସୁରୁବାଲି ଗ୍ରାମରେ ଗରମ ପାଣି ଓ ତେଲ ପକାଇ ମାମୁ ଏବଂ ତାଙ୍କ ସାଙ୍ଗକୁ ଜୀବନରୁ ମାରିବା ଅଭିଯୋଗରେ ଅଭିଯୁକ୍ତ ଭଣଜାଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେ ହେଲେ କୁମ୍ଭାରପଡା ଥାନା ଅନ୍ତର୍ଗତ…

୧୦୫ ଅତି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ

ନିମାପଡ଼ା,୧୬।୨(ଡି.ଏନ୍‌.ଏ.):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିମାପଡ଼ା ବ୍ଲକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ୧୮ତାରିଖରେ ନିମାପଡ଼ା ବ୍ଲକର ୪ଟି ଜିଲା ପରିଷଦ ଜୋନ, ୩୨ ପଞ୍ଚାୟତର ୩୨ ସରପଞ୍ଚ, ୩୨ ସମିତିସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିଭଳି…

୩୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ପୁରୀ ଅଫିସ, ୧୬।୨: ବହୁଦିନ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା। ବାସେଳି ସାହି ଥାନା ପୋଲିସ ଏବଂ ପୁରୀ ଏସ୍‌ଟିଏଫ୍‌ ଟିମ ମିଳିତ ଉଦ୍ୟମରେ ମଙ୍ଗଳବାର ୪ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି…

ଆଜି ୯୭୩ ବୁଥ୍‌ରେ ମତଦାନ

ପୁରୀ ଅଫିସ୍‌,୧୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପାଇଁ ସଜବାଜ ସରିଲାଣି। ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ମତଦାନ କେନ୍ଦ୍ରରେ ପ୍ରାକ୍‌ ପ୍ରସ୍ତୁତି ଶେଷ କରିଛନ୍ତି। ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ…

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଅତିରିକ୍ତ ଡିଜି

ପୁରୀ ଅଫିସ,୧୬।୨: ଚଳିତ ମାସ ୧୯ ଏବଂ ୨୦ ତାରିଖ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ୫.୪୫ ପର୍ଯ୍ୟନ୍ତ ରହି ମହାପ୍ରଭୁଙ୍କ ଦର୍ଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri