ପୁରୀ

୮ରେ ରତ୍ନଭଣ୍ଡାର ମାମଲାର ଶୁଣାଣି

ପୁରୀ ଅଫିସ,୬। ୫: ଆସନ୍ତା ୮ତାରିଖରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ହେବ। ସେହିଦିନ ଶୁଣାଣିବେଳେ କୋର୍ଟରେ ରତ୍ନଭଣ୍ଡାରର ରତ୍ନଅଳଙ୍କାର ଗଣତି ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ରଖନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏ ନେଇ ଶ୍ରୀଜଗନ୍ନାଥ…

ତିନିରଥର ସିଙ୍ଗଡ଼ା ବାଡ଼ିଆ ଅନୁକୂଳ

ପୁରୀ ଅଫିସ, ୬ ।୫: ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶୁକ୍ରବାର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ କାମ ଅନୁକୂଳ କରାଯାଇଛି। ମହାପ୍ରସାଦ ସମର୍ପଣ ଓ ତ୍ରିଫଳ…

ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା -ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ କଟକଣା

ପୁରୀ ଅଫିସ, ୫ା୫: ଗତ ଦୁଇଦିନରେ ପୁରୀ ସମୁଦ୍ରରେ ବୁଡ଼ି ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରି ସୁଖଦ ଅନୁଭୂତି ନେଇ ଫେରିବେ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ ଅଫିସ,୫।୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ ଚତୁର୍ଦ୍ଧା…

ଭତ୍ତା ପାଇଁ ହଇରାଣ ଦିବ୍ୟାଙ୍ଗ

ବଳଙ୍ଗା,୫।୫(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନଂ. ୱାର୍ଡର ଭୋଗପାଟେଳି ଗ୍ରାମର ନାରାୟଣ ସ୍ବାଇଁ (୮୨)ଙ୍କ ଗୋଡ଼ ଛୋଟା। ସେହି ଛୋଟା ଗୋଡ଼ରେ ସେ ଭତ୍ତା ପାଇଁ ୨ କି.ମି. ରାସ୍ତା ଅତିକ୍ରମ କରି ପଞ୍ଚାୟତରେ…

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ପାଇଁ ମିଳିଲା ଏନ୍‌ଓସି

ପୁରୀ ଅଫିସ,୪ା୫: ଶ୍ରୀମନ୍ଦିର ପ୍ରଶାସନର ଅଫିସ କୋଠା ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ)ପକ୍ଷରୁ ଅନୁମତି ମିଳିଛି। ଏହାର ତଦାରଖ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ଏହି ତିନି ମହଲା…

ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମୁଦ୍ରର ୧୩ ନମ୍ବର ଜୋନ୍‌ ଅଞ୍ଚଳରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।…

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ବଦଳି…

ରଥଖଳା ଚଳଚଞ୍ଚଳ

ପୁରୀ,୨୯।୪ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ବିଶ୍ୱକର୍ମା ମହାରଣା ସେବାୟତ ରଥଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ କରିଛନ୍ତି। ଶ୍ରୀ ମନ୍ଦିରରୁ ମହାର୍ଦ୍ଦ ଓ ନଡ଼ିଆ ଆସିବା ପରେ ତୁମ୍ବରେ ନଡ଼ିଆ ପିଟାଯାଇଥିଲା। ପ୍ରଥମେ ତାଳଧ୍ୱଜ ରଥର…

ଜଗା ଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୯ା୪: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ରାତିରେ ପୁରୀରେ ପହଞ୍ଚିଥିଲେ। ଶନିବାର ପୂର୍ବାହ୍ନରେ ସୋରେନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା…

ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ନିରାକାରପୁର/ପିପିଲି,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): ରାଜ୍ୟର ବିଭିନ୍ନ ଜିଲାରେ ଶୁକ୍ରବାର ବର୍ଷା ହେବା ସହ ବଜ୍ରପାତ ହୋଇଛି। ଏହି ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ହରିପୁରପାଟଣାର ଜଳନ୍ଧର ସାମନ୍ତରାୟ(୭୦) ଓ ପୁରୀ ଜିଲା…

ଶ୍ରୀମନ୍ଦିର ସଂସ୍କାର ମାମଲା: ୧ରେ ଶୁଣାଣି

ନୂଆଦିଲ୍ଲୀ,୨୯।୪: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧ତାରିଖରେ ହେବ। ଆବେଦନକାରିଣୀ ମ୍ରିଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ବିଚାରପତି ଏମ୍‌.ଆର୍‌.ଶାହ ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲରେ ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri