ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ, ଆନନ୍ଦବଜାରରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ
ପୁରୀ,୧୫।୧(ଅଜିତ୍ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି…
ଦାରିଙ୍ଗବାଡି କଫିର ହେବ ଭାଗ୍ୟ ପରିବର୍ତ୍ତନ: ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ
ଦାରିଙ୍ଗବାଡି,୧୫।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ କଫି ଦେଇଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ସେହି କଫିର ଭବିଷ୍ୟତ ଦାରିଙ୍ଗବାଡିବାସୀଙ୍କୁ ନିରାଶ କରୁଛି। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦାରିଙ୍ଗବାଡି କଫିକୁ ବ୍ରାଣ୍ଡିଂ କରିପାରିଲେ ନାହିଁ। ସେଇ ପୁରୁଣା ଚିରାଚରିତ ଢଙ୍ଗରେ ଦାରିଙ୍ଗବାଡି…
ରୋଜଗାର ନିଶ୍ଚିତ ସମେତ ସ୍ବଚ୍ଛତା ଆଣିବ ଭିବି-ଜି ରାମ ଜି ଆଇନ-୨୦୨୫
ରାଇକିଆ,୧୫।୧(ପ୍ରଦୀପ ବେହେରା): ଏମଜିଏନଆର୍ଇଜିଏର ଜଟିଳତା ଏବଂ ସ୍ବଚ୍ଛତାର ଅଭାବ ଯୋଗୁ ଏହାର ପ୍ରକୃତ ଲକ୍ଷ୍ୟ ସାଧନ ହେବାରେ ବିଫଳ ହେଉଥିବାରୁ ଏହାକୁ ଏକ ନୂତନ ପରିଭାଷା ପ୍ରଦାନ କରି ଭିବି-ଜି ରାମ ଜି ଆଇନ-୨୦୨୫ କାର୍ଯ୍ୟକାରୀ କରିଛନ୍ତି । ନୂତନ ଭାବେ…
କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ
ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ…
ମଣ୍ଡିରେ ମନ୍ଥର ଗତିରେ ଧାନକିଣା, ଚାଷୀ ଅସନ୍ତୁଷ୍ଟ
ଲୋଇସିଂହା,୧୫ା୧(ସୁଶାନ୍ତ ବାରିକ):ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି। କିନ୍ତୁ ବିଳମ୍ବରେ ଧାନକ୍ରୟ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ଅଞ୍ଚଳର ବିଭିନ୍ନ ମଣ୍ଡିରେ ମାସକର ପଛୁଆ ଧାନକିଣା ଚାଲିଥିବା ଜଣାପଡିଛି। ମନ୍ଥର ଗତିରେ ଧାନକିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…
ଟ୍ରେନ୍ରୁ ଖସିପଡ଼ିଲେ ଦାଦନ ଶ୍ରମିକ: ଆଉ ତା’ପରେ ଘଟିଲା…
ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ ଶବ ହୋଇ ତ ଆଉ କେତେବେଳେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି। ଏଭଳି…
୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ମନୀଷା: ଶାଶୁଘରେ ଘଟିଲା…
ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ, ଉକ୍ତ ଗ୍ରାମର ଭୋଳାନାଥ ପାତିକାରଙ୍କ ସ୍ତ୍ରୀ ମନିଷା(୨୯)। ଶାରୀରିକ, ମାନସିକ ନିର୍ଯାତନା ଦେଇ ମନିଷାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା…
ସୁଧୁରୁନି ଧାନବିକ୍ରି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ
ବରଗଡ/ବରପାଲି,୧୫।୧(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ):ବରଗଡ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଧାନବିକ୍ରି ହେବା…
ହାତୀପଲଙ୍କ ଆତଙ୍କ: ଗୋଟିଏ ଗାଁର ୨୫ରୁ ଅଧିକ ଘର ଭାଙ୍ଗିଲେ, କ୍ଷତିପୂରଣ ଦେବାକୁ ଦାବି କଲେ…
ବଲାଙ୍ଗିର,୧୪।୧(ସୁନିଲ କୁମାର ମହାନ୍ତି) – ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚlୟତ ମଲ୍ଲିକଦରୋ,ମାଗୁରଜଙ୍ଗଲ, ଫଳସାପଡା, ଆମ୍ବପଡାରେ ହାତୀପଲ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ଗାଁ ମାନଙ୍କରେ ମୋଟ ୨୫ ରୁ ଊଦ୍ଧର୍ବ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ…
ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର
ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ବୁଧବାର ସାରେ ମଝିଘରିଆଣୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ…
ମଣ୍ଡିରୁ ହଜାର ହଜାର କୁଇଣ୍ଟାଲ ଧାନ ଉଠୁନି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାଷୀ ସଜବାଜ…
କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି। ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହେଉଥିବା ଚାଷୀମାନେ ଅଭିଯୋଗ କରିବା ସହ ଆସନ୍ତା ରବିବାର କଳାହାଣ୍ଡି ଜିଲା ଗସ୍ତ…
ହାତୀ ସୁରକ୍ଷା ପାଇଁ ସଚେତନ କଲା ବିଦ୍ୟାଳୟ ଇକୋ କ୍ଲବ: ସଂଘର୍ଷ ନୁହେଁ ବରଂ ସୁରକ୍ଷା ଦେଇ…
ବରଗଡ,୧୪।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଇକୋ କ୍ଲବ୍ ପକ୍ଷରୁ ବୁଧବାର ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ…
Archives


