ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଡାକ୍ତରବାବୁଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୨।୭: ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ। ଆକ୍ସନ ମୋଡରେ ସରକାର। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନାଯୋଗ୍ୟ, ଯାଜପୁର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ…
ସାନଖେମୁଣ୍ଡିରେ ବ୍ୟାପିଲା ଝାଡାବାନ୍ତି: ଚାଲିଗଲା ୨ ଜୀବନ
ଦିଗପହଣ୍ଡି/ପାଟପୁର,୨୨।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି। ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ଗାଁ ନିକଟ କ୍ୱାକ ଦ୍ୱାରା ଚିକିତ୍ସାଧୀନ ସମ୍ବାରୁ ମଲ୍ଲିକ(୬୦) ଏବଂ କାନ୍ଦରା ମଲ୍ଲିକ(୬୨)ଙ୍କ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣକ ଜୀବନ, ୩ ଗୁରୁତର, ଆମ୍ବୁଲାନ୍ସ ନ ମିଳିବାରୁ ତେଜିଲା ଅସନ୍ତୋଷ
ରାଇକିଆ,୨୨।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଆଦର୍ଶ ବିଦ୍ୟାଳୟ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ…
ବାପା, ଜେଜେ ବାପାଙ୍କ ନାଁରେ ଜମି ଥିଲେ ପୁଅ କରିପାରିବେ ଚାଷୀ ପଞ୍ଜୀକରଣ
ଭୁବନେଶ୍ୱର,୨୨।୭: ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜୀକରଣକୁ ସରକାର ସରଳ କରିଛନ୍ତି। ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ। ଯିଏ ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି…
ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍
ଭୁବନେଶ୍ୱର,୨୨।୭: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୋରାପୁଟ କୋଟିଆକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ ବୋଲି ମସ୍ତ୍ରୀ ସୂଚନା ଦେଇଛନ୍ତି। କୋଟିଆ ଉପରେ ଆନ୍ଧ୍ରର ନଜର ରହିଛ। ଏହାକୁ…
ଧାନ ବିକ୍ରି ସମସ୍ୟା: ମାର୍ଗଦର୍ଶିକା ସର୍ତ୍ତାବଳୀରେ କୋହଳ କରିବେ ସରକାର
ଭୁବନେଶ୍ୱର,୨୨।୭: ଚାଷୀଙ୍କ ଧାନ ବିକ୍ରି ନେଇ ମଙ୍ଗଳବାର ଲୋକ ସେବା ଭବନରେ ଏକ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକରେ ଯୋଗଦେଇ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଚାଷୀଙ୍କ ଧାନ ବିକ୍ରି ସମସ୍ୟା…
ପୁରୀରେ ବସ୍ଷ୍ଟାଣ୍ଡ ନିକଟରେ ତିନି ଭଉଣୀଙ୍କୁ ଅସଦାଚରଣ: ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସରେ ଦେଲେ ପରିବାର ଲୋକେ
ପୁରୀ,୨୨।୭: ପୁରୀ ସଦର ଥାନା ଅଧୀନ କଣ୍ଠାପୁର ଅଞ୍ଚଳରେ ଥିବା ଏକ ବସ୍ଷ୍ଟାଣ୍ଡ ନିକଟରେ ସୋମବାର ସନ୍ଧ୍ୟାରେ ଛଅ ଜଣ ମଦ୍ୟପାୟୀ ଯୁବକ ତିନି ଭଉଣୀଙ୍କୁ ଉତ୍ତ୍ୟକ୍ତ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ତିନି ଭଉଣୀ ସେମାନଙ୍କ ଘରୁ ପ୍ରାୟ…
ବନ୍ଧାହେଲେ କୋଟିପତି DFO ନିତ୍ୟାନନ୍ଦ ନାୟକ: ୧୧୫ ପ୍ଲଟ୍ ସମେତ ଘରୁ ମିଳିଥିଲା ପୁଳାପୁଳା ସୁନା
ଭୁବନେଶ୍ୱର,୨୨।୭:କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ନାୟକ ଶେଷରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮…
ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିଲେ ନାବାଳିକା, ଅଧରାତିରେ ବଳାତ୍କାର ପରେ ଘଟିଲା…
ମାଲକାନଗିରି, ୨୨।୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଜଣେ ନାବାଳିକା ସହ ବଳାତ୍କାର ଅଭିଯୋଗ ହୋଇଛି। ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ଜଣେ ନାବାଳିକା ସହ ବଳାତ୍କାର ହୋଇଥିବା ନେଇ ଅଭିଯୋଗ…
ଗୋଟିଏ ଦିନ ପୂର୍ବରୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଳା ମୃତଦେହ
ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି…
ହୃଦଘାତରେ ଯବାନଙ୍କ ପରଲୋକ: ନକ୍ସଲ ବିରୋଧୀ ଶିବିରରେ ଥିଲେ କାର୍ଯ୍ୟରତ
ଭଞ୍ଜନଗର,୨୨।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡା ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ବରିଷ୍ଠ ହାବିଲଦାର ସଞ୍ଜୟ କିଷାନ (୪୦)ଙ୍କ ହୃଦଘାତରେ ପରଲୋକ ହୋଇଛି। ଏ ହାକୁ ନେଇ ଯବାନମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ତନରଡା ବାଟାଲିୟନ କାର୍ଯ୍ୟାଳୟ ପରିସରରେ…
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ମନ୍ତ୍ରୀପଦ ପାଇଁ ୫୧ ବର୍ଷ ଅପେକ୍ଷାରେ କୋରେଇବାସୀ
ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କୁ ଭେଟି ଆଲୋଚନା କରିବା ପରେ ରାଜ୍ୟରେ ମନ୍ତ୍ରୀପଦ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦକୁ ନେଇ ୧୯୭୪ରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ…
Archives


