ଆମ ଜିଲା ଖବର

ପାଣି ଉଠାଇବାକୁ ଯାଇଥିଲେ, ନଦୀରେ ଭାସିଗଲେ କାଉଡିଆ

ସାଲେପୁର,୪।୮(ଅରବିନ୍ଦ ଭୂୟାଁ): ସାଲେପୁର ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗ୍ରାମର ରବୀନ୍ଦ୍ର କରଙ୍କ ପୁଅ ଅବୃତ୍ତ କୁମାର କର(୨୫) ବଟେଶ୍ବର…

ଗାଁରୁ ସହରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ: ହଇରାଣ ଭୋଗୁଛନ୍ତି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୩।୮ (ଅରୁଣ ସାହୁ): ଗାଁକୁ ସହର ସଂଯୋଗ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସରକାର ଗୁରୁତ୍ୱାରୋପ ଦେଉଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଅବହେଳିତ ରହିଛି ପଞ୍ଚାୟତ ଅଧୀନରେ ଥିବା ଗାଁ ଓ ସାହି ରାସ୍ତା। କନ୍ଧମାଳ ଜିଲା…

ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା: ୭ରେ ବିଜେଡିର ପୁରୀ ହରତାଳ

ଭୁବନେଶ୍ୱର,୪।୮: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡି ପକ୍ଷରୁ ସୋମବାର ପୁରୀ ହରତାଳ ଡାକରା ଦିଆଯାଇଛି। ଆସନ୍ତା ୭ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଯାଏ ପୁରୀରେ ହରତାଳ କରିବାକୁ ବିଜେଡି ପକ୍ଷରୁ ଆହ୍ବାନ ଦିଆଯାଇଛି। ଏପରିକି ଦୋକାନ ବଜାର ସହ…

ସାଇକେଲରେ କୁଆଡେ ଯାଉଥିଲେ ସୌମ୍ୟାଶ୍ରୀ, ସାମ୍ନାକୁ ଆସିଲା FM ପୀଡ଼ିତାଙ୍କ ମୃତ୍ୟୁ ପୂର୍ବର ଚାଞ୍ଚଲ୍ୟକର ସିସିଟିଭି ଫୁଟେଜ୍‌

ଭୁବନେଶ୍ୱର,୪।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ୍‌ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।…

ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ: ପ୍ରଚାର ରଥ ଶୁଭାରମ୍ଭ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ)ଷଣ୍ଡିରେ ଖରିଫ ଧାନ ଫସଲ ବିକ୍ରି ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଚାଷୀ ପଞ୍ଜିକରଣ ଚାଲିଛି। ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକରୁ ଅଧିକ ଯୋଗ୍ୟ ଚାଷୀ କିଭଳି ନିଜ ନାମକୁ ନିଜ ଅଞ୍ଚଳର ସୋସାଇଟିରେ…

ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା: ଦେଲେ ଏତିକି ଟଙ୍କା

ବଳଙ୍ଗା,୪।୮: ଶୋକାକୂଳ ପରିବେଶରେ ବଳଙ୍ଗା ପୀଡ଼ିତାଙ୍କ ତାଙ୍କ ବାୟବର ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ, ନମାଜ ପାଠ ପରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯାତ୍ରା…

କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ: ୪୪ ପ୍ଲଟ ସହ ଘରୁ ମିଳିଥିଲା ପୁଳାପୁଳା ସୁନା-ରୁପା

ଭୁବନେଶ୍ୱର,୪।୮: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା…

ଏନଏସି ଅଧ୍ୟକ୍ଷାଙ୍କ ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଡହଳବିକଳ ୱାର୍ଡବାସୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବାରେ ଲାଗିଛି l ଏଭଳି ପରିସ୍ଥିତିରେ ଖୋଦ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ତିନି ଦିନରୁ ଉର୍ଦ୍ଧ୍ୱ…

ଅଧରାତିରେ ଫେରୁଥିବାବେଳେ ବାଇକ୍‌ ସହ କେନାଲରେ ପଡ଼ିଗଲେ ଯୁବକ: ଆଜି ସକାଳୁ…

କର୍ଲାମୁଣ୍ଡା,୪/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ମୃତଦେହ ପଡିରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ…

ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ: ବାୟାବର ଗାଁରେ ଦିଆଗଲା କବର

ବଳଙ୍ଗା,୪।୮: ଜୀବନ ଓ ମୃତ୍ୟୁ ସହ ୧୫ଦିନ ଧରି ସଂଗ୍ରାମ କରିବା ପରେ ବଳଙ୍ଗା ପୀଡ଼ିତା ଶେଷରେ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରୁ ତାଙ୍କ ମୃତଦେହ ଆସିବା ପରେ ସୋମବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ବାୟାବର ଗାଁ କବରସ୍ତାନରେ…

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଏହି ୨ ଜଣ ମୁଖ୍ୟ ଖଳନାୟକ: ୨୩ ଦିନ ପରେ ପଦାକୁ ଆସିଲା ସତ

ବାଲେଶ୍ୱର, ୪।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ…

ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣା: ସ୍ତ୍ରୀ-ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପର ସାହିର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ (୨୮)ଙ୍କୁ ଗତ ବୁଧବାର ସନ୍ଧ୍ୟାରେ ପଡୋଶୀ ଗାଁ ଆଙ୍କୁରା ଝାପା ସାହିର ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ମିଶି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri