ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆସିଲେ ବିଶେଷଜ୍ଞ
ଦାରିଙ୍ଗବାଡ଼ି,୧୨ା୮ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ତିଲୋରୀ ପଞ୍ଚାୟତ ଜଗେରମାହାର ବକ୍ସିପଲି ଅଞ୍ଚଳରେ ଛେଳି ମଡ଼କ ଘଟଣା ସମ୍ପର୍କରେ ଖବର ପ୍ରକାଶ ପରେ ପ୍ରାଣୀଧନ ବିଭାଗର ତତ୍ପରତା ଦେଖାଇଛି। ଉକ୍ତ ଅଞ୍ଚଳରେ ଅଜଣା ରୋଗ ତଥା ଛେଳିକୁ ଥଣ୍ଡା କାଶ, ଝାଡା,…
‘ଗୁରୁକୁଳ ଶିକ୍ଷାର ଏନ୍ତୁଡ଼ିଶାଳ ଥିଲା ବନ ବିଦ୍ୟାଳୟ’
ସାକ୍ଷୀଗୋପାଳ,୧୨।୮(କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): ପୁରାତନ ବନ ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚବିଦ୍ୟାଳୟର ୧୧୬ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟୁ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ସତୀର୍ଥମାନଙ୍କ…
ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ଯୁବକ, ନିଜ ଗାଡ଼ିରେ ଉଦ୍ଧାର କରି ନେଇ ଚିକିତ୍ସା କରାଇଲେ ପୋଲିସ ଅଧିକାରୀ
ଗଜପତି,୧୨।୮ (ଗିରିଧାରୀ ପରିଚ୍ଛା): ଅନେକ ସମୟରେ ଦୁର୍ଘଟଣା ଆମ ଆଖି ଆଗରେ ଘଟୁଥିଲେ ହେଁ ରାସ୍ତାରେ ଯାଉଥିବା ଅନେକେ ସେଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ହେଲେ କିଛି ସେଥିରୁ ଭିନ୍ନ କରି ଉଦାହରଣ ସାଜିଥାନ୍ତି। ସେଭଳି ଏକ ଘଟଣାକ୍ରମରେ ଦୁର୍ଘଟଣାରେ ଆହତ…
କାଲି ନିଖୋଜ, ଆଜି ଡୁଡୁକିଝରିଆ ଜଙ୍ଗଲରେ ପୁଅଙ୍କ ଝୁଲନ୍ତା ମୃତଦେହ ଦେଖି ବାପା…
ପାଇକମାଳ,୧୨।୮(ବଡ ଶତପଥୀ):ବରଗଡ ଜିଲା ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପାଇକମାଳ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପାଇକମାଳ ଥାନା ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ଦୀନବନ୍ଧୁ ଭୋଇଙ୍କ ପୁଅ…
ଦଶମ ଛାତ୍ରୀଙ୍କୁ ଗଣବଳାତ୍କାର: ପିଉସା ଗିରଫ
ପଟ୍ଟାମୁଣ୍ଡାଇ,୧୨।୮: କେନ୍ଦ୍ରାପଡ଼ା ଜିଲା ରାଜନଗରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିି କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିଉସାଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ…
ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ, ପାଳନ ନେଇ…
ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ…
ଅଙ୍ଗନୱାଡ଼ିକେନ୍ଦ୍ର ନିକଟରେ ବସି ଖେଳୁଥିଲେ ଗେମ୍: ପରେ ଯାହା ହେଲା…
ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ନୂଆ ଅନ୍ତେଇ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ଗ୍ରାମର କାହ୍ନା ସେଠୀ (୧୮) । କାହ୍ନା ସୋମବାର ରାତି ପ୍ରାୟ ୧୧ ଟାରେ…
ସ୍ଵତନ୍ତ୍ର ଅତିଥି ଭାବେ ନୂଆଦିଲ୍ଲୀ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ
ଭବାନୀପାଟଣା, ୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଆୟୋଜିତ “୭୯ ତମ ସ୍ବାଧିନତା ଦିବସ”ରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମିଳିଛି। ଭାରତ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅତିଥି ଭାବେ…
ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜାକଲେ ଗ୍ରାମ ବାସୀ…
କର୍ଲାମୁଣ୍ଡା:୧୨/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡବରା ଠାରେ ବର୍ଷା ଅଭା ଯୋଗୁଁ ଗ୍ରାମ ବାସୀ ମାନେ ଇନ୍ଦ୍ର ପୂଜା କରିଥିବା ଦେଖିବାକୁ ମିଳିଛି। ଇନ୍ଦ୍ର ଙ୍କୁ ପୂଜାର୍ଚ୍ଚନା କଲେ କାଳେ ବର୍ଷା ହେବାର ବିଶ୍ୱାସ ଥିବାରୁ…
ମା’ଙ୍କୁ ତଣ୍ଟିକାଟି ହତ୍ୟା, ଖଣ୍ଡା ଚୋଟରେ ଝିଅ ପଳାଇଲା କୋମାରେ: ବାହାର ରାଜ୍ୟରେ ବୁଲୁଛନ୍ତି ଅଭିଯୁକ୍ତ
ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗର ଦ୍ୱିତୀୟ ଲାଇନ୍ରେ ଭଡ଼ା ଘରେ ରହୁଥିବା ଗାୟତ୍ରୀ ସ୍ବାଇଁ(୩୦)ଙ୍କୁ ରବିବାର ରାତିରେ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କର ଏକମାତ୍ର ଝିଅ ନିଲମ(୧୦)ଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ନିଲମ ଭୁବନେଶ୍ୱର…
ଉନ୍ନୟନ କାର୍ଯ୍ୟ ନିମ୍ନମାନର, ଜିଲାପାଳଙ୍କୁ ଅଭିଯୋଗ
କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ୱାର୍ଡ ନମ୍ବର ୧ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ନିମ୍ନମାନର ନେଇ ୪ଜଣ କାଉନ୍ସିଲର ଜିଲାପାଳ ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ବଗାଡ଼ ଗ୍ରାମରେ ୩୫,୩୧,୪୬୭ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କଂସେଇଖାନା…
ତ୍ରିରଙ୍ଗା ଯାତ୍ରା ପାଇଁ ଖର୍ଚ୍ଚ ହେବ ୧ କୋଟି : ଉଚ୍ଚ ଶିକ୍ଷା ପକ୍ଷରୁ ୭୪୬ କଲେଜରେ ଚାଲିଛି କାର୍ଯ୍ୟକ୍ରମ
ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା ଓ ଦେଶାତ୍ମକ ବୋଧକ କାର୍ଯ୍ୟକ୍ରମ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଣ ପାଇଛି। ଭାଜପା ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ମଙ୍ଗଳବାର ମୁଜାଗଡ଼ ଏବଂ…
Archives


