ବୃଦ୍ଧଙ୍କଠାରୁ ୫୦ ହଜାର ଟଙ୍କା ଛଡ଼ାଇନେଲେ ଦୁର୍ବୃତ୍ତ
ହାଟିଡିହି,୬।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଞ୍ଚୋ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଶୁକ୍ରବାର ଅପରାହ୍ନରେ ଜଣେ ବୃଦ୍ଧ ୫୦ ହଜାର ଟଙ୍କା ଉଠାଣ କରି ଆସୁଥିବାବେଳେ ଲୁଟେରାମାନେ ଛଡ଼ାଇ ନେଇଛନ୍ତି। ସୂଚନାଯୋଗ୍ୟ, ସୋସୋ ଥାନା ଅନ୍ତର୍ଗତ ମଙ୍ଗୁଳୁ ନାହାକ (୬୫)…
ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଘର ଭାଙ୍ଗି ଲୁଟିନେଲେ ଟଙ୍କା, ଖାଦ୍ୟ ସାମଗ୍ରୀ; ଶୀତଦିନେ ଗଛ ତଳେ ଆଶ୍ରୟ ନେଲେ ପରିବାର
ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇଙ୍କ ଘରୁ ଲୁଟ୍ ହୋଇଛି। ଘରୁ ୭ହଜାର ଟଙ୍କା, ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ଲୁଟ୍ କରିବା ସହ ତାଙ୍କର ଘର…
୪୦ ଟଙ୍କାରେ ପିଆଜ ବିକି ଦରଦାମ୍ ବୃଦ୍ଧିର ପ୍ରତିବାଦ କଲା ଜିଲା ନଗର କଂଗ୍ରେସ
ବଲାଙ୍ଗୀର ଅଫିସ୍,୬।୧୨: ବଲାଙ୍ଗୀର ଜିଲା ନଗର କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର ଅହେତୁକ ପିଆଜର ଦରଦାମ୍ ବୃଦ୍ଧି ଓ ଅଭାବ ନେଇ ଶୁକ୍ରବାର ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
ରାଜ୍ୟ ଖାଦ୍ୟ ସୁରକ୍ଷା ସେବା ଯୋଜନାରେ ୬୬୦ ହିତାଧିକାରୀ ସାମିଲ
ସାକ୍ଷୀଗୋପାଳ,୬।୧୨(ଡି.ଏନ୍.ଏ.) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୬୬୦ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ସେବାରେ ସାମିଲ କରାଯାଇଛି। ଏହ ସମସ୍ତ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ। ସତ୍ୟବାଦୀ ବ୍ଲକ କର୍ଯ୍ୟାଳୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ…
ବଲାଙ୍ଗୀରରେ ୫୭ ତମ ଗୃହରକ୍ଷୀ ଦିବସ ପାଳିତ
ବଲାଙ୍ଗୀର ଅଫିସ୍,୬।୧୨: ବଲାଙ୍ଗୀର ଜିଲା ମନୋହରପୁର ପୋଲିସ ପଡ଼ିଆଠାରେ ୫୭ତମ ଗୃହରକ୍ଷୀ ଦିବସ ଓ ପରେଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଗୃହରକ୍ଷୀ ଓ ସାଧାରଣ ଗୃହରକ୍ଷୀମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ମଡକର…
୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର
ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର ୩ଜଣ ଅସଦାଚରଣ କରି ଅପହରଣ କରି ନେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ…
ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ
ଜୟପୁର,୬।୧୨(ଡି.ଏନ୍.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ ଜବତ କରାଯାଇଥିବା ବେଳେ ୩୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରଯାଇଛି। ଏହି…
୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ
ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ (ଡିଆଇଜି) ସତ୍ୟବ୍ରତ ଭୋଇ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି…
ଉପକୂଳ ରାଜପଥ ନିର୍ମାଣକୁ ପ୍ରଫୁଲ ସାମନ୍ତରାଙ୍କ ବିରୋଧ: ସାମୁଦ୍ରିକ ପରିବେଶ ପାଇଁ ଘାତକ
ବ୍ରହ୍ମପୁର ଅଫିସ୍,୬।୧୨: ଗଞ୍ଜାମ ଜିଲା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୨୪୦ କି.ମି. ଉପକୂଳ ରାଜପଥ(କୋଷ୍ଟାଲ୍ ହାଇୱେ) ନିର୍ମାଣକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପକୁ ଲୋକଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ୍ ନୋବେଲ୍ ପୁରସ୍କାର ବିଜେତା…
ସୁନା ଚେନ୍ ଲୁଟେରା ସକ୍ରିୟ: ଗୋଟିଏ ଦିନରେ ଝାମ୍ପିନେଲେ ୨ ସୁନା ଚେନ୍
ରାୟଗଡ଼ା ଅଫିସ,୬।୧୨: ରାୟଗଡ଼ା ସହରରେ ସୁନା ଚେନ୍ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗୋଟିଏ ଦିନରେ ୨ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ଇନ୍ଦ୍ରାନଗର ୫ମ ଗଳିରେ ବୁଲୁବାଳା ବେହେରା (୫୮) ଘର ସାମ୍ନାରେ ଫୁଲ ତୋଳୁଥିବା ସମୟରେ…
ଜିଆର୍ଏସ୍ଙ୍କ ବଦଳି: ରହିତାଦେଶ ଜାରି କଲେ ହାଇକୋର୍ଟ
ହାଟଡିହୀ,୬। ୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଥିବା ୩୦ ଜଣ ଜିଆରଏସ୍ଙ୍କର ଡିଆର୍ଡିଏ ଚିଠି ନଂ. ୬୪୦୭/୨୮/୧୧/୨୦୧୯ରେ ଅନ୍ୟତ୍ର ବଦଳି ହୋଇଥିଲା। ମାତ୍ର ପାତର ଅନ୍ତର ଓ ମନମୁଖି ନୀତିରେ ଏହି…
ଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରାସ୍ତାରୋକୋ
ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଜିଲା ନିର୍ମାଣ ସଂଘ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଶତାଧିକ ମହିଳା ପୁରୁଷ ଶ୍ରମିକ ଉଥାପଡ଼-ଜେଛକ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ଏକ ପ୍ରତିନିଧି…
Archives


