ଆମ ଜିଲା ଖବର

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ ରୋଡ୍‌ର…

‘କରୋନା’ ସଚେତନତା କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ, ଦାମ

ଔପଦା,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ଓ ଗଡ଼ସାହି ହାଟରେ ଗୁରୁବାର ଅପରାହ୍ନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜନହିତ ଯୁବକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଯାତ୍ରା କଳାକାର ଦୈତାରୀ ପଣ୍ଡା ଓ ଦାମୋଦର ପଣ୍ଡା ସାମିଲ…

ହନିମୁନ୍‌ରେ ଯାଇ କୁଆଲାଲମ୍ପୁର ବିମାନବନ୍ଦରରେ ଫସିଲେ ଦମ୍ପତି: ଫେରିବା ପାଇଁ ସରକାରଙ୍କୁ ନିବେଦନ

ନବରଙ୍ଗପୁର,୧୯ା୩(ବି.ପ୍ର.): କରୋନା ଭାଇରସ୍‌ ରୋକିବା ପାଇଁ ସବୁଆଡ଼େ କଟକଣା ଲାଗୁ ହୋଇଛି। ଏଥିପାଇଁ ସ୍କୁଲ, କଲେଜ, ମଲ୍‌ ଆଦିକୁ ସାମୟିକ ବନ୍ଦ କରାଯାଇଥିବା ବେଳେ ଅଧିକାଂଶ ଟ୍ରେନ୍‌ ଓ ଫ୍ଲାଇଟ୍‌ ସେବାକୁ ବନ୍ଦ ରଖାଯାଇଛି। ଏ ନେଇ ନବରଙ୍ଗପୁର ସହରର ଏକ…

ବରଗଡ଼ରେ ଝଡ଼ବର୍ଷା ସହ କୁଆପଥର ମାଡ଼

ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରୁ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଜନଜୀବନ ପ୍ରଭାବିତ ହୋଇଛି। ଝଡ଼ବତାସ ଯୋଗୁ କେତେକ ସ୍ଥାନରେ ଗଛ, ଡାଳ ଭାଙ୍ଗି ପଡ଼ିଥିବାବେଳେ ଯାତାୟାତ ବାଧାପ୍ରାପ୍ତ…

ଡାକ ବିଭାଗ ଚିଠି ଶଟିଂରେ ତ୍ରୁଟି: ଗଞ୍ଜାମ ଥାନା ଚିଠି ପହଞ୍ଚିଲା ହିଞ୍ଜିଳି ଥାନାରେ

ହିିଞ୍ଜିଳିକାଟୁ, ୧୯ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିିଳିକାଟୁ ଡାକ ବିଭାଗ କାର୍ଯ୍ୟାଳୟରେ ଚିଠି ଶଟିଂରେ ତ୍ରୁଟି ହେତୁ ଏକ ରେଜିଷ୍ଟ୍ରି ଚିଠି ଗଞ୍ଜାମ ଥାନା ପରିବର୍ତ୍ତେ ହିଞ୍ଜିିଳି ଥାନାରେ ପହଞ୍ଚିଛି। ଏହା ପରେ କାର୍ଯ୍ୟାଳୟରେ ଖାମଖିଆଲ ଭାବେ ଚିଠି ପ୍ରଦାନ କରାଯାଉଥିବା ସ୍ପଷ୍ଟ…

ଆସିକାରୁ ବ୍ରହ୍ମପୁର ଚାଲାଣ ବେଳେ ୨ ବସ୍ତା ଗଞ୍ଜେଇ ଜବତ: ୩ କୋର୍ଟଚାଲାଣ

ହିିଞ୍ଜିଳିକାଟୁ,୧୯ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ମଙ୍ଗଳବାର ଖଣ୍ଡରା ଛକରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏକ ଅଟୋ ଉପରେ ଚଢ଼ାଉ କରିଥିଲା। ଅଟୋରେ ଥିବା ୨ ବସ୍ତା ଚୋରା ଗଞ୍ଜେଇ ଜବତ କରିଛି। ଏହି…

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ ରୋଡ୍‌ର…

ବିଜେପୁର ଅଞ୍ଚଳରେ ବରଫପାତ: ବ୍ୟାପକ ପରିବା ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ବିଜେପୁର,୧୯।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ବରଫପାତ ହୋଇଛି। ଫଳରେ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ୪ଟାରେ ହଠାତ୍‌ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏଥିସହ ପ୍ରାୟ ପାଞ୍ଚ…

ଅଧା ପ୍ରସବ ବେଳେ ଲେବର୍‌ ରୁମ୍‌ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ

ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍‌ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଗୁରୁବାର ମହିଳାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।…

ମାର୍ଚ୍ଚ ୫ରେ ଥାଇଲାଣ୍ଡରୁ ଫେରିଥିଲେ ଯୁବକ, ୧୩ ଦିନ ପରେ ଅସୁସ୍ଥ ହେବା ନେଇ ଆତଙ୍କିତ ଗ୍ରାମବାସୀ

ଖଇରା,୧୯।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଧୀନ ଜାନିକାପାଳ ଗ୍ରାମର ଜଣେ ଯୁବକ ଥାଇଲାଣ୍ଡରୁ ଫେରିବାର ୧୩ ଦିନ ପରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଥଣ୍ଡା,କାଶ ହେଉଛି। ଗୁରୁବାର ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସଞ୍ଜିବ ବିଶ୍ବାଳ ତାଙ୍କୁ କଟକ…

ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି। ସେଥିରେ…

ବାହାଘର ଭୋଜିରେ ତହସିଲଦାରଙ୍କ ଚଢ଼ାଉ: ଅଧିକ ଲୋକଙ୍କୁ ନ ଡାକିବାକୁ ଦେଲେ ନିର୍ଦ୍ଦେଶ

ରାୟଗଡ଼ା ଅଫିସ,୧୯।୩: କରୋନା ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ଚାଲିଛି। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହାକୁ ଏଡ଼ାଇବା ପାଇଁ ଅଧିକାଂଶ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ରାୟଗଡ଼ା ଜିଲା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?