ଡୋକ୍ରା ଶିଳ୍ପକୁ କରୋନା ମାଡ଼
ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍ କରି ଲକ୍ଡାଉନ ପରେ ଡୋକ୍ରା ଭଳି କୁଟୀରଶିଳ୍ପକୁ ପୁଞ୍ଜି କରି ପରିବାର ପୋଷୁଥିବା ଶିଳ୍ପୀଙ୍କ ହାତ ଖାଲି।…
ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଧର୍ମଗୁରୁ
ଅନୁଗୋଳ ଅଫିସ୍/ତାଳଚେର, ୩ା୪ – ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ଠାରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁଙ୍କ ମଧ୍ୟରୁ ୫ଜଣ ମହିଳା ଓ ପୁରୁଷ ନିକଟରେ ଅନୁଗୋଳ ଆସିଥିବା ଜଣାପଡିଛି। ସେମାନେ ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ କେତେଜଣଙ୍କ ଘରେ ରହିବା ସହ…
ନଜର ରଖିବାକୁ ୨୪ ଘଣ୍ଟିଆ କଲ୍ ସେଣ୍ଟର, ହ୍ବାଟ୍ସଆପ୍ ଗ୍ରୁପ
ଅନୁଗୋଳ ଅଫିସ, ୩।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲାଯାଇଥିବା ବେଳେ ଅଭିଯୋଗ ଶୁଣିବାକୁ ହ୍ବାଟ୍ସଆପ୍ ଗ୍ରୁପ୍ କରାଯାଇଛି। ଏହି ୨୪ ଘଣ୍ଟିଆ କଲ୍ ସେଣ୍ଟରରୁ ପର୍ଯ୍ୟାୟ କ୍ରମେ ହୋମ୍ କ୍ବାରାଣ୍ଟାଇନ୍ରେ…
ହାଣ୍ଡି, କଡ଼େଇ ଉଠାଇଆଣିଲା ପୋଲିସ
ଅନୁଗୋଳ ଅଫିସ, ୩।୪ – କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଲୋକେ ଲକ୍ଡାଉନ୍କୁ ବେଖାତିର କରି ଭୋଜି କରିବା ଓ ତେଲଭାଜି ଦୋକାନ ଖୋଲିବା ଅନୁଗୋଳ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠରେ ଏପରି କିଛି ଚାଲିଥିବା…
କଟକଣା ଫାଙ୍କି କାମ
ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ବଡହୁଲାଠାରେ ଥିବା ରାଇସ୍ ମିଲ୍ରେ ଏହାର ଉଲ୍ଲଂଘନ କରାଯାଇଥିବା…
ସାମାଜିକକର୍ମୀ ବାଣ୍ଟିଲେ ରାଶନ ସାମଗ୍ରୀ
ଜି.ଉଦୟଗିରି,୩|୪(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ବନ୍ଦ ରହିଥିବା ବେଳେ ଗରିବ, ଦିନ ମଜୁରିଆ ଦିନକୁ ଦିନ ଖାଦ୍ୟ ପାଇବା କଷ୍ଟକର ହୋଇଛି। ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅସହାୟମାନଙ୍କୁ ରାଶନ ସାମଗ୍ରୀ ଯୋଗାଣ କରିଛନ୍ତି କେତେକ ସ୍ବେଚ୍ଛାସେବୀ। ଜି.ଉଦୟଗିରି ଏନ୍ଏସି…
କୁଇଭାଷାରେ ଶପଥପାଠ କରାଇଲେ ଏସ୍ଡିପିଓ
ଦାରିଙ୍ଗବାଡ଼ି/କୋଟଗଡ଼,୩।୪(ଡି.ଏନ.ଏ)-ବାଲିଗୁଡ଼ା ଏସ୍ଡିପିଓ ମାନସ ରଂଜନ ବାରିକ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଗୁରୁବାର କୋଟଗଡ଼ ଥାନା ଶ୍ରୀରାମପୁର ଏବଂ ସୁବର୍ଣ୍ଣଗିରି ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇଛନ୍ତି । ଅଞ୍ଚଳର ଅନୁସୂଚିତ ଜାତି ଏବଂ ଜନଜାତି ସଂପ୍ରଦାୟର ଲୋକଙ୍କୁ ସେ କୁଇଭାଷାରେ…
କୋଭିଡ୍ ଫଣ୍ଡକୁ ୨ ଲକ୍ଷ ଦେଲା ବିଡେକା
ଭଞ୍ଜନଗର,୩।୪(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଭଞ୍ଜନଗର ଜଳସମ୍ପଦ ନିର୍ବାହୀଯନ୍ତ୍ରୀ ତଥା ବିଡେକା ସଭାପତି ଇଂ.ନିହାର ରଞ୍ଜନ…
କୂଅରୁ ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର
ପାଟଣା,୩|୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭଗପଶି ଗ୍ରାମ ମୁଣ୍ଡା ସାହି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ନବଜାତ ଶିଶୁ କନ୍ୟାର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ କିଛି ବଗାଳିଆ ଗାଈ…
ମେଡିକାଲ ପରିସରରେ ନାଗ
ଭଣ୍ଡାରିପୋଖରୀ, ୩ା୪ (ଡ଼ି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଗୁରୁବାର ଅପରାହ୍ନରେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପ୍ରାୟ ୫ ଫୁଟ ଲମ୍ବର ଏହି ସାପଟି ମେଡିକାଲ ପରିସରରେ ବୁଲୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା। ଖବରପାଇ…
କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ
ଠାକୁରମୁଣ୍ଡା,୩ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ ଠାକୁରମୁଣ୍ଡା ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ନେପା…
ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ
ରାଇରଙ୍ଗପୁର, ୩ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପୌରାଞ୍ଚଳର ୧୫ଟି ଓ୍ବାର୍ଡର ମୋଟ ୭୭୯…

