ଆମ ଜିଲା ଖବର

ଭାସ୍କର୍ଯ୍ୟ କଳାରେ କରୋନା ସଚେତନତା

ପୁରୀ ଅଫିସ,୧୬ା୪: ପୁରୀର ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଅଜିତ କୁମାର ପରିଡ଼ା ଭାସ୍କର୍ଯ୍ୟ କଳାରେ କରୋନା ସଚେତନାର ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଘରେ ରହିବା, ମୁହଁରେ ମାସ୍କ ବାନ୍ଧିବା, ହାତକୁ ଭଲ ଭାବେ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା…

୧୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୧୬ା୪-ଭଦ୍ରକ ଜିଲା ପୁରୁଣାବଜାର ପୋଲିସ ବୁଧବାର ଧନାଟୋଲା ଅଞ୍ଚଳରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏନେଇ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏଥିପୂର୍ବରୁ ଭଦ୍ରକ ଟାଉନ ପୋଲିସ ବନ୍ତଛକ ପୋଲ ତଳେ ପ୍ରାୟ ୩୨…

ଚିଲିକାରେ ମୁହାଣ ଖୋଲିବା ଆଶଙ୍କା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ବ୍ରହ୍ମଗିରି, ୧୬ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜିଛି ମାଲେସିଆର କଣ୍ଟେନର। ଏହା ଯୋଗୁ ଚିଲିକାରେ ଆଉ ଏକ ନୂଆ ମୁହାଣ ଖୋଲିବାର ଆଶଙ୍କା କରାଯାଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବା ସମୟରେ ସ୍ଥାନୀୟ ବିଧାୟକ ଲଳିିତେନ୍ଦୁ ବିଦ୍ୟାଧର ମହାପାତ୍ର…

ତାଳଚେରରୁ ଦେଓଘର: ସାଇକେଲରେ ଫେରୁଛନ୍ତି ୭ ଶ୍ରମିକ

କେନ୍ଦୁଝର,୧୬ା୪ (ସ୍ବ.ପ୍ର.): ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର ଆହ୍ବାନ କରିଛନ୍ତି। ଏହା ସତ୍ତ୍ୱେ ଅନେକ ସମୟରେ ଶ୍ରମିକମାନେ ଗାଡିରେ, ଚାଲିଚାଲି ଓ ସାଇକେଲରେ…

ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ ଆଖପାଖ ଅଞ୍ଚଳର ଦୁଗ୍ଧଚାଷୀ ମଧ୍ୟ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରୀ ହେଉ…

ଲକ୍‌ ଡାଉନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ବନ୍ତ,୧୬।୪(ଡି.ଏନ୍‌.ଏ.): କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍‌ ଡାଉନ ଉଲଂଘନକାରୀଙ୍କ ଠାରୁ ୬ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ମାକ୍ସ ବ୍ୟବହାର କରି ନ…

୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ ତାତିର ପ୍ରଭାବ ପରିଲକ୍ଷିତ ହୋଇଛି। ସନ୍ଧ୍ୟାରେ ଗରମ…

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଗାଁରେ ଅଶାନ୍ତି

ଚିତ୍ରଡା,୧୬ା୪(ଡ଼ି.ଏନ୍‌.ଏ.)- ମହାମାରୀ କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାରା ରାଜ୍ୟ ଏବେ ତାଲା ବନ୍ଦ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ…

ବ୍ୟାଙ୍କରେ ଭିଡ଼: ମ୍ୟାନେଜରଙ୍କୁ ତାଗିଦ

ପିପିଲି,୧୬ା୪(ଡି.ଏନ.ଏ): ସାତଶଙ୍ଖ ଆନ୍ଧ୍ରା ବ୍ୟାଙ୍କରେ ବୁଧବାର ଅସମ୍ଭାଳ ଭିଡ଼ ଲାଗିଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଉଜ୍ୱଳା ଯୋଜନାରେ ଗ୍ୟାସ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ଶହ ଶହ ଗ୍ରାହକ ଗହଳି ଲଗାଇଥିଲେ। ଖବର ପାଇ…

ସଫଳତାର ସହ ମହିଳାଙ୍କ କହୁଣି ପ୍ରତିରୋପଣ

ଜଟଣୀ,୧୬ା୪(ଡି.ଏନ.ଏ.): ଜଟଣୀସ୍ଥିତ ରେଲୱେ ମେଡିକାଲରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ଭାଙ୍ଗି ଯାଇଥିବା ବାମ ହାତ କହୁଣି ସଫଳତାର ସହ ଅସ୍ତ୍ରୋପଚାର ଦ୍ୱାରା ପୟତିରୋପଣ କରାଯାଇଛି। ବୃଦ୍ଧାଙ୍କ ନାମ କନକଲତା ସାହୁ। ରେଲୱେରେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ସେକ୍ସନ ଅଫିସର କୁବେର…

କଟକଣା ଉଲ୍ଲଂଘନ, ୨୦ ଗିରଫ

ଅନୁଗୋଳ ଅଫିସ, ୧୬।୪- ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ମୋଟ୍‌ ୨୦ ଜଣ ଗିରଫ ହୋଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ୫ଟି ମୋଟର ସାଇକେଲ, ଗୋଟିଏ ଅଟୋ ରିକ୍ସା ଓ ମଦ ଜବତ କରାଯାଇଥିବା ଏସ୍‌ପି ଜଗମୋହନ ମୀନା…

ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?