ଆମ ଜିଲା ଖବର

ଏସ୍‌ଭିଏମ୍‌ କଲେଜ ଆଖପାଖରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୧୫ା୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରକୁ ଫେରୁଛନ୍ତି। ଏହିକ୍ରମରେ ବିଭିନ୍ନ ରାଜ୍ୟରୁ ପ୍ରତ୍ୟହ ଶତାଧିକ ପ୍ରବାସୀ ଜଗତ୍‌ସିଂହପୁର ଜିଲାକୁ ଆସୁଛନ୍ତି। ଜଗତ୍‌ସିଂହପୁରରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଏସ୍‌ଭିଏମ୍‌ (ସ୍ବାମୀ ବିବେକାନନ୍ଦ…

ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ ନୂଆପଡା ଜିଲା ଖରିଆର ବ୍ଲକର ଲକ୍ଷ୍ମଣ ଦୁଣ୍ଡି ଏହାକୁ ତିଆରି କରିଛନ୍ତି। ମାତ୍ର…

୧୮୮ ସେବକଙ୍କ ସ୍ବାବ୍‌ ସଂଗ୍ରହ ଶେଷ

ପୁରୀ ଅଫିସ,୧୫ା୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ଯେପରି ଠିକ୍‌ ସମୟରେ ରଥ ପ୍ରସ୍ତୁତ ହୋଇପାରିବ ତାହାର…

ମିଛ ସୂଚନା ପୋଷ୍ଟ କରି ଅଡୁଆରେ ନାରୀନେତ୍ରୀ

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁରରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ମିଛ ସୂଚନା ଦେଇ ଏବେ ଜଣେ ମହିଳା ନେତ୍ରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ହେଲେ ଭାରତୀ ପଣ୍ଡା। ସେ ଏକ ଜାତୀୟ ଦଳର ସଦସ୍ୟା ଅଛନ୍ତି। ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ସେ…

ଚାଉଳ ଦେଲେ କ’ଣ ହେବ, ପାଣି ନାହିଁ

ସମ୍ବଲପୁର,୧୫।୫ (ବ୍ୟୁରୋ): ଚାଉଳ ଦେଲେ କ’ଣ ହେବ, ପାଣି ଦିଅ। ନ ହେଲେ କିଭଳି ଭାତ ରୋଷେଇ ହେବ । ପ୍ରଥମେ ପିଇବାକୁ ପାଣି ତା ପରେ ପେଟକୁ ଖାଇବାକୁ ଦିଅ। ବାରମ୍ବାର ସବୁ ଅଫିସକୁ ଯାଇ ଅଭିଯୋଗ କରିଛୁ। ଗୁହାରୀ…

ହ୍ବାଟ୍ସଆପ୍‌ରେ ଲୋକଙ୍କୁ ଉତ୍ତର ଦେଉଛନ୍ତି ଏସ୍‌ପି

ସମ୍ବଲପୁର,୧୫।୫ (ବ୍ୟୁରୋ): ସମ୍ବଲପୁର ପୋଲିସ ଲକ୍‌ଡାଉନ୍‌ ସମ୍ପର୍କରେ ଠିକ୍‌ ସୂଚନା ଦେବା ପାଇଁ ଏକ ହ୍ବାଟ୍ସଆପ ନମ୍ବର (୯୪୩୮୯୧୬୫୫୦) ସର୍ବସାଧାରଣ କରିଛି। ଏହା କେବଳ ଦିନ ୧୧ଟାରୁ ୧୨ ପର୍ଯ୍ୟନ୍ତ ଖୋଲା ରହୁଛି। ନିଜେ ଏସ୍‌ପି କନୱର ବିଶାଳ ସିଂ ଏହାକୁ…

ବରୀ ବ୍ଲକ: ୧୨୩ ଜଣଙ୍କ ସ୍ବାବ୍‌ ସଂଗ୍ରହ କଲା ଜିଲା ସ୍ବାସ୍ଥ୍ୟବିଭାଗ

ରତ୍ନଗିରି,୧୫।୫(ଡି.ଏନ୍‌.ଏ.)-ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗର ୨ଟି ଟିମ୍‌ ଶୁକ୍ରବାର ବରୀ ବ୍ଲକ ଗ୍ରସ୍ତରେ ଆସି ୨ଟି କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ୧୨୩ ଜଣଙ୍କ ସ୍ବାବ୍‌ ସଂଗ୍ରହ କରିଛନ୍ତି। ଗୋଟିଏ ଟିମ୍‌ ରତ୍ନଗିରିଠାରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ୫୦ ଜଣଙ୍କ ସ୍ବାବ୍‌ ସଂଗ୍ରହ…

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ ମର୍ଯାଦା ସହ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବାସ ମୁଖାଗ୍ନୀ ଦେଇଛନ୍ତି। ଏହି ସମୟରେ ନିମାପଡ଼ାର…

ବାଲିଘାଟ ନିଲାମ ନେଇ ତତ୍ପରତା: କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର

ବନ୍ତ,୧୫।୫(ଡି.ଏନ୍‌.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ସାଳନ୍ଦୀ ନଦୀର ବିଭିନ୍ନ ବାଲିଘାଟ ନିଲାମ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ ଖଣି ଯୋଜନାର ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତି, ଆଗରପଡା ରାଜସ୍ବ ନୀରିକ୍ଷକଙ୍କ ସହିତ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ…

ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍‌ଡାଉନ୍‌

ବନ୍ତ,୧୫।୫(ଡି.ଏନ୍‌.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ଶନିବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ସେ ଶୁକ୍ରବାର…

୨ ପଞ୍ଚାୟତକୁ କରାଗଲା ସାନିଟାଇଜ

ବଇଣ୍ଡା,୧୫।୫(ଡି.ଏନ.ଏ.)-ବାମୁର ଅଗ୍ନିଶମ ବିଭାଗ ପକ୍ଷରୁ ଶୁକ୍ରବାର ହଣ୍ଡପା ଓ ଉରୁକୁଳା ପଞ୍ଚାୟତର ପଞ୍ଚାୟତ ଗୃହ, କ୍ୱାରାଣ୍ଟାଇନ ସେଣ୍ଟର, ଥାନା, ମେଡ଼ିକାଲ, ହଣ୍ଡପା ବଜାର ସହ ବିଭିନ୍ନ ଅନୁଷ୍ଠାନକୁ ସାନିଟାଇଜ କରାଯାଇଛି। ବାମୁର ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ବେହେରା, ରଞ୍ଜନ ନାୟକ,…

ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ

ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ. ମାଗି ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?