କରୋନା ଚିନ୍ତା: ବ୍ରହ୍ମପୁରରେ ଫୁଲରେ ହୋଲି ଖେଳିଲେ ଦିବ୍ୟାଙ୍ଗ ଛାତ୍ରୀ
ବ୍ରହ୍ମପୁର ଅଫିସ,୧୦ା୩- ଭାରତରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ଓ ସଚେତନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାପ୍ରଶାସନ ପକ୍ଷରୁ ସର୍ବସାଧାରଣରେ ଦଳଗତ ହୋଲି ନ ଖେଳିବାକୁ କୁହାଯାଇଥିଲା। କରୋନା ପାଇଁ...
ହୋଲିରେ ପୋଲିସର ଚଢାଉ: ୪ ଲକ୍ଷ ଟଙ୍କାର ମଦ ଜବତ, ୫ ଗିରଫ
ଆନନ୍ଦପୁର, ୧୦।୩(ସ୍ବ.ପ୍ର.)-ହୋଲିରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ କରାଯାଇ ଚୋରା ମଦ ବ୍ୟବସାୟୀଙ୍କ ଘରେ ଏବଂ ମଦ ବିକ୍ରି ସ୍ଥାନରେ ଚଢାଉ କରାଯାଇଛି। ରାମଚନ୍ଦ୍ରପୁର ଥାନା ଏସ୍ଆଇ ବିଶ୍ୱଜିତ୍ ବେହେରାଙ୍କ ନେତୃତ୍ୱରେ ଗୋଟିଏ ସ୍ବତନ୍ତ୍ର...
ଦୁଇଶହ ବର୍ଷର ପରମ୍ପରା: ପିଞ୍ଛାବଣିଆ ଦୋଳ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁ
ବୈଶିଙ୍ଗା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳର ଏକ ବିରାଟ ପଡ଼ିଆରେ ଗତ ଦୁଇ ଶହ ବର୍ଷ ଧରି ଆୟୋଜିତ ହୋଇଆସୁଛି ପିଞ୍ଛାବଣିଆ ମେଳା। ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହମାନଙ୍କୁ ନାମ ସଂକୀର୍ତ୍ତନ ଦ୍ବାରା ପରିକ୍ରମା...
କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ
କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ ପାଇଁ ଲୋକେ ଅବିରରେ ହୋଲି ଖେଳୁଥିବା ଦେଖିବାକୁ ମିଳିଥିଲା। ଝିଅ ବୋହୂମାନେ ମଧ୍ୟ...
ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ
ଉମରକୋଟ,୧୦ା୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା ନ ଥିବା ପୋଲିସ ପ୍ରକାଶ କରିଛି। ସୂଚନା ପ୍ରକାରେ, ଗାଁର ଜଣେ ୧୬...
ଡାଲା ଅଟୋ- ବାଇକ୍ ଧକ୍କା: ଜଣେ ମୃତ, ୭ ଆହତ
ଆସିକା,୧୦।୩(ଡି.ଏନ୍.ଏ.)- ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ନିମିନା ଗ୍ରାମ ନିକଟରେ ସୋମବାର ରାତିରେ ଏକ ଡାଲା ଅଟୋ ସହ ବାଇକ୍ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବାଇକ୍...
ହୋଲିରେ ଦୁର୍ଘଟଣା: କେନ୍ଦୁଗୁଡ଼ା ଡ୍ୟାମ୍ରେ ବୁଡ଼ି ୩ ମୃତ
ରାୟଗଡ଼ା ଅଫିସ,୧୦ା୩: ରାୟଗଡ଼ା ଜିଲା ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଲି ଖେଳି ୩ ସାଙ୍ଗ ଅପରାହ୍ନରେ ଗାଧୋଇବାକୁ ଯାଇଥିବାବେଳେ କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ପଦ୍ମପୁର ଗ୍ରାମର ଏ. ବରୁଣ ଆଚାରୀ(୧୯),...
ବାଇକ୍ ଧକ୍କାରେ ଜଣେ ମୃତ, ୩ ଗୁରୁତର
ଅତାବିରା/ଚିପିଲିମା/ଭେଡେନ,୧୦।୩(ଡି.ଏନ୍.ଏ.): ହୋଲିକୁ ନେଇ ଚାରିଆଡ ଉତ୍ସବମୁଖର ଥିବା ବେଳେ ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ୫୪ନଂ ଜାତୀୟ ରାଜପଥ ଭେଡେନ ଥାନା ତଥା ରୁଷୁଡ଼ା ଫାଣ୍ଡି ଅଧୀନ ମେହେନା ଛକ ନିକଟରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା...
ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ
ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ କିଛିଦିନ ଧରି ଖୋର୍ଦ୍ଧା ସହରରେ ଜାଲ ନୋଟ କାରବାର ହେଉଥିବା ନେଇ ଅଭିଯୋଗ...
ସହର ପ୍ରବେଶ ପଥରେ ଗାଡ଼ି ଯାଞ୍ଚ
ଅନୁଗୋଳ ଅଫିସ୍, ୧୦ା୩- ହୋଲିରେ ଚୋରି, ଡକାୟତି, ଲୁଟପାଟ ତଥା ଦୁର୍ଘଟଣା ରୋକିବାକୁ ଅନୁଗୋଳ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ସମସ୍ତ ଗାଡ଼ିମୋଟର ଯାଞ୍ଚ କରୁଛନ୍ତି ।ରାସ୍ତାରେ ନାକାବନ୍ଦୀ କରାଯାଇ ସଂଶୋଧିତ...
ରୋଗୀଙ୍କ ମୃତ୍ୟୁକୁ ନେଇ ପିଆରଏମ୍ ମେଡିକାଲରେ ଉତ୍ତେଜନା
ବାରିପଦା ଅଫିସ, ୧୦।୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ପିଆରଏମ୍ ମେଡିକାଲରେ ଭୁଲ ଚିକିତ୍ସା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ସମ୍ପର୍କୀୟମାନେ ପ୍ରତିବାଦରେ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ମୃତକ ହେଲେ ବାରିପଦା ସହର ପୁରୁଣାହାଟ...
ହୋଲି ଖେଳସାରି କାଠଯୋଡ଼ିରେ ଗାଧୋଇବା ବେଳେ ବାଳକ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି
ନରାଜ,୧୦।୩ (ଡି.ଏନ୍.ଏ.): ହୋଲିରେ ରଙ୍ଗ ଖେଳି ଗାଧୋଇବା ବେଳେ କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ଅରିଲ ଗ୍ରାମ ନିକଟ କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଜଣେ ବାଳକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଭୁବନେଶ୍ୱରର ଏକ...
Archives


