ସଚେତନତା ପାଇଁ ଗାଁ ମୁଣ୍ଡରେ ଫାଟକ
କେନ୍ଦୁଝର, ୩୦ା୩(ସ୍ବ.ପ୍ର.)-ଆମେ ବାହାରକୁ ଯିବୁନି କି ବାହାର ଲୋକଙ୍କୁ ଆମ ଗାଁରେ ପଶିବାକୁ ଦେବୁନାହିଁ ା ଏଭଳି ନିଷ୍ପତ୍ତି ନେଇଛନ୍ତି ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ହୁଣ୍ଡୁଳା ଗାଁର ଯୁବକ ଓ ସ୍ବୟଂ ସହାୟକ ଗୋଷ୍ଠୀ ା ବାହାରକୁ ଯାଇ...
ରୋଜଗାର ହରାଇ ଘରମୁହାଁ
କେନ୍ଦୁଝର, ୩୦ା୩(ସ୍ବ.ପ୍ର.)-ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ଖେଳାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକ୍ଡାଉନ ଘୋଷଣା କରାଯାଇଛି। ଜରୁରୀ କାମ ନ ଥିଲେ ଲୋକେ ପଦାକୁ ବାହାରି । ଏଭଳି ପରିସ୍ଥିତିରେ ବାହାରୁ ରାଜ୍ୟରୁ ଆସି...
ବାଙ୍ଗାଲୋରରେ ଫସିଛନ୍ତି ଓଡ଼ିଆ: ବିସ୍କୁଟ ଖାଇ ବିତୁଛି ଦିନ
ବିଶୋଇ,୩୦ା୩(ଡି.ଏନ୍.ଏ.)- ‘ସାର ଆମକୁ ଆମ ଘରକୁ ନେଇ ଯାଆନ୍ତୁ। ଘର କଥା ମନେ ପଡୁଛି । ପାଖରେ ଟଙ୍କା ନାହିଁ ବିସ୍କୁଟ ଖାଇ ଦିନ କଟୁଛି’ ଏହିଭଳି କୋହଭରା କଣ୍ଠରେ ଗୁହାରି କରିଛନ୍ତି ବାଙ୍ଗାଲୋରରେ ଫଶି ରହିଥିବା ଓଡ଼ିଆ ଯୁବକମାନେ।...
ଅସହାୟ ବ୍ୟକ୍ତି, ବୁଲା ଗୋରୁଙ୍କୁ ଆହାର ଯୋଗାଇଲେ
ଉଦଳା,୩୦ା୩(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ବ୍ୟକ୍ତି, ବୁଲା କୁକୁର ଓ ଗୋରୁ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ସେମାନଙ୍କ ମୁଁହରେ ମୁଠାଏ ଦାନା ଦେବା...
ହାଟ ବନ୍ଦ କଲେ ବିଡିଓ
ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ ନିୟନ୍ତ୍ରଣ କରିବା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି। ସେ ଖଇରା ବ୍ଲକର ଖଇରା, ଡୁଙ୍ଗୁରା,...
ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା
ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ...
ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ
ବୌଦ୍ଧ, ୩୦ା୩ (ସ୍ବପ୍ର): ବୌଦ୍ଧ ବୁଟୁପାଲିର ଗଙ୍ଗାଧର ସ୍ବେଚ୍ଛାସେବୀ ସମିତି ରବିବାର ଜଣେ ବୃଦ୍ଧଙ୍କ ଶବ ସତ୍କାର କରଛି। ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ନାରାୟଣପୁର ସ୍ବଧାର ଗୃହରେ ରହୁଥିବା ଜଣେ ବୃଦ୍ଧଙ୍କ ରବିବାର ମୃତ୍ୟ ଘଟିଥିବା...
ଏମ୍ପି ଲ୍ୟାଡରୁ ଅଢ଼େଇ କୋଟି ଦେଲେ ଅଚ୍ୟୁତ
ଭଞ୍ଜନଗର,୨୯।୩(ଡି.ଏନ.ଏ)-କନ୍ଧମାଳ ଏମ୍ପି ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ଏମ୍ପି ଲ୍ୟାଡରୁ ଅଢ଼େଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରୁ କନ୍ଧମାଳକୁ ୧ କୋଟି ୧୦ଲକ୍ଷ, ବୌଦ୍ଧକୁ ୭୦ ଲକ୍ଷ, ଗଞ୍ଜାମକୁ ୩୫ ଲକ୍ଷ ଓ ନୟାଗଡ଼ ଜିଲାକୁ...
ମନଇଚ୍ଛା ପାସ୍ ବଣ୍ଟନ କରୁଛି ବ୍ଲକ ପ୍ରଶାସନ: ସରପଞ୍ଚଙ୍କ ସ୍ବାମୀଙ୍କୁ ସରପଞ୍ଚ ମାନ୍ୟତା
ଜୁନାଗଡ,୨୯।୩(ଡି.ଏନ୍.ଏ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍ ଦିଆଯାଉଛି। ଏହି ପାସ୍ଗୁଡିକ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ମନଇଚ୍ଛା ଦିଆଯାଉଥିବା ଅଭିଯୋଗ ହେଉଛି। ଏକାଧିକ...
ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ
ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ...
କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪
ରୂପ୍ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା। ଶନିବାର ରାତିରେ ପୋଲିସ ଚଢ଼ାଉ କରି ଜୁଆ ଆଡ୍ଡାରୁ ୪ଜଣଙ୍କୁ ଗିରଫ କରିବା...
ବାହାର ରାଜ୍ୟରେ ଫସିଛନ୍ତି ମୟୂରଭଞ୍ଜର ଶତାଧିକ ଯୁବକ
ବାରିପଦା ଅଫିସ, ୨୯ା୩- ମୟୂରଭଞ୍ଜ ଜିଲାର ବିିଭିନ୍ନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶତାଧିକ ଯୁବକ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ଭିଡ଼ିଓ ପୋଷ୍ଟ କରି ଆକୁଳ ନିବେଦନ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ...
Archives


