ଏମ୍କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩
ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏମ୍କେସିଜି ମେଡିକାଲରେ ଶନିବାର ୫...
ଭାଲୁ ଆକ୍ରମଣରେ ଜଣେ ଗୁରୁତର
ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବନ ବିଭାଗ ଜରିଆରେ ଜିଲା ମୁଖ୍ୟ...
ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ
ମାଲକାନଗିରି,୩୦ା୩ (ଡି.ଏନ୍.ଏ.): କରୋନା ଭାଇରସ୍ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ...
କାନ୍ଥ ତାଡ଼ି ୧୫ ମୋବାଇଲ, କମ୍ପ୍ୟୁଟର ଚୋରି
ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଛକ କନକ ଦୁର୍ଗା ବଜାରରେ ରବିବାର ରାତିରେ ଖାଲଙ୍ଗା ଗ୍ରାମର ପ୍ରଦୀପ ପ୍ରଧାନ (୩୩) ଙ୍କ ମୋବାଇଲ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ କାନ୍ଥ ତାଡ଼ି ୧୫ଟି ମୋବାଇଲ, ହାର୍ଡ...
ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ
ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ପରିବାର ପ୍ରତି ୪ ଦିନର ରାସନ ସାମଗ୍ରୀ...
କଟକଣା ମାନୁନାହାନ୍ତି ଲୋକେ, ବ୍ୟାଙ୍କରେ ଭିଡ଼
ଆଠମଲ୍ଲିକ/ବନ୍ତଳା, ୩୦ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ସୋମବାର ଅନୁଗୋଳ ଜିଲାର ବିଭିନ୍ନ ବ୍ୟାଙ୍କର ଲୋକେ ଗହଳି ଜମାଇଥିବା ଦେଖତ୍ବାକୁ ମିଳିଛି । ଆଠମଲ୍ଲିକ ସଦର ମହକୁମା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଭତ୍ତା ପାଇଁ...
କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ
ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ...
ଖାଉଟି ସାମଗ୍ରୀ ଚଢା ଦର ଉପରେ ଲାଗିଲା ଅଙ୍କୁଶ
ଗୁଡଭେଲା,୩୦।୩(ଡିଏନଏ):କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ଓ ଗୁଡଭେଲା ବ୍ଳକର ବିଭିନ୍ନ ଅଞ୍ଚଳର ବଜାର ବନ୍ଦ ରହିଥିବା ବେଳେ ଖାଉଟି ସାମଗ୍ରୀ, ଔଷଧ ଓ ପନିପରିବା ଦେକାନକୁ ଛାଡି ଅନ୍ୟ ସମସ୍ତ ଦେକାନ ବଜାର ବନ୍ଦ କରାଯାଇଛି ା ଏହାର...
ମନ୍ଦିର ପରିସରରେ ଚିକେନ କରି ଖାଇବା ପଡ଼ିଲା ମହଙ୍ଗା: ୩ ପୂଜକ କୋର୍ଟ ଚାଲାଣ
ତାଳଚେର,୩୦।୩(ନି.ପ୍ର.): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ...
ଏନ୍ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ
ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି। ୧୩ଟି ପଞ୍ଚାୟତର ୧୩ଟି ସ୍ଥାନରେ ଅସ୍ଥାୟୀ ଶିବିର କରାଯାଇଛି। ୩୪୫ଟି ଶଯ୍ୟା ବବସ୍ଥା...
କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ
ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ...
କରୋନା ପ୍ରତିହତ ପାଇଁ ଗାଁ ଗାଁରେ ଶପଥ ପାଠ କରାଇଲା ପୋଲିସ
ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍.ଏ.): କରୋନା ସଂକ୍ରମିତକୁ ପ୍ରତିହତ କରିବା ପାଇଁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଦିନରାତି ବିଭିନ୍ନ ଗାଁ, ଛକ ବଜାର ବ୍ଲକିଂ ସହ ପାଟ୍ରୋଲିଂ କରି ଅମାନିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଉଛି। ସୋମବାର ଆଇଆଇସି କୌଶିକ ମାଝି...
Archives


