ଗାଁକୁ ସାନିଟାଇଜ କଲେ ଯୁବଗୋଷ୍ଠୀ
ଆରଡ଼ି,୫।୪(ଡି. ଏନ.ଏ.): କରୋନା ମୁକାବିଲା ଲାଗି ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡା ଗ୍ରାମର କେତେକ ଯୁବକ ରବିବାର ନିଜ ଗାଁକୁ ସାନିଟାଇଜ କରିଛନ୍ତି। ସେମାନେ ନିଜ ଖର୍ଚ୍ଚରେ ସାନିଟାଇଜ କିଣି...
ଜଗତସିଂହପୁର ଜିଲାର ସମସ୍ତ ନମୁନା ନେଗେଟିଭ୍
ଜଗତ୍ସିଂହପୁର ଅଫିସ, ୫।୪: କରୋନା ଭୂତାଣୁ (କୋଭିଡ୍-୧୯ ) ସଂକ୍ରମଣକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଭୟ ଆପାତତଃ ଦୂର ହୋଇଛି। କାରଣ ଖବର ଲେଖାହେବା ଭିତରେଜଗତସିଂହପୁର ଜିଲାରୁ ଯାଇଥିବା ସମସ୍ତ 38ଟି ଯାକ ନମୁନା ରିପୋର୍ଟ ନେଗେଟିଭ୍...
କେନ୍ଦୁଝରରେ ଔଷଧ ଅଭାବ
କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁ ନାହିଁ ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି...
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ-୨ର ୭୦ ବର୍ଷୀୟ ବୃଦ୍ଧ ଅଟନ୍ତି। ସେ ଗତ ୨୨ରେ ଅଷ୍ଟ୍ରେଲିଆରୁ ଫେରିଥିଲେ। ସେଠାରୁ...
ବିଦ୍ୟୁତ ଆଘାତରେ ବାଳକ ଗୁରୁତର, ମାନବିକତା ଦେଖାଇଲେ ଥାନାଧିକାରୀ
ନରାଜ,୫/୪(ଡି. ଏନ.ଏ) – କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ୭ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ସହି ଗ୍ରାମର ଆଦିତ୍ୟ ଦାସ। ଖବରରୁ ପ୍ରକାଶ, ରବିବାର ଆଦିତ୍ୟ ଘରେ...
ପାଟଣା ବ୍ଲକରେ ୯୪୦ ଆଇସୋଲେଶନ ବେଡ଼
ପାଟଣା,୫।୪(ସ୍ୱ.ପ୍ର.): ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ତରଫରୁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତ ଅଧୀନ ୨୦ଟି ବିଦ୍ୟାଳୟରେ ମୋଟ ୮୪୦ଟି ଆଇସୋଲେଶନ...
ମଦ ବିକ୍ରିବେଳେ ଚଢ଼ାଉ
ବଇଣ୍ଡା, ୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଠାକୁରଗଡ ଥାନା ପୋଲିସ ଶନିବାର ରାତିରେ ସାନହୁଲା ଗ୍ରାମରେ ଚଢ଼ାଉ କରି ମଦ ବିକ୍ରି ଅଭିଯୋଗରେ କରୁଣାକର ପ୍ରଧାନଙ୍କୁ ଗିରଫ କରିଛି । ତାଙ୍କଠାରୁ ଦେଶୀ ମଦ ଜବତ କରାଯାଇ ନଂ. ୩୯/୨୦ରେ ମାମଲା...
ଗ୍ରାମବାସୀଙ୍କୁ ସଚେତନ କରିବାକୁ ବୈଠକ
ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିକା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ । ସମସ୍ତେ ସଚେତନ ସହ ପ୍ରତି ମୁହୂର୍ତ୍ତରେ ସତର୍କ ରହିଲେ ସଂକ୍ରମଣରୁ ରକ୍ଷା ପାଇପାରିବେ । ଗ୍ରାମାଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଏ ନେଇ ଅବଗତ...
ବାହାର ରାଜ୍ୟ ଶ୍ରମିକଙ୍କୁ କାଉନ୍ସେଲିଂ କଲା ମନସ୍ତତ୍ୱବିତ୍ ଟିମ୍
ଛତ୍ରପୁର,୫।୪ (ଡି.ଏନ.ଏ. )- ବାହାର ରାଜ୍ୟର ଶ୍ରମିକମାନଙ୍କୁ ଅତିଥି ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ଲକ ଡାଉନ ଗଞ୍ଜାମରେ...
ଅସହାୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
ଭଣ୍ଡାରିପୋଖରୀ ,୫।୪ (ଡ଼ି.ଏନ.ଏ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ଵସବାସ କରୁଥିବା ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ସରପଞ୍ଚ ମନୋଜ ନାୟକଙ୍କ ତତ୍ତ୍ଵାବଧାନରେ ରାନ୍ଧଖାଦ୍ୟ ବିତରଣ କରାଯାଉଛି। ପଞ୍ଚାୟତର ସିମିଳିଆ,ମଳିପଦି,ମହାମାଲ୍ୟା...
ଲକଡାଉନ ନ ମାନି ୩ ଗିରଫ
ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ ୩ ଜଣଙ୍କୁ ପୋଲିସ ଶନିବାର ରାତିରେ ଗିରଫ କରିଛି । ସେମାନେ ହେଲେ...
୨ ହଜାରରୁ ଊର୍ଦ୍ଧ୍ୱ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଦେଲା ବିଏମ୍ସି
ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ଭୂମିହୀନ, ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧ୍ୟା ଖାଦ୍ୟ ବଂଟାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦଳ ରବିବାର ମଧ୍ୟାହ୍ନରେ ବିଭିନ୍ନ ସ୍ଥାନରେ ରନ୍ଧ୍ୟା...
Archives


