ଆମ ଜିଲା ଖବର

ସୋମବାର ଝାରସୁଗୁଡ଼ା ଆସିବେ ଡିଜିପି

ଝାରସୁଗୁଡା ଅଫିସ,୧୨।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲା ଗସ୍ତରେ ଆସିବେ। ଏ ନେଇ ଝାରସୁଗୁଡା ଜିଲା ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି ରବିବାର ସୂଚନା ଦେଇଛନ୍ତି। ଏହି ଗସ୍ତ କାଳରେ ଅପରାହ୍ନ ୨ଟା...

ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ଧରପଗଡ଼: ୬୫ ନାମ ପଞ୍ଜୀକରଣ କଲା ବିଜେପୁର ପୋଲିସ

ବିଜେପୁର,୧୨।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିରୋଧ କରିବାକୁ ସାରା ରାଜ୍ୟରେ ଲକ ଡାଉନ ଅବ୍ୟାହତ ରହିଛି। ଏହି ସମୟରେ ବାଇକ୍‌ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ହେଲେ କିଛି ଅମାନିଆ ବାଇକ ଚାଳକ ସବୁ ନିୟମକୁ ଫୁ କରି...

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ : ସାମାଜିକ ଦୂରତା ଉପରେ ଦିଆଯାଉଛି ଗୁରୁତ୍ୱ

ବନ୍ତ,୧୨ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ବେରୋଜଗାରୀ ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଏହାକୁ ଘର ଦୁଆରମୁହଁରେ ପ୍ରଦାନ କରାଯିବାର ବ୍ୟବସ୍ଥା କରିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି...

ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଅନ୍ଧାର, ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଏଥିସହ ବିଭିନ୍ନ ବିଦ୍ୟାଳୟ ଓ...

ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ୯ ଅମାନିଆ, ୮ ଫେରାର

ବିଜେପୁର,୧୨।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ଦୂରେଇ ରହିବାକୁ ମାସ୍କ ପିନ୍ଧିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ହେଲେ ବହୁ ଅମାନିଆ ଏହାକୁ ଖାମଖିଆଲୀ ଭାବେ ନେଇ ମାସ୍କ ପିନ୍ଧୁ ନାହାନ୍ତି। ଫଳରେ ବରଗଡ଼ ଜିଲା ବିଜେପୁର ଏନ୍‌ଏସି ପକ୍ଷରୁ ଅଚାନକ...

ହାତୀ ଆକ୍ରମଣରେ ଯୁବକ ମୃତ

ରାସୋଳ, ୧୨ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଲିବୁରେଇ ସେକ୍ସନ ଗୋବିନ୍ଦପୁର ଗ୍ରାମର ପଙ୍କଜ ସାମଲଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଭୋରରୁ ସେ ଖଲିବୁରେଇ ଯିବାବେଳେ ବାଟରେ ହାତୀ ହାବୁଡରେ ପଡିଯାଇଥିଲେ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ...

କରୋନା ସଚେତନତା ସୃଷ୍ଟିକଲେ ଯୁବଗୋଷ୍ଠୀ

ବନ୍ତ,୧୨ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସଖୀପାଟଣା ଗ୍ରାମରେ କରୋନା ଭୂତାଣୁ ପ୍ରତିହତ ପାଇଁ ଚାରିଆଡ଼େ ସଫେଇ ଚାଲିଛି। ୱାର୍ଡ ସଭ୍ୟା ଗୀତାଞ୍ଜଳି ବାରିକଙ୍କ ତତ୍ତ୍ୱାବଧାନରେ ବ୍ଲକ ସାଧନ ପ୍ରଶିକ୍ଷକ ପ୍ରଫୁଲ୍ଲ ଦାସ, ଘନଶ୍ୟାମ ବେହେରା, ଗୁରୁଚରଣ ବେହେରା,...

ଇନ୍ଦୋରରେ ଫସିଛନ୍ତି ୧୫ ଓଡ଼ିଆ ଶ୍ରମିକ, ଭିଡିଓ ଯୋଗେ ରନ୍ଧାଖାଦ୍ୟ ଯୋଗାଇବାକୁ କଲେ ନିବେଦନ

ବରଗଡ଼ ଅଫିସ,୧୨ା୪ : ଲକ୍‌ଡାଉନ୍‌ ଯୋଗୁ ଇନ୍ଦୋର(ଅହମଦାବାଦ)ରେ ୧୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ସେଠାରେ ଫସି ରହିଥିବା ଶ୍ରମିକମାନେ ହେଲେ, ରଘୁ ବାଗ, ଗଣେଶ ପ୍ରଧାନ, ସୁଶାନ୍ତ କୁମାର ସାମଲ, କିଶନ ଶର୍ମା,...

ହିଞ୍ଜିଳିରୁ ପରିବା ଯିବ ଭୁବନେଶ୍ୱର: ଉପଜିଲାପାଳ

ହିଞ୍ଜିଳିକାଟୁ,୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପରିବା ଉତ୍ପାଦନ ପାଇଁ ଜିଲାରେ ପ୍ରସିଦ୍ଧ। ମାତ୍ର କରୋନା କଟକଣା ଯୋଗୁ ଏବେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛି। ଏପରି ଅଭିଯୋଗ ପାଇବା ପରେ ଚାଷୀଙ୍କ ଉପତ୍ାଦିତ ପରିବା ଭୁବନେଶ୍ୱର ଓ...

‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବରଗଡ଼ ପୌରପରିଷଦ

ବରଗଡ଼ ଅଫିସ,୧୨ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ମଧ୍ୟ ଲାଗୁ କରାଯାଇଛି। ମାତ୍ର ମାଛ, ମାଂସ, ପରିବା ବଜାରଠାରୁ ଆରମ୍ଭ କରି ରାଶନ ବଣ୍ଟନ ପାଇଁ ପ୍ରଶାସନ ପକ୍ଷରୁ...

ଅସୁସ୍ଥ ଦନ୍ତାର ଜୀବନଗଲା

ସୋନପୁର,୧୨ା୪(ନି.ପ୍ର.) : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବାହାଲି ଜଙ୍ଗଲରେ ରବିବାର ଏକ ପ୍ରାପ୍ତବୟସ୍କ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ହାତୀଟି ଅସୁସ୍ଥ ଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଦାନ୍ତ କଟାଯାଇ ବାହାର କରାଯିବ। ପରେ ମୃତଦେହକୁ ମାଟିଖୋଳି...

ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ ଏହା ଗଛରେ ହିଁ ନଷ୍ଟ ହେଉଛି। ଏହାକୁ ନେଇ କିଆ ଫୁଲ ଚାଷୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri