ଆମ ଜିଲା ଖବର

ଏସ୍‌ଏଚ୍‌ଜି ବାଣ୍ଟିଲା ଶୁଖିଲା ଖାଦ୍ୟ

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ମଝିସାହି ଶକ୍ତି ଓମ୍‌ ସାଇ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଦିନମଜୁରିଆମାନେ କାମଧନ୍ଦା ପାଉନାହାନ୍ତି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି।...

ରୋଜଗାର ମାଗିଲେ ଯାଯାବର

(ଅଜିତ ଧଳ) ଛେଣ୍ଡିପଦା,୧୨ା୪ – ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ନେବାକୁ ବହୁ ଥିଲାବାଲାଙ୍କ ହାତ ଲମ୍ବି ଆସୁଥିବା ବେଳେ ଖାଦ୍ୟ ସାମଗ୍ରୀ ଧରି ଘରଦୁଆରେ ପହଞ୍ଚିଥିବା ପ୍ରଶାସନକୁ ଫେରାଇ ଦେଇଛନ୍ତି ୧୩ ଯାଯାବର ପରିବାର। ୨୧ ଦିନିଆ ଲକ୍‌ଡାଉନ୍‌...

ବାରଣ ସତ୍ତ୍ୱେ ଘରକୁ ଫେରୁଛନ୍ତି ବହିରାଗତ:  ୭ ଭୁବନେଶ୍ୱର ଫେରନ୍ତା କ୍ୱାରାଣ୍ଟାଇନ୍‌ରେ

ଦାରିଙ୍ଗବାଡ଼ି,୧୨।୪(ଡି.ଏନ.ଏ)- କରୋନା ପାଇଁ ସମସ୍ତ ଜିଲାର ସୀମାକୁ ସିଲ୍‌ କରାଯାଇଛି। ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ପାସ ହାସଲ କରି ଭଡ଼ାଗାଡ଼ି ନେଇ ଲୋକେ ଘରକୁ ଫେରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଦାରିଙ୍ଗବାଡ଼ି ଅଞ୍ଚଳରେ। ଭୁବନେଶ୍ୱର...

ମା’ ଗୃହରେ ବି ସାମାଜିକ ଦୂରତ୍ୱ

ଫୁଲବାଣୀ ଅଫିସ, ୧୨ା୪- କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସଚେତନତା କରାଯାଉଛି । ମା’ ଗୃହ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଅପହଞ୍ଚ ଅଞ୍ଚଳର ଗର୍ଭବତୀମାନଙ୍କର ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ମା’ଗୃହ କରାଯାଇଛି । ସେଠାରେ...

ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ ପାଇଁ ଚାଲିଥିବା ଳଢ଼େଇରେ ସରପଞ୍ଚମାନେ ପ୍ରତ୍ୟେକ୍ଷ ଭାବେ ସାମିଲ ହେବାକୁ ସେ କହିଛନ୍ତି।...

ଗାଡି ସାଇରନ ଶୁଣି ଧାଇଁବାବେଳେ ହୃଦ୍‌ରୋଗୀଙ୍କ ମୃତ୍ୟୁ

ବେଗୁନିଆପଡା,୧୨ା୪(ଡି.ଏନ୍‌.ଏ.)- ବେଗୁନିଆପଡ଼ା ଫାଣ୍ଡି ଖଣ୍ଡିଆନଇ ପଞ୍ଚାୟତର ତିରିଡା ଗ୍ରାମରେ ଗାଡି ସାଇରନ୍‌ ଶୁଣି ପୋଲିସ ଆସୁଥିବା ଭାବି ଧାଇଁବାବେଳେ ପଡିଯାଇ ଜଣଙ୍କର ମୃତ୍ୟୁ ଘଟିଛି l ସେ ହେଲେ ଉକ୍ତ ଗ୍ରାମର କୃଷ୍ଣ ବେହେରା (୫୧)। କୃଷ୍ଣ ଶନିବାର ଅପରାହ୍ନରେ...

ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଆସିକା,୧୨ା୪(ଡି.ଏନ୍‌.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ସହରର ବିଭିନ୍ନ ସ୍ଥାନ ବୁଲି ନିୟମ...

ଲକ୍‌ ଡାଉନ୍‌ ସମୟରେ ରକ୍ତଦାନ

କେନ୍ଦୁଝର, ୧୨।୪(ସ୍ବ.ପ୍ର.)-କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା ହୋଇଥିବାରୁ ରକ୍ତ ସମସ୍ୟା ଦେଖାଦେଇଛି। ରକ୍ତ ସମସ୍ୟା ଦୂର କରିବା ପାଇଁ ସମ୍ଭାବନା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶନିବାରଠାରୁ ସ୍ବେଚ୍ଛାକୃତ ରକ୍ତ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଙ୍ଗଠନର ସୌମ୍ୟ...

ସମ୍ପର୍କୀୟଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

ଆନନ୍ଦପୁର,୧୨।୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ପଣଷଡିହା ପଞ୍ଚାୟତ ସିକାବେଡା ଗ୍ରାମରେ ସମ୍ପର୍କୀୟଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପୋଲିସ ଶନିବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯୟୀ, ଶୁକ୍ରବାର ସନ୍ଧ୍ୟାରେ...

ମାସ୍କ ପିନ୍ଧି ନ ଥିବାରୁ ୮ ଜଣଙ୍କୁ ଜରିମାନା

ବନ୍ତ,୧୨।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଶନିବାର ୮ ଜଣ ବ୍ୟକ୍ତିଙ୍କ ଠାରୁ ମାସ୍କ ବ୍ୟବହାର କରି ନ ଥିବା ଅଭିଯୋଗରେ ପୋଲିସ ୧୬ ଶହ ଟଙ୍କା ଜରିମାନା ଆଦାୟ କରିଛି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ...

ପୂଜକଙ୍କୁ ଆର୍ଥତ୍କ ସହାୟତା ଦିଆଯାଉ

ବାରିପଦା ଅଫିସ, ୧୨ା୪- କରୋନା ଯୋଗୁଁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ୧୫ ଦିନ ହେବ ବନ୍ଦ ରହିଛି। ଫଳରେ ଏହି ମନ୍ଦିରର ପୂଜକମାନେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କୁ ଆର୍ଥତ୍କ ସହାୟତା...

ସାନିଟାଇଜ ହେଲା ସ୍ବାସ୍ଥ୍ୟକେନ୍ଦ୍ର ପରିସର

ଚିତ୍ରଡା, ୧୨।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଶନିବାର କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା କରୋନା ୱାର୍ଡ, ଓପିଡି ଆଦି ବିଭିନ୍ନ ସ୍ଥାନରେ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri