ପାନୀୟଜଳ ଦାବିରେ ରାସ୍ତାରୋକୋ
ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ରାଜ୍ୟ ରାଜପଥ ନଂ ୨...
କରୋନା ମୁକାବିଲା ବୈଠକ: ଯୋଗଦେଲେ ବିଭିନ୍ନ ସମ୍ପ୍ରଦାୟ, ଲୋକ ପ୍ରତିନିଧି
ଦାରିଙ୍ଗବାଡ଼ି,୧୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ କରୋନା ସଂକ୍ରମଣ ପ୍ରତିହତ ଏବଂ ଏହା ସଂକ୍ରମଣ ହେଲେ ପ୍ରଶାସନ ଏବଂ ଜନସାଧାରଣଙ୍କ ଦ୍ୱାରା କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ସେନେଇ ଆଲୋଚନା ହୋଇଯାଇଛି। ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ବୈଠକର...
ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର
ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲ୍ରେ ଏହି ସ୍ବତନ୍ତ୍ର ଚିକିତ୍ସାଳୟ କରାଯାଇଛି। ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ଏହାକୁ କରୋନା...
ବିଭିନ୍ନ ଅଞ୍ଚଳରେ କରାଗଲା ସାନିଟାଇଜ୍
ରାଇରଙ୍ଗପୁର, ୧୩।୪(ଡି.ଏନ.ଏ.)-କରୋନା ଭୂତାଣୁ ରୋକିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ସହରାଞ୍ଚଳ ସମେତ ବିଭିନ୍ନ ପୁରପଲ୍ଲୀ ଅଞ୍ଚଳର ରାସ୍ତାଘାଟକୁ ସାନିଟାଇଜ୍ କରାଯାଇଛି। ରାଇରଙ୍ଗପୁର ଦମକଳବାହିନୀ ପକ୍ଷରୁ ସୋମବାର ରାଇରଙ୍ଗପୁର ହସ୍ପିଟାଲ ପରିସରର ବିଭିନ୍ନ ରୁମ୍ ସମେତ ଏହାର ପରିସରକୁ...
ଯୋଡ଼ାରେ ରନ୍ଧାଖାଦ୍ୟ, ରାଶନ ସାମଗ୍ରୀ ବଣ୍ଟନ
ଯୋଡ଼ା, ୧୩।୪ (ଡି.ଏନ.ଏ.)-ସାରାଦେଶରେ କୋଭିଡ୍ ୧୯ ମହାମାରୀ ରୂପ ନେଇିଥିବା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଫଳରେ ଲୋକେ ଜୀବିକାରୁ ବଞ୍ଚିତ ହୋଇଥିବାରୁ ଖାଦ୍ୟାଭାବକୁ ଆଖି ଆଗରେ ରଖି ବହୁ ସ୍ବେଛାସେବୀ ସାମାଜିକ...
କରୋନା ପାଇଁ ପ୍ରଶାସନିକ କଟକଣା: ନିରାଡ଼ମ୍ବରରେ ପାଳିତ ହେଲା ମା’ ସୁନାମୁହିଁ ଯାତ୍ରା
ଭଣ୍ଡାରିପୋଖରୀ, ୧୩।୪(ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରତ୍ୟେକ୍ଷ ଦେବୀ ମା’ ସୁନାମୁହିଁ (ସୁବର୍ଣ୍ଣମୁଖୀ) ପୀଠ। ଏଠାରେ ପଣା ସଂକ୍ରାନ୍ତି ବହୁ ଧୁମ୍ଧାମ୍ରେ ପାଳନ ହୋଇଥିବାବେଳେ ଚଳିତବର୍ଷ କରୋନା ସଂକ୍ରମଣ ପାଇଁ...
ଲକ୍ଡାଉନ କଟକଣା: ଫିକା ପଡ଼ିଲା ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ
ବିଜେପୁର, ୧୩।୪(ଡି.ଏନ୍.ଏ.): କରୋନା (କୋଭିଡ-୧୯) ବଶ୍ବବାସୀଙ୍କର ଆଖିରୁ ନିଦ ହଜାଇ ଦେଇଛି। ଏହା ଜନଜୀବନର ଜୀବିକା ସହ ସଂସ୍କୃତି, ପରମ୍ପରାକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି। ପବିତ୍ର ପଣାସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳିତ ହୋଇଥାଏ। ମାତ୍ର...
ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୨୦ ଯୁବକ
ବଇଣ୍ଡା, ୧୩ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକ ଓ ହଣ୍ଡପା ଥାନା ଅଞ୍ଚଳରେ କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଖୋଲାଯାଇଥିବା ଦୋକାନଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଇଛି କି ନାହିଁ ତାହା...
ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ
କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨ ଓ ୧୩ ନମ୍ବର ଓ୍ବାର୍ଡରୁ କଣ୍ଟେମେଣ୍ଟ ହଟାଯାଇଥିବା ବେଳେ ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର...
ଢେଙ୍କାନାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ଚିକିତ୍ସାକେନ୍ଦ୍ର
ଢେଙ୍କାନାଳ ଅଫିସ୍, ୧୩ା୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଢେଙ୍କାନାଳ ସହରସ୍ଥିତ ବାଜିଚୌକଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ-୧୯ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସୋମବାର କାର୍ଯ୍ୟକ୍ଷମ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି।...
କରୋନା କଟକଣାକୁ ଫୁ: ସନ୍ଧ୍ୟା ହେଲେ ଜମୁଛି ଲୁଡୁ, ତାସ୍ ଆସର
ଚୌଦ୍ୱାର,୧୩ା୪(ଡି.ଏନ୍.ଏ.): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି ଭୂତାଣୁ ରୋକିବା ଦିଗରେ ସଚେତନା ହଁି ଏକମାତ୍ର ବିକଳ୍ପ ବୋଲି ବାରମ୍ବାର ପ୍ରଚାର...
ଫିକା ପଡ଼ିଲା ମା’ ଗଡ଼ଚଣ୍ଡୀଙ୍କ ବିଷୁବ ମେଳା: ବିଭିନ୍ନ ମନ୍ଦିରରେ ତାଲା ପକାଇଲା ପ୍ରଶାସନ
ବନ୍ତ,୧୩ା୪(ଡି.ଏନ୍.ଏ.) : କରୋନା ଲକ୍ଡାଉନ୍ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡ଼ଚଣ୍ଡୀଙ୍କ ପୀଠରେ ମହାବିଷୁବ ମେଳା ଚଳିତବର୍ଷ ଫିକା ପଡ଼ିଛି। ପ୍ରଶାସନିକ କଟକଣା ଯୋଗୁ ଅଳ୍ପ ସମୟ ମଧ୍ୟରେ ପୂଜାକାର୍ଯ୍ୟ ଶେଷ ହୋଇଥିଲା ା ମାନସିକ ରଖିଥିବା...
Archives


