ଆମ ଜିଲା ଖବର

ଗଜପତିରୁ ଉତ୍ତରପ୍ରଦେଶକୁ ଲମ୍ବିଛି ଗଞ୍ଜେଇ ଚେର, ପାଟ୍ରୋଲିଂ ବେଳେ ଜଣାପଡ଼ିଲା ସବୁ ସତ

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ସଦର ରେଞ୍ଜ ଏସ୍‌ପି ପ୍ରବୀଣ କୁମାର ପ୍ରଧାନଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ସ୍ନେହଲତା ନାୟକ ଓ କୁମୁଦ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ବୁଧବାର…

ଅଫିସରେ ଲାଞ୍ଚ ନେଉଥିଲେ ମହିଳା ଡାଟାଏଣ୍ଟ୍ରି ଅପରେଟର, ରେଡ୍‌ହ୍ୟାଣ୍ଡ୍‌ରେ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି। ଖୋର୍ଦ୍ଧା ଓ ଭିଜିଲାନ୍ସ ଟିମ୍‌…

ଭାଜପା ବିରୋଧରେ ବଲାଙ୍ଗୀର ବିଜେଡିର ଗର୍ଜନ, ପଦଯାତ୍ରା କରି…

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ବଲାଙ୍ଗୀରରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗୀରରେ…

କାର୍‌-ଅଟୋ ମୁହାଁମୁହିଁ: ୫ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୫ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ନିକଟରେ ଏକ କାର୍‌ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ ସହାୟତାରେ…

ମାଓବାଦୀ ନାଁରେ ବାପାକୁ ୩୫ ଲକ୍ଷ ଟଙ୍କା ମାଗୁଥିଲେ ପୁଅ, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): ଅଜବ ଦୁନିଆ। ଟଙ୍କା ପାଇଁ ପୁଅ ବି ମାଓବାଦୀ ସାଜିପାରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ନର୍ଲା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଫିସର ବିଜୟ ମାଝୀଙ୍କ ସୂଚନାନୁଯାୟୀ…

ପୂର୍ବତନ ସୈନିକ ମଧୁସୂଦନ ପ୍ରଧାନଙ୍କ ବିୟୋଗ

ଖଡ଼ିଆଳ,୧୫ା୧୦ (ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ଖଡ଼ିଆଳ ବ୍ରାହ୍ମଣପଡ଼ା ୱାର୍ଡ ନମ୍ବର ୧୨ର ପୂର୍ବତନ ସୈନିକ ମଧୁସୂଦନ ପ୍ରଧାନଙ୍କ ବିୟୋଗ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଭାରତୀୟ ସେନାରେ ୧୯୬୨ରେ ଯୋଗଦେଇ ୧୯୬୫ ଓ ୧୯୭୧ରେ ପାକିସ୍ତାନ ବିରୋଧରେ…

ସ୍ତ୍ରୀଙ୍କ ଉପରେ ଟଳିପଡ଼ିଲେ ସ୍ବାମୀ: ବିଜେଡ଼ି ବ୍ଲକ ସଭାପତିଙ୍କ ପରଲୋକରେ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ବିଜେଡ଼ି ଦିଗପହଣ୍ଡି ବ୍ଲକ ସଭାପତି ତଥା ନିମଖଣ୍ଡିପେଣ୍ଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର(୬୩)ଙ୍କ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି ଏନଏସି ୱାର୍ଡ ନଂ.୨ ବିଷ୍ଣୁପ୍ରିୟା ନଗରରେ ରହୁଥିବା ବିଭୂତି ମଙ୍ଗଳବାର ରାତି…

ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ଭାଜପା, ବିଧିବଦ୍ଧ ଭାବେ ନାଁ ଘୋଷଣା

ଭୁବନେଶ୍ୱର,୧୫।୧୦: ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। ସବୁ ଅପେକ୍ଷାର ଅନ୍ତ ଘଟାଇ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏନେଇ ବୁଧବାର ବିଧିବଦ୍ଧ ଭାବେ ଜୟଙ୍କ ନାଁ ଭାଜପା ଘୋଷଣା କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟ…

ଶ୍ବଶୁର ଘର ପୋଡ଼ି ଦେଲେ ଜ୍ବାଇଁ, ଆଉ ତା’ପରେ…

କେନ୍ଦୁଝର,୧୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ମଙ୍ଗଳପୁର ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ ନେଇ ଜ୍ବାଇଁ ଗତ କାଲି ରାତି ପ୍ରାୟ ୧୧ଟାରେ ଶ୍ବଶୁର ଘରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଦମକଳ…

ରାଜନୀତିରେ ନୂଆମୋଡ଼: ଯେଉଁ ବସନ୍ତଙ୍କୁ ପ୍ରତିଦ୍ୱନ୍ଦୀ ଭାବୁଥିଲେ ତାଙ୍କ ପାଦଛୁଇଁଲେ ଜୟ

ନୂଆପଡ଼ା,୧୫।୧୦(ମକାରୁବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଜୟ…

ଗହୀରମଥାରେ ଡଲ୍‌ଫିନଙ୍କ ଜଳକ୍ରୀଡ଼ା: ପର୍ଯ୍ୟଟକ ଆକର୍ଷିତ

ମହାକାଳପଡ଼ା,୧୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରାକୃତିକ ପରିବେଶ ଶୋଭା ମନୋମୁଗ୍ଧକରେ, ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଡଲଫିନ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ନୀଳ ଜଳରାଶିରେ କିଛିବର୍ଷ ଧରି ଦେଖିବାକୁ ମିଳୁଛନ୍ତି। ବିଶେଷକରି ବିରଳ ପ୍ରଜାତିର…

ଅନ୍‌ଲାଇନ୍‌ରେ ୪୯ ଟଙ୍କାରେ ମିଳୁଛି ଅବଢ଼ା, ଭକ୍ତଙ୍କୁ ଠକିବାରେ …

ପୁରୀ,୧୫।୧୦: ଅନ୍‌ଲାଇନ୍‌ରେ ଅନ୍ନପ୍ରସାଦ ବା ଅବଢ଼ା ମିଳିବା ନେଇ ବିଜ୍ଞାପନ ଜାରି ହୋଇଛି। ଏକ ଫୁଡ ଆପ୍ଲିକେଶନ ପକ୍ଷରୁ ଅବଢ଼ା ବିଜ୍ଞାପନ ଜାରି ହୋଇଥିବା ବେଳେ ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା ରହିଛି। ଭକ୍ତଙ୍କୁ ଠକେଇର ଅଭିନବ ଉପାୟ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri