ଆମ ଜିଲା ଖବର

ଡିଭାଇଡର ଉପରେ ମାଡ଼ିଗଲା କାର୍‌, ଚାଲିଗଲା ୩ ଜୀବନ

ବରଗଡ଼,୧୭ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଫୋରଲେନ୍‌ ବାଇପାସ୍‌ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଡିଭାଇଡର ଉପରେ  ମାଡ଼ିଯିବାରୁ ୩ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ…

ଲାଖିଲା ବଡ଼ ଗାଡ଼ି, ଭାଙ୍ଗିଲା ରେଳ ସୁରକ୍ଷା ଫାଟକ

କୋରାପୁଟ,୧୭ା୧୦(ଅମିତାଭ ବେହେରା): କୋରାପୁଟ ସହର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଏକ ବଡ଼ ମାଲବାହୀ ଗାଡ଼ି ଲାଗି ରେଳ ସୁରକ୍ଷା ଫାଟକ ଭାଙ୍ଗିଯାଇଛି। ଶୁକ୍ରବାର ଭୋର୍‌ ସମୟରେ ଏହି ଘଟଣା ଘଟିଛି। ଫଳରେ ୫ ଘଣ୍ଟା ଧରି କୋରାପୁଟ…

ବୋଲେରୋ ଧକ୍କାରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ଆଇଡିସିରେ ଉତ୍ତେଜନା

ରାଉରକେଲା,୧୭ା୧୦(ସଙ୍ଗୀତା ଜେନା): ଶୁକ୍ରବାର ସକାଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଆଇଡିସିରେ ଏକ କମ୍ପାନୀର ବୋଲେରୋ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସହସ୍ରାଧିକ ସ୍ଥାନୀୟ ଘଟଣାର ନିରପେକ୍ଷ ତଦନ୍ତ ଓ କ୍ଷତିପୂରଣ ଦାବିରେ…

ବନ୍ଦ ଥିବା ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୧୭ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ପ୍ରାଥମିକ ସ୍କୁଲ ଖୋଲିବାକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏନେଇ ଗୁରୁବାର ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ…

ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମିଶ୍ରଣ ପର୍ବ, ଭକ୍ତଙ୍କ ଉପସ୍ଥିତିରେ ମିଶିଲେ ଏମାନେ…

ନୂଆପଡା,୧୬।୧୦ ( ମକାରୁ ବେମାଲ) ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଗୁରୁବାର କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଧୀର ମିଶ୍ରଙ୍କ ନେତୃତ୍ୱରେ କରୁଣାକର ଚଣ୍ଡୀ, ଦୁଃଖଭଞ୍ଜନ ନାୟକ, କାପଳି ଭଟ୍ଟ,ରୁକେଶ ଗହିର, ନିତ୍ୟା ବେହେରା, ପ୍ରତାପ…

ମନମୋହନଙ୍କ ଅନୁମୋଦନ କ୍ରମେ ମହିଳା ନେତ୍ରୀ ମମତା ସିଂଙ୍କୁ ମିଳିଲା ଗୁରୁଦାୟିତ୍ୱ, ଛୁଟୁଛି ଶୁଭେଚ୍ଛା

କେନ୍ଦୁଝର , ୧୬।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲାରେ ରାଜ୍ୟ ଭାଜପା ସମ୍ପାଦିକା ଭାବେ ଆଗଧାଡିର ମହିଳା ନେତ୍ରୀ ମମତା ସିଂଙ୍କୁ ଦାୟିତ୍ୱ ମିଳିଛି । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ…

ଥାନାରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନଶିକ୍ଷକ, ଏହି ବିଷୟକୁ ନେଇ ଦେଇଥିଲେ କଡ଼ା ମନ୍ତବ୍ୟ

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଶତାଦ୍ଦୀ ଦିବସ ପାଳନ ସମ୍ପର୍କିତ ଏକ ଖବର ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା। ସେହି ଖବରକୁ ଦେଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି…

ଘର ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: କୋର୍ଟରୁ ଆସିଲା ବଡ଼ ରାୟ

ବୌଦ୍ଧ,୧୬ା୧୦(ଅଜିତ କୁମାର ବାରିକ): ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଅଖିଲ କୁମାର ପଶ୍ଚିମକବାଟ ଏହି ମାମଲା ବିଚାର କରି ଅଭିଯୁକ୍ତ ସରୋଜ ରଣବିଡା(୨୩)କୁ ୨୦ ବର୍ଷ କାରାଦଣ୍ଡରେ…

ରାଜ୍ୟ ଉପସଭାପତି ଘୋଷଣା କଲା ଭାଜପା, ଭବେନ୍ଦ୍ର ପଣ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): ଭାଜପା ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୦ ଜଣ ବରିଷ୍ଠ ନେତାଙ୍କୁ ରାଜ୍ୟ ଉପସଭାପତି ଭାବେ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ କଳାହାଣ୍ଡି ଜିଲାରୁ ପୂର୍ବତନ…

ଘର ବାହାରେ ତାଲା ଦେଇ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଘରୁ ଲୁଟିନେଲେ ସୁନା ଗହଣା, ସକାଳୁ ଉଠି ଦେଖିଲେ…

କେସିଙ୍ଗା, ୧୬।୧୦: (ତୁମେଶ୍ବର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନଂ ୧୦ରେ ବସବାସ କରୁଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ବାହାରେ ତାଲା…

ବାଇକ୍‌ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ବାଉଁଶୁଣୀ,୧୬।୧୦(ଦେବାଶିଷ ନେପାକ): ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଗୁରୁବାର ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁୃ ହୋଇଛି। ମୃତକ ଦ୍ୱୟ ହେଲେ ଶୁଭମ ରାଜହଂସ ଓ ଶୀତଳ…

ସିଡିପିଓଙ୍କ ଅଧ୍ୟକ୍ଷତାରେ ହେଲା ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ: ସୁସ୍ଥ ଜୀବନଯାପନ ପାଇଁ…

ଦିଗପହଣ୍ଡି,୧୬।୧୦(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ପରିସରରେ ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri