ଛତ୍ରପୁରରେ ମାନବ ଶୃଙ୍ଖଳ ରକ୍ଷା କରି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ
ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଶନିବାର ସନ୍ଧ୍ୟା ୫.୩୦ରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା...
ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା: ଗୋଟିଏ ଦିନ ପରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ
ଛତ୍ରପୁର, ୨୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁରେ ଶିବପାର୍ବତୀଙ୍କ ବିବାହର ଏକ ଭିନ୍ନ ପରମ୍ପରା ରହିଛି। ଏଠାରେ ନିର୍ଦ୍ଧାରିତ ଦିନକ ପରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ତେଣୁ ସବୁଆଡେ ଗୁରୁବାର ଶିବପାର୍ବତୀଙ୍କ ବିବାହ...
ଗଞ୍ଜାମରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮, ସୁସ୍ଥ ହେଲେଣି ୩୦୨
ବ୍ରହ୍ମପୁର ଅଫିସ,୨୯।୫: ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଜିଲାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି।...
କୋଇଲା ବୋଝେଇ ଗାଡ଼ି ଜବତ: ଚାଳକ ଫେରାର
ପଦ୍ମପୁର, ୨୯।୫(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକ ନିଦିହି ପୋଲିସ ଶୁକ୍ରବାର ଏକ ଚୋରା କୋଇଲା ବୋଝେଇ ପିକ୍ଅପ ଗାଡ଼ି ଜବତ କରିଛି। ଗାଡିଟି କୋର ବାଟିଆରୁ ବିରସ ଅଭିମୁଖେ ଯାଉଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ...
ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର ପଶ୍ଚିମପଡା ଅଞ୍ଚଳର ଆୟର ମହମ୍ମଦ(୫୨)। ସେ ସାନଭାଇ ସେକ୍ ଆଲିଙ୍ଗିରଙ୍କ ସହ ପଶ୍ଚିମବଙ୍ଗକୁ...
ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ଆରମ୍ଭ
ପୁରୀ ଅଫିସ,୨୯।୫: ଆସନ୍ତା ଜୁନ୍ ୫ ତାରିଖରେ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ଚଳିତ ଥର ମହାମାରୀ କରୋନାର ବିଭିଷିକା ମଧ୍ୟରେ କିଭଳି ଦାରୁବିଗ୍ରହଙ୍କ ନୀତିକାନ୍ତିଙ୍କୁ...
କ୍ୱାରାଣ୍ଟାଇନ ସେଣ୍ଟରରୁ ସୁରଟ ଫେରନ୍ତାଙ୍କ ୩୦ ହଜାର ଚୋରି: ଛତ୍ରପୁର ପୋଲିସର ତଦନ୍ତ ଆରମ୍ଭ
ଛତ୍ରପୁର, ୨୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଭିକାରୀପଲି ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଗୁରୁବାର ରାତିରେ ଜଣେ ଅନ୍ତେବାସୀଙ୍କ ବ୍ୟାଗ ଚୋରି ହୋଇଛି। ଚୋରିର ଶିକାର ବ୍ୟକ୍ତିଜଣଙ୍କ ହେଲେ ଛତ୍ରପୁର ବ୍ଲକ ନୂଆପଲ୍ଲୀ ଗାଁର...
ଜଙ୍ଗଲରୁ କାଜୁ ସଂଗ୍ରହ ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ
ଖୋର୍ଦ୍ଧା ଅଫିସ,୨୯ା୫: ହାତୀ ଆକ୍ରମଣରେ ଶୁକ୍ରବାର ପୁଣି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଇପଦର ଗ୍ରାମର ରବିନ୍ଦ୍ର କୁମାର ଜେନା କାଜୁ ଜଙ୍ଗଲରେ କାଜୁ...
ପୁରୀରୁ ଆଉ ଜଣେ ପଜିଟିଭ୍ ଚିହ୍ନଟ, ୮୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା
ପୁରୀ ଅଫିସ,୨୯।୫: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଆକ୍ଟିଭ୍ କେସ୍...
ପାଇକା ନଦୀପଠାରୁ ୪ ମଣିଷ ଖପୁରୀ ଜବତ: ତନ୍ତ୍ର ସାଧନା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ
ତିର୍ତ୍ତୋଲ,୨୯ା୫(ଡି.ଏନ୍.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ ପାଇକା ନଦୀପଠାରେ କୃଷ୍ଣାନନ୍ଦପୁର ଫାଣ୍ଡିର ଅନତି ଦୂରରୁ ପୋଲିସ ୪ଟି ମଣିଷ ଖପୁରୀ ଜବତ କରିଛି। ଏଥି ସହ ସିନ୍ଦୁର ଲଗାଥିବା କଳସ ଓ ପଇଡ଼ ସେଠାରୁ ପୋଲିସ ପାଇଛି। ଏହାକୁ...
ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ
କେନ୍ଦ୍ରାପଡ଼ା ଅଫିସ, ୨୯।୫: ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ରୁ ୭ଟା ମଧ୍ୟରେ ଶ୍ରୀଜୀଉ ସ୍ନାନ ମଣ୍ଡପକୁ ବିଜେ ହେବେ। ୭ଟା୩୦ରେ ଜୟ ମଙ୍ଗଳା ଆରତି, ୧୦ଟାରେ ନୀତି ସ୍ନାନ, ୧୨ଟାରେ ବଲ୍ଲଭ...
ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ: ଉତ୍ତର ଦ୍ୱାର ପାର୍ଶ୍ୱ ଲକ୍ଷ୍ମୀବଜାର ଉଚ୍ଛେଦ
ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଶ୍ରୀମନ୍ଦିର ଉତ୍ତର ଦ୍ବାରପଟେ ଥିବା ଲକ୍ଷ୍ମୀବଜାରରେ...
Archives


