ଆମ ଜିଲା ଖବର

ରାୟଗଡ଼ାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ସ୍ଥିତି ପରଖିଲେ ଉପଜିଲାପାଳ

ରାୟଗଡ଼ା ଅଫିସ,୪ା୬: ରାୟଗଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହରର ଆର୍‌କେ ନଗର ଓ ଓଡ଼ଗୁଡାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇ ଶଟ୍‌ଡାଉନ୍‌ କରାଯାଇଛି। ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ...

ପଛରୁ ଧକ୍କାଦେଲା ଟ୍ରକ, ଚାଲିଗଲା ମା’ ପୁଅଙ୍କ ଜୀବନ

ଯୋଡ଼ା,୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ନିର୍ମାଣାଧୀନ ୫୨୦ ନଂ. ଜାତୀୟ ରାଜପଥର କଣ୍ଡରାଠାରେ ଗୁରୁବାର ଟ୍ରକ ଧକ୍କାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଆଜି ସକାଳେ ଦଡୁଆଁ ଗ୍ରାମର ସୁଲକ୍ଷିଣୀ...

ଗଞ୍ଜାମ ପୋଲିସର ଧରପଗଡ଼: ମାସ୍କ ପିନ୍ଧି ନ ଥିବାରୁ ୨୪ ଘଣ୍ଟାରେ ୪୧ ହଜାର ଜରିମାନା

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଲକଡାଉନ୍‌ର ନୂଆ ନିୟମକୁ କଡ଼ାକଡ଼ି ପାଳନ ନେଇ ଗଞ୍ଜାମ ପୋଲିସର ଏନ୍‌ଫୋର୍ସମେଣ୍ଟ ଜାରିରହିଛି। କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନ ଥିଲେ ଜରିମାନା ଆଦାୟ ସହ ଥାନାରେ ମାମଲା ରୁଜୁ, ଗାଡ଼ି ଜବତ ଏବଂ...

ଗଞ୍ଜାମ ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ୩୨୧୨ ପ୍ରବାସୀ: ଘରକୁ ଫେରିଲେଣି ୨୬୦୨

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୩୦ କାରାଣ୍ଟାଇନ ସେଣ୍ଟରରୁ ୯୩ଟି କାର୍ଯ୍ୟକ୍ଷମ ହୋଇଛି l ବ୍ଲକର ୩୨୧୨ ପ୍ରବାସୀ କାରାଣ୍ଟାଇନରେ ଭର୍ତ୍ତି ହୋଇଥିଲେ l ସେଥିରୁ ୨୬୦୨ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୧୦...

ହୋଇ ପାରିଲାନି ଭେଣ୍ଡିଂ ଜୋନ: ଖୋଲା ଆକାଶ ତଳେ ଗଞ୍ଜାମ ପରିବା ବ୍ୟବସାୟୀ

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଉଛି। ଏଥିଲାଗି ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଛି l ଉଚ୍ଛେଦ ପୂର୍ବରୁ ଦୀର୍ଘ ବର୍ଷ ଧରି ବଜାରରେ ବିଭିନ୍ନ ବ୍ୟବସାୟ କରି...

ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। ଏ ନେଇ ସେ ଖୁସିଥିବା କହିଥିବା ବେଳେ ଜିଲାର...

ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା ନେଇ ଗୁରୁବାର ସକାଳୁ ଥାନାରେ ଅଭିଯୋଗ ହୋଇଛି। ମୃତ ପ୍ରହ୍ଲାଦଙ୍କ ପୁଅ ସନ୍ତୋଷ...

ଅନୁଗୋଳରେ ପୁଣି କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି

ଅନୁଗୋଳ ଅଫିସ, ୪।୬: ଅନୁଗୋଳ ଜିଲାରୁ ଗୁରୁବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ରେଳଧାରଣାରୁ ପୋଲିସ ଡିଏସ୍‌ପିଙ୍କ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ , ୪।୬ – ସରକାରୀ ରେଳବାଇ ଥାନା (ଜିଆର୍‌ପି) ଅନ୍ତର୍ଗତ ଗୋପାଳପୁର ଓଭର ବ୍ରିଜ ତଳ ଦେଇ ଯାଇଥିବା ରେଳଧରଣାରୁ ବୁଧବାର ରାତ୍ର ୧୧ଟା ବେଳେ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ମୃତ...

ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ପୋଲସରା,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଉକ୍ତ ଗ୍ରାମରେ ଜଣେ ମହିଳାଙ୍କ ପଜିଟିଭ୍‌ ଆସିଥିଲା। ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଭିଟିଭ୍‌ ଆସିଥିଲା।...

କରୋନା ସମ୍ବନ୍ଧୀୟ ଲକ୍ଷଣ ନ ଲୁଚାଇବାକୁ ଜିଲାପାଳଙ୍କ ଅନୁରୋଧ

ଛତ୍ରପୁର,୪ା୬(ଡି.ଏନ୍‌.ଏ.): କରୋନା ସମ୍ବନ୍ଧୀୟ ଲକ୍ଷଣ ଦେଖାଗଲେ ଲୁଚାନ୍ତୁ ନାହିଁ। ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ଫଳରେ କରୋନା ଭାଇରସ୍‌କୁ ହରାଇ ହେବ ବୋଲି ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଏହା କହିଛନ୍ତି। କୋଭିଡ୍‌-୧୯ର ନୂଆ...

ପଲ୍ଲୀସଭା ବେଳେ ହାତାହାତି

ଭଦ୍ରକ ଅଫିସ,୪।୬: ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତର କୋଡ଼ଗମ୍ଭିର ଗ୍ରାମରେ ଗୁରୁବାର ପଲ୍ଲୀସଭା ଆୟୋଜିତ ହୋଇଥିଲା। ସଭା ଚାଲିଥିବା ବେଳେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଲକ୍‌ ଡାଉନ୍‌ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମିତ ପଲ୍ଲୀସଭା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri