‘ବରିଷ୍ଠ ଖବରଦାତା ସନ୍ତୋଷ ପାଢ଼ୀଙ୍କ ଅକାଳ ବିୟୋଗ କରିଛି ମର୍ମାହତ’
ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ପରିସରରେ ଛତ୍ରପୁର ପ୍ରେସ୍ କ୍ଳବର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଖବରଦାତା ସନ୍ତୋଷ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଛତ୍ରପୁର ନାଗରିକ କମିଟି ପକ୍ଷରୁ…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ରାଜପୁର ଗ୍ରାମର କୃତ୍ତିବାସ ମୁଦୁଲି (ରାଜା)।…
ନଦୀ ତଟରେ ପଡ଼ିଛି ଅଜଣା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୂଲ୍ୟା ନଦୀ ତଟରେ ପଙ୍କାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି। ଖବର…
ରାଜନୀତିକରଣ ହେବ ନାହିଁ ଶିକ୍ଷାନୁଷ୍ଠାନ: ବିଧାୟକ
ଭଞ୍ଜନଗର,୨୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ…
ବ୍ରିଜ୍ ତଳକୁ ଖସିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ଦିଗପହଣ୍ଡି,୨୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀ ବ୍ରିଜ୍ ତଳକୁ ଖସି ଜଣେ ବାଇକ୍ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଧରମପୁର ଗ୍ରାମର…
କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି-ସଦସ୍ୟଙ୍କ ନିଲମ୍ବନ ଆଦେଶ ସ୍ଥଗିତ
କେନ୍ଦୁଝର/ହାଟଡିହୀ,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ପାଇଁ ଜାରି ହୋଇଥିବା ଆଦେଶ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ଆସନ୍ତା ଅକ୍ଟୋବର ୩୧…
ରାସ୍ତାକୁ ମାଡ଼ି ଆସିଲାଣି ଲଟାବୁଦା, ପ୍ରଶାସନ ନିଷ୍କ୍ରିୟ
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରୁ ପୁଇଁତୋଳା ଗ୍ରାମକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ରାସ୍ତା ପାର୍ଶ୍ୱ ଉପରକୁ ଲଟାବୁଦା ମାଡ଼ି ରାସ୍ତା ଏକ ପ୍ରକାର ସଂକୁଚିତ ହୋଇପଡ଼ିଲାଣି। ଏଥିସହ ରାସ୍ତା…
‘ବେଳାଭୂମି ଅବକ୍ଷୟକୁ ରୋକି ସମୁଦ୍ରକୂଳକୁ ସୁଦୃଢ଼ କରିବ ବାଲୁକା ଗୁଳ୍ମ’
ଅସ୍ତରଙ୍ଗ,୨୩ା୧୦: ଦିନକୁ ଦିନ ଅଶାନ୍ତ ହେଉଛି ବଙ୍ଗୋପସାଗର। ଓଡ଼ିଶାର ପ୍ରାୟ ଅର୍ଦ୍ଧାଧିକ ଉପକୂଳ ଅଞ୍ଚଳ ବେଳାଭୂମି ଅବକ୍ଷୟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ପରିସ୍ଥିତିରେ ବାଲୁକା ଗୁଳ୍ମ ଓ ଉପକୂଳ ଉଦ୍ଭିଦ ସଂରକ୍ଷଣ ହିଁ ପ୍ରାକୃତିକ ପ୍ରତିରକ୍ଷା…
ଶୁଖିଲା ଗଛର ଗଣ୍ଡି ପଡ଼ି ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ିବସିଲେ ଗ୍ରାମବାସୀ
ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ ଯୁବକଙ୍କ…
ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଠି ହେଲେ ଗ୍ରାମବାସୀ, ସୁରକ୍ଷିତ ରହିବାକୁ ନେଲେ ଏମିତି ପଦକ୍ଷେପ
ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ କରି…
ଟ୍ରାକ୍ରେ ହଠାତ୍ ଧସିଲା ବିରାଟକାୟ ପଥର, ଟ୍ରେନ୍ ଚଳାଚଳ ବନ୍ଦ
କୋରାପୁଟ,୨୩ା୧୦(ଅମିତାଭ ବେହେରା): କୋରାପୁଟ କିରଣ୍ଡଳ ରେଳ ଲାଇନର ମାଲିଗୁଡ଼ା ଷ୍ଟେଶନ ନିକଟରେ ପାହାଡ଼ରୁ ପଥର ଧସିଛି। ଗୁରୁବାର ଅପରାହ୍ନରେ ରେଳ ଧାରଣା ଉପରେ ପଥର ଖଣ୍ଡ ଖସିପଡ଼ିଛି। ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। କୋରାପୁଟ ଜୟପୁର ରେଳ ପଥର…
ସରକାରୀ ଚାକିରି ପ୍ରଲୋଭନ ଦେଖାଇ ୨ କୋଟି ଟଙ୍କା ଠକେଇ
ସମ୍ବଲପୁର,୨୩।୧୦: ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାକୁ କହି ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କରିଛି। ସମମ୍ବପୁର, ବରଗଡ଼,…
Archives


