ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା: ଦାବି ପୂରଣ ନ ହେଲେ ଆସନ୍ତାକାଲି ହେବ…
ବଲାଙ୍ଗୀର, ୨୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ସହ ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଝାଙ୍କରପାଲି ଓ ଗେଡାବାଞ୍ଜି ପୁନର୍ବାସ କଲୋନୀରେ…
ଘୂର୍ଣ୍ଣିଝଡ଼ ମୋନ୍ଥା କଟକଣା ମାନୁ ନାହାନ୍ତି ପର୍ଯ୍ୟଟକ, ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ବାଡେଇଲେ
ପୁରୀ,୨୮।୧୦: ମୋନ୍ଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରୁ ସୋମବାରରୁ ବୁଧବାର ଯାଏ ସମୁଦ୍ର ସ୍ନାନ ଉପରେ ନିଷେଧାଜ୍ଞା ଜାରି ହୋଇଛି। ମଙ୍ଗଳବାର ସେକ୍ଟର-୪ରେ ଜଣେ ଲାଇଫ୍ଗାର୍ଡ ପର୍ଯ୍ୟଟକ ଦମ୍ପତିଙ୍କ ଦ୍ୱାରା ଚପଲରେ ଆକ୍ରମଣର ଶିକାର ହୋଇଛନ୍ତି। ମହିଳା ପର୍ଯ୍ୟଟକଙ୍କୁ ସମୁଦ୍ରକୁ…
ବାତ୍ୟା ମୋନ୍ଥା ପ୍ରଭାବରେ ବଢୁଛି ପବନର ବେଗ, ବାତ୍ୟା ଆଶ୍ରୟସ୍ଥଳି ଅନୁଧ୍ୟାନ କରିବା ପରେ ବିଧାୟକ କହିଲେ…
ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ଆଉ କିଛି ଘଣ୍ଟା ପରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ମୋନ୍ଥା । ଏହି ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର ବେଗ…
ମୋନ୍ଥାର ପ୍ରକୋପ: ଖସିଲା ପାହାଡ଼ ଅତଡ଼ା
ମୋହନା,୨୮।୧୦ ( ମନ୍ମଥ ମିଶ୍ର ): ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଅଛି ଯେ, ତୁହା କୁ ତୁହା ବର୍ଷା ଲାଗି ରହିଛି। ଅପରପକ୍ଷେ ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲବୁଲି ସମସ୍ତ…
ବନ୍ୟପ୍ରାଣୀ ଶିକାର ଲାଗି ଚାଲିଥିଲା ବଡ଼ ଯୋଜନା: ମାଡ଼ି ବସିଲା ବନ ବିଭାଗ
ଭଞ୍ଜନଗର,୨୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାହାଡ଼ାପଦର ଗ୍ରାମ୍ୟ ଜଙ୍ଗଲ ନିକଟରୁ ବନ କର୍ମଚାରୀ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ସମାପଲ୍ଲୀର ଶରତ ନାଇକ ଏବଂ ବାହାଡ଼ାପଦରର ବନମାଳୀ ଭୂୟାଁ। ବନ…
ବିଚ୍ରେ ଗାଧୋଇବାକୁ ମନାକଲେ ଲାଇଫଗାର୍ଡ: ଚପଲରେ ସେକିଦେଲେ ମହିଳା
ପୁରୀ,୨୮।୧୦: ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କଲେ ଲାଇଫଗାର୍ଡ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି, ପୁରୀ ସମୁଦ୍ର କୂଳରେ । ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ…
ଗୋପାଳପୁରରୁ ମାତ୍ର ଏତିକି କି.ମି. ଦୂରରେ ବାତ୍ୟା ମୋନ୍ଥା, ଗତ ୬ ଘଣ୍ଟା ମଧ୍ୟରେ…
ଗୋପାଳପୁର,୨୮।୧୦(ନବୀନ ରାଜ ଆଚାରୀ): ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି…
ଭୋର ୫ ଟାରୁ ରାଧାପାଦ ଦର୍ଶନ: ସମାଗମ ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ
ସାକ୍ଷୀଗୋପାଳ, ୨୮।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ଚଳିତ ମାସ ୩୧ ଓ ବଡ଼ ଏକାଦଶୀ ଆସନ୍ତା ନଭେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହେବ। ପୁରୀ ଜିଲାର ଅନ୍ୟତମ…
ସମୁଦ୍ର ମଝିରେ ଫସିଲା ବିଶାଖାପାଟଣା ଟ୍ରଲର
ବ୍ରହ୍ମଗିର,୨୮।୧୦: ବ୍ରହ୍ମଗିରି ବାଲିହରଚଣ୍ଡି ସମୁଦ୍ରରେ ବିଶାଖାପାଟଣା ଟ୍ରଲର ଫସିଛି। ମୋନ୍ଥା ପ୍ରଭାବରେ ବିଶାଖାପାଟଣାର ମାଛଧରା ଟ୍ରଲର ଫସିଥିବା ଜଣାପଡ଼ିଛି । କାଲି ରାତିରୁ ମଝି ସମୁଦ୍ରରେ ଟ୍ରଲର ସହ ୧୦ ମତ୍ସ୍ୟଜୀବୀ ଫସି ରହିଥିଲେ । ଲଙ୍ଗର ଛିଡ଼ିଯିବାରୁ ଭାସି ଭାସି…
ମୋନ୍ଥା ପ୍ରଭାବ: କୂଳ ଲଂଘିଲା ସମୁଦ୍ର, ଭୁଶୁଡ଼ିଲା ୩ ଘର
ଖଲ୍ଲିକୋଟ,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ବାତ୍ୟା ‘ମୋନ୍ଥା’ ମଛଲିପଟନମଠାରୁ ୧୪୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି, ଗୋପାଳପୁର…
ବାସହୀନ ହେଲେ ବାସୁଦେବ, ବାତ୍ୟାରେ ଭାଙ୍ଗିଲା ଘର
ମୋହନା, ୨୮।୧୦( ମନ୍ମଥ ମିଶ୍ର ): ଗଜପତି ଜିଲାକୁ ପ୍ରଶାସନ ପକ୍ଷରୁ ବାତ୍ୟାକୁ ନେଇ ରେଡ୍ ଆଲର୍ଟ ରହିଥବାବେଳେ ପ୍ରଶାସନ ସଜାଗ ରହିଛି । ମଙ୍ଗଳବାର ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଆକିଲି…
ବୁଝିଲେନି ସମ୍ପର୍କ: ଟାଙ୍ଗିଆରେ ହାଣି ବାପାଙ୍କୁ ମାରିଦେଲେ ପୁଅ
ଉମରକୋଟ,୨୮।୧୦(ସନ୍ତୋଷ ଶତପଥୀ): ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀଆ ବୃଦ୍ଧ ବାପାର ମୃତ୍ୟୁ ଘଟିଛି। ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମେରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ। ପୁଅ ବିଶ୍ୱନାଥ ରଜଗଣ୍ଡ ନିଜ ୮୦ବର୍ଷୀୟ ବୃଦ୍ଧ ବାପା ସାଧୁ ରଜ ଗଣ୍ଡଙ୍କୁ…
Archives


