ଆମ ଜିଲା ଖବର

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି ଏକ ହାତୀଛୁଆର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ୪ ରୁ ୫ ଦିନ ତଳେ…

‘ଏନ୍‌ସିସି କ୍ୟାଡେଟ୍‌ କେଏସ୍‌ୟୁବି କଲେଜର ଗର୍ବ ଏବଂ ଗୌରବ’

ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ ପକ୍ଷରୁ ରବିବାର ଏନ୍‌ସିସି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏନ୍‌ସିସି ପତାକା…

କେସିଙ୍ଗାରେ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ

କେସିଙ୍ଗା,୨୩ା୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠଠାରେ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ (ଜିଜ୍ଞାସା) ଏନର୍ଜି କ୍ଲବ ଦ୍ୱାରା ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ନେତୃତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍‌ସି ସରକାରୀ…

ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ

ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ ଦେଖିବା…

ଆକ୍ସନ ମୋଡରେ ଧର୍ମଶାଳା ପୋଲିସ: ଘନଘନ ବୁଲଛି ପୋଲିସ ଗାଡ଼ି

ଧର୍ମଶାଳା,୨୩।୧୧ (ଶିବପ୍ରସାଦ ମହାନ୍ତି): ଆକ୍ସନ ମୋଡରେ ଧର୍ମଶାଳା ପୋଲିସ। ଧର୍ମଶାଳା ପୋଲିସ ବାରମ୍ବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବିଳମ୍ବିତ ରାତିରେ ଆଉ ଦୁଇ ଜଣଙ୍କୁ…

ଅଧା ରହିଲା ଜଗା ଦର୍ଶନ: ପୁରୀ ଯାଉଥିଲେ ବାଟରେ ଘଟିଲା…

ଆନନ୍ଦପୁର,୨୩।୧୧(ସୁଶାନ୍ତ କୁମାର ସାହୁ ): ୨୦ ନମ୍ବର ରାଜ ପଥରେ ସକାଳୁ ସକାଳୁ ଦୁର୍ଘଟଣା ଘଟିଛି, ଟ୍ରାଭେଲରକୁ ପିଟିଛି ଟ୍ରକ। ଏଥିରେ  ୭ ଗୁରୁତର ହୋଇଥିବା ବେଳ ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆନନ୍ଦପୁର ଉପଖଣ୍ଡ ପୁରୁଣୀଆ ଗ୍ରାମର…

ଦାରିଙ୍ଗବାଡିରେ ଲାଗୁଛି ଗରମ: ନିରାଶ ହେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୨୩।୧୧(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛ। ଜଳବାୟୁ ପରିବର୍ତ୍ତନ ସହ ଆଉ ଏକ ଲଘୁଚାପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ଦ୍ବିଗୁଣିତ ବୃଦ୍ଧି…

ନୂଆପଡ଼ା ଉପନିର୍ବାଚନରେ EVM ଟ୍ୟାମ୍ପରିଂ ଅଭିଯୋଗ ଆଣିଲା ବିଜେଡି, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ଦଳ

ଭୁବନେଶ୍ୱର,୨୩।୧୧: ନୂଆପଡା ଉପନିର୍ବାଚନରେ ସରକାରଙ୍କ ପ୍ରାୟୋଜିତ ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ କରିଛି ଓଡ଼ିଶାର ବିରୋଧୀ ଦଳ ବିଜେଡି। ନ୍ୟାୟ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି ବିଜେଡି। ବିରୋଧୀ ଦଳ ନେତା ତଥା ପୂର୍ବତନ…

ବାଲିବୋଝେଇ ଟ୍ରାକ୍ଟର ଓଲଟି ୫ ଶ୍ରେଣୀ ଛାତ୍ର ମୃତ: ଶିଶୁ ଶ୍ରମିକ ହୋଇ କରୁଥିଲେ କାମ

ଦିଗପହଣ୍ଡି,୨୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଗ୍ରାମ ନିକଟ ବାହୁଦା ନଦୀ ପଠାରେ ବାଲି ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଏଡି -୧୫୯୦) ରବିବାର ଭୋର ପ୍ରାୟ ସାଢେ ୬ ଟାରେ ଓଲଟି ପଡ଼ିଛି।…

ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍‌

ଯାଜପୁର,୨୩।୧୧: ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ   ବସ୍‌। ଏଥିରେ  ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାିଛି ।…

କୁନି ବୈଜ୍ଞାନିକ ଖୋଜିବା ଲକ୍ଷ୍ୟ: ୭ ପ୍ରକଳ୍ପ ମନୋନିତ

ଦାରିଙ୍ଗବାଡି,୨୩।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ କୁନି ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ବିଇଓ ମହେଶ୍ୱର ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ…

ଘରୁ କେଉଁଆଡେ ଚାଲିଯାଇଥିଲେ ପୁଅ: ଖବର ମିଳିଲା ବିଲରେ ପଡ଼ିଛି….

ବେଲଗୁଣ୍ଠା,୨୨।୧୧: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲ୍ଳକ ପାଇଲିପ ପଞ୍ଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri