ଆମ ଜିଲା ଖବର

ସ୍କୁଟିରେ ଯାଉଥିଲେ ବାପ-ଝିଅ: ଧକ୍କା ଦେଇ ଘୋଷାଡି ନେଲା କାର, ଆଉ ତା’ପରେ…

ଢେଙ୍କିକୋଟ,୨୪ା୧୦(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ୨୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ବାଲେଶ୍ୱରର…

ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇଲେ ବିଡିଓ

ଧରାକୋଟ,୨୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବିଡିଓ ସଂଗ୍ରାମ କେଶରୀ ଜେନା ସୋମବାର ବାହାରପୁରସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ବୀଜ ଗଣିତ, ସହଜ ସରଳ ସମୀକରଣ, ସମାନ୍ତର ଓ ପ୍ରଗତି…

ବ୍ରେକ୍‌ ଦ ଫ୍ଲୋର୍‌: ତ୍ରିଶା, ଶ୍ରେଷ୍ଠା, କୀର୍ତ୍ତିକା ଚାମ୍ପିଅନ

ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆୟୋଜନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମେଗା ଡ୍ୟାନ୍ସ ଇଭେଣ୍ଟ ବ୍ରେକ୍‌ ଦ ଫ୍ଲୋର୍‌ ସିଜନ ୨ ବ୍ରହ୍ମପୁର କଳା ପରିଷଦ କବିସୂର୍ଯ୍ୟ ମଞ୍ଚ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଗା ଇଭେଣ୍ଟ…

ବୋଲେରୋରେ ଗଞ୍ଜେଇ ନେଇ ଯାଉଥିଲେ ଭୁବନେଶ୍ୱର, ବାଟରେ ମାଡ଼ିବସିଲା ପୋଲିସ

ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଗନ କୁମାର ମୁଖୀ ଓ ଦିବ୍ୟ ରଞ୍ଜନ ଦିଗାଲ। ସେମାନଙ୍କ ଘର କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ।…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଯିବ ପାଣି, ନଦୀ ତଟବର୍ତ୍ତୀ ଗ୍ରାମରେ ସତର୍କ ସୂଚନା ଜାରି

ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଗୁରୁବାର ଠାରୁପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ…

ପାରିବାରିକ କଳହରୁ ଚରମ ନିଷ୍ପତ୍ତି

ଖଜୁରିପଡ଼ା,୨୪ା୧୧(ବିଦୁର ବେହେରା)କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନରେ ପାରିବାରିକ କଳହରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଡ଼ାସିପଡ଼ା ପଞ୍ଚାୟତର ବଡ଼ ଭୂଇଁଦଳପଡ଼ା ଗ୍ରାମର ସ୍ବାମୀ ନିମାଇଁ ସାହାଣୀ ଓ ସ୍ତ୍ରୀ ଝିଲି…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଡିପିଆର ପ୍ରସ୍ତୁତି ପାଇଁ ବିଡିଓଙ୍କୁ ଦେଲେ ପରାମର୍ଶ

ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧବଟେଶ୍ୱର ପୀଠକୁ ସୋମବାର ଜିଲାପାଳ ଭି.କୀର୍ତ୍ତି ଭାସନ ପରିଦର୍ଶନ କରିବା ସହ ଠାକୁର ଦର୍ଶନ କରିଥିଲେ। ଉପଜିଲାପାଳ ଶିବାଶିଷ ବରାଳ, ବିଡିଓ ଅଚ୍ୟୁତାନନ୍ଦ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ…

ଭଞ୍ଜ ଟ୍ରଫି: ଉଦ୍‌ଘାଟନୀ ମ୍ୟାଚ୍‌ରେ ବିହାର ବିଜୟୀ

ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସୋମବାରଠାରୁ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ…

ଦୁଇଦିନ ପରେ ପୁଣି ଫେରିଲା ଶୀତ: ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଜି.ଉଦୟଗିରି,୨୪ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଫେରିଛି ଶୀତ। ସୋମବାର ଜି. ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧. ୩ ଡିଗ୍ରୀ ସେଲସିୟସ ରହିଛି। ଯାହାକି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା। ସୋମବାର ଘନ କୁହୁଡ଼ି…

ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା, ବାହାରେ ବସିଲେ ଛାତ୍ରୀଛାତ୍ର

ହାଟଡିହୀ,୨୪।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପଡିଛି। ଫଳରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟ ବାହାରେ ଫାଟକ ସମ୍ମୁଖରେ ତଳେ ବସିଛନ୍ତି ।…

ବ୍ଲକ ଅଧ୍ୟକ୍ଷାଙ୍କୁ ଆସୁଛି ଧମକ: ଭାଜପାରେ ଯୋଗ ଦେବାକୁ ମନମୋହନଙ୍କୁ ଚିଠ ଲେଖିବାରୁ ଜୀବନରୁ ମାରିଦେବାକୁ…

ଭଣ୍ଡାରୀପୋଖରୀ/ଭଦ୍ରକ,୨୪।୧୧(ରାଜେନ୍ଦ ଶତପଥୀ/ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷାଙ୍କୁ ବିଜେଡି ନଛାଡିବା ପାଇଁ ମିଳୁଛି ଧମକ । ଦଳ ପରିତ୍ୟାଗ କଲେ ଜୀବନରୁ ମାରିଦିଆଯିବ ବୋଲି କିଛି ଆସାମାଜିକ ବ୍ୟକ୍ତି ଧମକ ଦେଇଥିବା ଭଣ୍ଡାରିପୋଖରୀ ଥାନାରେ ବ୍ଲକ ଅଧ୍ୟକ୍ଷା ସୁମତୀ…

ତେଜିଲା ଅଙ୍ଗନଓ୍ବାଡି କର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ବର,୨୪।୧୧: ରାଜଧାନୀରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ସୋମବାର ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri