ପୁଇଁତୋଳା ଛକ ନିକଟରେ ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍
ଗଞ୍ଜାମ,୬।୯ (ଅଖିଳ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ପୁଇଁତୋଳା ଛକରେ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍କୁ ନଂ ଓଡ଼ି ୦୫ ବିକେ ୮୦୬୧ ଧକ୍କା ଦେଇଛି । ଏହି ଘଟଣାରେ…
ଦୋକାନ କବାଟ ଭାଙ୍ଗି ଲୁଟିନେଲେ…
ହିଞ୍ଜିଳିକାଟୁ, ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଥମିବାର ନାଁ ଧରୁନି। ଲାଗାତର ଚୋରି କାରଣରୁ ଜନସାଧାରଣ ଆଉ ସୁରକ୍ଷିତ ମନେ କରୁନାହାଁନ୍ତି। ଅନ୍ୟପକ୍ଷରେ ଅଞ୍ଚଳରେ ଜୁଆଖେଳ, ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ…
ଗ୍ୟାସ ନିଆଁରେ ପୋଡି ହୋଇ ଜଣେ ଗୁରୁତର
ହିଞ୍ଜିଳିକାଟୁ, ୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆମ୍ବିଳାପଲ୍ଲୀ ଗାଁରେ ସୋମବାର ସାରେ ଅଗ୍ନିକାଣ୍ଡ ଘଟିଛି। ରୋଷେଇ କଲାବେଳେ ଗ୍ୟାସରେ ନିଆଁ ଲାଗି ଜଣେ ଗୁରୁତର ହୋଇଛନ୍ତି। ଆହତ ଜଣଙ୍କ ହେଲେ ବିଚିତ୍ର ବେହେରା (୩୫) । ପରିବାର ଲୋକେ…
ଲାଞ୍ଚ ନେଉଥିବାବେଳେ ସହକାରୀ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ
କୁନ୍ଦୁରା, ୬।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ…
ପାର୍ବଣରେ ଜୁଆଡ଼ିଙ୍କୁ ଖୋଜୁଛି ପୋଲିସ:୧୨ ଜୁଆଡି ୧ ଲକ୍ଷ ୭୨ ହଜାର ଜବତ
ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରୁଛିି । ଏହିଭଳି ଭଞ୍ଜନଗର ପୋଲିସ ମଧ୍ୟ ବିଗତ କିଛିଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଜୁଆଡିଙ୍କୁ ଗିରଫ…
ମଦ ବିକ୍ରି ବନ୍ଦ ନେଇ ଅବକାରୀ ଅଫିସ ଘେରିଲେ ଶତାଧିକ ମହିଳା, ଦେଲେ ଏଭଳି ଚେତାବନୀ
ବଲାଙ୍ଗୀର,୬।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ରତାଖଣ୍ଡି (ଭାନପୁର )ଗ୍ରାମର ୪ ଏସଏଚଜି ଗ୍ରୁପର ଶତାଧିକ ମହିଳାମାନେ ଗ୍ରାମରେ ଚୋରା ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରିବା ସହ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ…
ଗଜଲକ୍ଷ୍ମୀ ପୂଜା ପାଇଁ ସହର ଉତ୍ସବ ମୁଖର, ୬ ଦିନ ଯାଏ ଚାଲିବ…
ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ସହର ଉତ୍ସବ ମୁଖର ହୋଇ ଉଠିଛି। ଭଞ୍ଜନଗର ସହରର ବସଷ୍ଟାଣ୍ଡ ସମେତ ବିଭିନ୍ନ ଗଳିରେ ଗଜ ଲକ୍ଷ୍ମୀ ପୂଜା ହେଉଛି। ଏଥିସହ ବାଉଁଶଲୁଣ୍ଡି , ମୁଜାଗଡ଼ ସମେତ ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମରେ ଆଜି…
ଓଭରବ୍ରିଜ ନିର୍ମାଣରେ ମନ୍ଥରତା: ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଷୋହଳ ନ ଜାତୀୟ ରାଜପଥ ଓଭରବ୍ରିଜ ନିର୍ମାଣରେ ମନ୍ଥରତା ଓ ଅହେତୁକ ବିଳମ୍ବ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୁବନେଶ୍ୱର ଏନଏଚଏଆଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରମିକ ସଂଗଠନ ନେତା ଦୁର୍ଯ୍ୟୋଧନ…
ପୋଡାଗଡରେ ଶାନ୍ତି କମିଟି ଗଠନ, ଗୋଷ୍ଠୀ ସଂଘର୍ଷ ସମାଧାନ
ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଖାଦେଇଥିବା ଗୋଷ୍ଠୀ ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। କ୍ଷତ୍ରିୟ ଖଣ୍ଡାୟତ କୂଳର ବାଇଶି ମୌଜା ସଭାପତି ପିତାମ୍ବର ସ୍ବାଇଁଙ୍କ…
ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ନୂଆ ବ୍ଲକ ଶିକ୍ଷାଧିକାରୀ, ଦାୟିତ୍ୱ ଗ୍ରହଣ କରୁ କରୁ ମା ’ଙ୍କୁ କଲେ ଦର୍ଶନ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ନିର୍ମିତ ମା ’ ଗଜଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ମହିଳା ମା ’ଙ୍କୁ ଦର୍ଶନ…
ରାଇସ ମିଲକୁ କାମ କରିବାକୁ ଯାଇଥିଲେ, ହଠାତ୍ ଅସୁସ୍ଥ ହୋଇପଡିଲା ଦେହ, ତା’ପରେ…
ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଏସ .କୁଣ୍ଡାମାଲ ସ୍ଥିତ ଗଣପତି ଏଗ୍ରୋ ରାଇସ ମିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁଃଖହରି ମେହେର (୪୦) । ସେ ବଳଦିଆମାଲ…
ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଉଦ୍ଯାପିତ: ମେଲାଣିରେ ହଜାର ହଜାର ଶ୍ରଦ୍ଧାଳୁ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ତଥା ଦିଗପହଣ୍ଡି ସହରରେ ଗତ ୨୯ ତାରିଖ ଆଶ୍ୱିନ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ତିଥିରୁ ଚାଲିଥିବା ସହରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଆଶ୍ୱିନ କୁମାର…
Archives


