ବର୍ଷାରେ ଧୋଇଗଲା ରାସ୍ତା, ୩ ପଞ୍ଚାୟତବାସୀ ହନ୍ତସନ୍ତ
ମୋହନା,୧୮ା୮(ମନ୍ମଥ ମିଶ୍ର): କିଛିଦିନ ହେଲା ଲଘୁଚାପ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି। ଗଜପତି ଜିଲା ମୋହନା ବ୍ଲକ କର୍ଚବାଡ଼ି ପଞ୍ଚାୟତଠାରୁ ବୁଡ଼ରିଙ୍ଗ ଦେଇ ଅନ୍ତରବା, ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ଯାଇଛି। ଫଳରେ ଲୋକେ ଯାତାୟାତରେ...
ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା
ପିପିଲି,୧୮ା୮: ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳାଙ୍କର ଏମ୍ସରେ ମୃତ୍ୟୁ ଘଟିଛି। ୬ ଦିନ ଧରି ଚିକିତ୍ସିତ ହେବା ପରେ ମହିଳାଙ୍କର ମୃତ୍ୟୁ ଘଟିଛି। ଗତ ୧୩ ତାରିଖରେ ପିପିଲି ଜୟପୁର ଛକରେ ନିଆଁରେ ପୋଡ଼ି ହୋଇ ଗୁରୁତର ହେଇଥିଲେ।
ସମସ୍ୟା ସମାଧାନ ଦାବିରେ ରଣହୁଙ୍କାର ଦେଲେ ଚାଷୀ
ବରଗଡ଼,୧୮ା୮(ପ୍ରେମାନନ୍ଦ ଖମାରୀ): କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର...
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ, ଲୁହରେ ଭିଜିଲା ପୂରା ଗାଁ
ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା...
ନାଳିରେ ୭୩ ମଇଁଷିଙ୍କ ମୃତ୍ୟୁ, କୁମ୍ଭୀର ଆକ୍ରମଣ ନା ଆଉ କିଛି ବଢୁଛି ଚର୍ଚ୍ଚା
ଆଳି/ରାଜନଗର,୧୮ା୮(ବନମାଳୀ ସେନାପତି/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିଛି। କୁମ୍ଭୀର...
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି…
ଅନୁଗୋଳ,୧୮ା୮(ମାନସ ବିଶ୍ୱାଳ): ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।...
ଏୟାରପୋର୍ଟରେ ମୃତଦେହ ବଦଳ ହେବା ଘଟଣା: ପୁଅର ମୃତଦେହ ବଦଳରେ କଫିନ୍ରେ ଆସିଥିଲା ଅନ୍ୟ ଜଣଙ୍କ ମୃତଦେହ, ଯୋଗାଯୋଗ ପରେ…
ସୋର,୧୮ା୮: ଏୟାରପୋର୍ଟରେ ଏକ ମୃତଦେହ ଅଦଳବଦଳ ହୋଇଯାଇଥିଲା। ତେବେ ପଶ୍ଚିମବଙ୍ଗ କ୍ରିଷ୍ଣନଗରରୁ ମୃତଦେହ ଘରକୁ ଆଣିଛନ୍ତି ସମ୍ପର୍କୀୟ। ଏୟାରପୋର୍ଟ କର୍ମଚାରୀଙ୍କୁ ପରିବାର ଲୋକେ ଦାୟୀ କରି କଫିନ୍ରେ ପୁଅର ମୃତଦେହ ବଦଳରେ ଅନ୍ୟ ଜଣଙ୍କ ମୃତଦେହ ଆସିଥିଲା ବୋଲି ଅଭିଯୋଗ...
ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ
ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା...
ହାତ ଦେଖାରୁ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଅଭିଯୁକ୍ତ କୋର୍ଟ ଚାଲାଣ
ଜୁନାଗଡ଼,୧୭।୮(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରେ ଶନିବାର ହାତ ଦେଖାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଚେରମହୁଲ ଗ୍ରାମର ଯୁବକ ରତ୍ନା ମାଝୀ(୪୦) ତଲଜାରିଙ୍ଗ ଗ୍ରାମର ବୃଦ୍ଧ ରଥ କନ୍ଦପାନ(୬୦)ଙ୍କୁ...
ବାୟୋପିକ ଫିଲ୍ମ ‘ବଡ଼ମା’ ପ୍ରିମିୟର ଶୋ ପ୍ରଦର୍ଶିତ
ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ବାୟୋପିକ ଫିଲ୍ମ ‘ବଡ଼ମା’ର ପ୍ରିମିୟର ଶୋ ରବିବାର ପ୍ରଦର୍ଶିତ ହୋଇଯାଇଛି। ପାର୍ବତୀ ଗିରିଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଯଦୁମଣି...
କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…
ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି...
ଜିଲାପାଳଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ
କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ) : କେସିଙ୍ଗା ସିଟିଜେନ ଫୋରମ୍ ପକ୍ଷରୁ ଏକ ସାଧାରଣ ବୈଠକ ଫୋରମର ସଭାପତି ଡ଼.ହେମସାଗର ସାହାଙ୍କ ସଭାପତିତ୍ୱରେ ରବିବାର ସରକାରୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ...
Archives


